ସାମ୍ବାଦିକ ସ୍ବର୍ଗତ କରୁଣାକର ସାହୁଙ୍କ ପରିବାର ପାଇଁ ୧୫ ଲକ୍ଷ ଟଙ୍କା ସହାୟତା ମଂଜୁର କଲେ ମୁଖ୍ୟମନ୍ତ୍ରୀ 

0 2

ଭୁବନେଶ୍ୱର : କୋଭିଡରେ ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲ୍ଲାର ‘ଅନୁପମ ଭାରତ’ର ସାମ୍ବାଦିକ ସ୍ବର୍ଗତ କରୁଣାକର ସାହୁଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ୧୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ମଞ୍ଜୁର କରିଛନ୍ତି। ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଏ ସୂଚନା ପ୍ରଦାନ କରିଛନ୍ତି | 

Leave A Reply

Your email address will not be published.