Sign in
Sign in
Recover your password.
A password will be e-mailed to you.
ଚୋରି କମ୍ପ୍ୟୁଟର ଉଦ୍ଧାର, ୨ଚୋର ଗିରଫ
ଝାରବନ୍ଧ-ମନୋହ ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁକ୍ରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ନୁତନ କମ୍ପ୍ୟୁଟର ସେଟ ଗତ ୯/୩ତାରିଖ ରେ ଚୋରି ହୋଇଥିବା ଘଟଣା ସମ୍ପର୍କରେ ଜଗଦଲପୁର ଥାନା ରେ ଅଭିଯୋଗ ହୋଇଥିଲା।ଜଗଦଲପୁର ଥାନାଧିକାରୀ ଲିଲିମାଲଳିତା ବାର୍ଳା ବିଶ୍ୱସ୍ତ ସୂତ୍ରରୁ ଖବର…
ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ
ଭୁବନେଶ୍ୱର: ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ସେଚ ସଦନ ଠାରେ ବିଶ୍ୱ ଜଳ ଦିବସ ପାଳନ କରାଯାଇଛି । ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଯନ୍ତ୍ରୀ-ପ୍ରକଳ୍ପ, ଯୋଜନା, ସର୍ବେକ୍ଷଣ ଓ ଅନୁସନ୍ଧାନ ଡଃ. ଅକ୍ଷୟ କୁମାର ଦାସ ଅଧ୍ୟକ୍ଷତା କରିଥିଲୋ । ରାଜ୍ୟର ସମସ୍ତ…
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମୋହନାରେ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଗିରିଧର ଗମାଙ୍ଗ ଭୁବନେଶ୍ଵରରୁ ନିଜର କାର ଯୋଗେ ମୋହନା ଦେଇ ଗୁଣୁପୁର ଯିବା ବେଳେ ସ୍ଥାନୀୟ ବଜାର ଛକଠାରେ କିଛି ବିଜେପି କର୍ମୀ ଓ ସ୍ଥାନୀୟ ଲୋକେ ଶ୍ରୀ ଗମାଙ୍ଗଙ୍କୁ ପୁଷ୍ପଗୁଚ୍ଛ…
ସମନ୍ଵିତ ଶିଶୁ ବିକାଶ ବିଭାଗ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ..
ଘଟଣା କୁ ଚପାଇ ଦେବାକୁ ପ୍ରଶାସନିକ ସ୍ତରରେ ଚାଲିଛି ଉଦ୍ୟମ!
ଟିଟିଲାଗଡ, (ଗୌରବ ଦର୍ଜୀ ) -ଟିଟିଲାଗଡ଼ ବ୍ଲକ ବିଡିଓ ଙ୍କ ପ୍ରକୋଷ୍ଠ ରେ ମହିଳା କର୍ମଚାରୀ ପୁର୍ଣିମା ବୈଠାରୁ ଙ୍କୁ ଦୁର୍ବ୍ୟବହାର ଅଭିଯୋଗ। ମହିଳା କର୍ମଚାରୀ ଙ୍କୁ ବ୍ଲକ କାର୍ଯ୍ୟାଳୟ ର ମୁଖ୍ୟ କିରାଣୀ ଙ୍କ ଦୁର୍ବ୍ୟବହାର…
ସ୍କୁଲରୁ ସାମଗ୍ରୀ ଚୋରି କରିଥିବା ଅଭିଯୋଗରେ ୫ ଗିରଫ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ପୋଲିସ ଦୁର୍ଲଗା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମୂଲ୍ୟବାନ ସାମଗ୍ରୀ ଚୋରି ଅଭିଯୋଗରେ ପାଞ୍ଚଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୁନୀଳ କୁମାର ପଟେଲ (28),ନିଜାମ ୟାସିନ…
ଜିଲ୍ଲା ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ବାର୍ଷିକ ଆଥଲେଟିକ ମିଟ ସମାପ୍ତ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଜିଲ୍ଲା ଆଥଲେଟିକ ଏସୋସିଏସନ ଦ୍ବାରା ପରିଚାଳିତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଦ୍ବିତୀୟ ଦିନରେ ସମାପ୍ତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳୀ ଓ ଏସୋସିଏସନର ସଭ୍ୟମାନଙ୍କ ଉଦ୍ଦେଶ୍ୟରେ…
ବାଲ୍ୟବିବାହ ନିଷେଧ ସମ୍ପର୍କିତ ସିଡିପିଓ: ସୁପରଭାଇଜର ଓ ଲାଇନ ବିଭାଗ କର୍ମକର୍ତ୍ତାଙ୍କ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ସୋମବାର ଦିନ ବାଲ୍ୟ-ବିବାହ ନିଷେଧ ସମ୍ପର୍କରେ ଜିଲ୍ଲାର ସମସ୍ତ ବ୍ଲକର ଶିଶୁ ବିକାଶ…
ଗଣମାଧ୍ୟମର ପ୍ରତିନିଧିଙ୍କ ପାଇଁ ଏକ ଦିନିଆ ପ୍ରଶିକ୍ଷଣ ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତି ତରଫରୁ ଗଣମାଧ୍ୟମର ପ୍ରତିନିଧିଙ୍କ ପାଇଁ ଶିଶୁ ସୁରକ୍ଷା ଉପରେ ଏକ ଦିନିଆ ପ୍ରଶିକ୍ଷଣ ଶିବିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା…
ବନ ଦିବସରେ ସମ୍ମାନିତ ହେଲେ ବନ ରକ୍ଷକ ଦେବିଲାଲ ବଂଜାରା
ବରଗଡ :- ପ୍ରତ୍ୟେକ ବର୍ଷ ରାଜ୍ୟ ସରକାରଙ୍କ ବନ ବିଭାଗ ଦ୍ଵାରା ଉଲ୍ଲେଖନୀୟ କାର୍ୟ୍ଯ ପାଇଁ ବିଭାଗୀୟ କର୍ମଚାରୀ ମାନଙ୍କୁ ରାଜ୍ୟ ସ୍ଥାରୀୟ ବିଶ୍ୱ ବନ ଦିବସରେ ସମ୍ମାନିତ କରାଯାଇଥାଏ । ଗତ ବର୍ଷ କୋରୋନା କଟକଣା ପାଇଁ ବନ ଦିବସ ପାଳନ ସ୍ଥଗିତ କରାଯାଇଥିଲା । ଚଳିତ ବର୍ଷ ରାଜଧାନୀର ଜୟଦେବ…
ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଭିନ୍ନ କ୍ଷେତ୍ରରେ ଜନସାଧାରଣଙ୍କୁ ସାହାଯ୍ୟ କରିଥିବା କେତେକ ବରିଷ୍ଠ ନାଗରିକଙ୍କୁ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବରିଷ୍ଠ ନାଗରିକ ସଂଘ, ଓଡ଼ିଶା ଶାଖାର ସଦସ୍ୟାମାନେ ମହାମାରୀ ସମୟରେ ଲୋକମାନଙ୍କୁ ଜରୁରୀକାଳୀନ ସେବା…