ଯେତିକି ବଢୁଛି ଗ୍ରୀଷ୍ମ, ପରିସ୍ଥିତି ହେଉଛି ସେତିକି ବିଷମ

 ପାଇପ ଉପରେ ପାଇପ ପଡୁଛି, ଯୋଜନା ଉପରେ ଯୋଜନା  ବି ମାଳମାଳ   କି କାମ ହେଉଛି କେଜାଣି, ଲୋକଙ୍କୁ ମିଳୁନି ପାନୀୟ ଜଳ   ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦ ବିଭିନ୍ନ ୱାର୍ଡ ସମେତ ଘୁ.ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମ…

ସୋଆରେ ସପ୍ତାହବ୍ୟାପୀ ଚାଲିଥିବା ଏନସିସି ଶିବିର ଉଦଯାପିତ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଏକ ସପ୍ତାହବ୍ୟାପୀ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଠାରେ ଚାଲିଥିବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ବାର୍ଷିକ ପ୍ରଶିକ୍ଷଣ ଶିବିର ରବିବାର ଉଦ୍ୟାପିତ ହୋଇଯାଇଛି । ବି ଏବଂ…

କଠିନ ବାହ୍ୟବସ୍ତୁ ସୁପରିଚାଳନା ନିମନ୍ତେ ବ୍ୟବହାରିକ ଦେୟ ଆଦାୟକୁ କଂଗ୍ରେସ ପକ୍ଷରୁ ବିରୋଧ

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ଉପଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ସ୍ୱାକ୍ଷରରେ ପୌରପରିଷଦ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୧୨୦୩/୦୨.୦୩.୨୦୨୧ ଅନୁଯାୟୀ ବାହ୍ୟ ବସ୍ତୁ ପରିଚାଳନା ନିୟମ ଅନୁଯାୟୀ ପୌରାଞ୍ଚଳରେ ଥିବା…

କିଷାନ ଏକତା ମଞ୍ଚର ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସର ସମର୍ଥନ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଦୀର୍ଘ ତିନିମାସରୁ ଉର୍ଦ୍ଧ୍ଵଧରି ପଞ୍ଜାବ,ଉତ୍ତର ପ୍ରଦେଶ ଓ ହରିୟାଣାର ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ।ଦାବୀ କେନ୍ଦ୍ର ସରକାର ଗୃହୀତ କରିଥିବା ତିନୋଟି କୃଷି ଆଇନ ଉଚ୍ଛେଦ କରନ୍ତୁ। ପ୍ରଚଣ୍ଡ ଶୀତ ପରେ ଦିଲ୍ଲୀର ଗ୍ରୀଷ୍ମଋତୁକୁ ସମ୍ମୁଖୀନ ହେବାକୁ…

ଯଦି ଜାରି ହୋଇଥିବା ଏହି ଚିଠି ଟି ସତ, ଏମିତି କଣ ଛୁଟି ଘୋଷଣା ହୁଏ !!

ଭୁବନେଶ୍ୱର (ଶାସକ ପ୍ରଶାସକ) : ୨୬ ମାର୍ଚ୍ଚ ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଆଉ ଏହି ବିଜ୍ଞପ୍ତିରେ ଦସ୍ତଖତ କରିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ |…

ମମତା ଦିଦିଙ୍କ ଗୁଣ୍ଡାଙ୍କୁ ନେଇ ଭୟଭୀତ ନୁହଁନ୍ତି ପଶ୍ଚିମବଙ୍ଗ ଜନତା -ଧର୍ମେନ୍ଦ୍ର ପ୍ରଧାନ

ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ପଶ୍ଚିମବଙ୍ଗ – ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗର ଅସ୍ମିତା ସହିତ ଖେଳୁଥିବା ବ୍ୟକ୍ତିଙ୍କୁ ପଶ୍ଚିମବଙ୍ଗବାସୀ ଏଥର ନିର୍ବାଚନରେ ହିସାବ ଦେବେ ଏବଂ ବିଜେପିକୁ ନିଶ୍ଚୟ ଜିତାଇବେ ବୋଲି ଗୁରୁବାର ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ…

ଜଣାଥିଲା, ବିଧିବଦ୍ଧ ଘୋଷଣା ହେଲା : ପିପିଲିରେ ରିକୁ ବିଜେପି ପ୍ରାର୍ଥୀ 

ଭୁବନେଶ୍ୱର : ବହୁ ଆଗରୁ ପିପିଲି ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ କିଏ ହେବେ ତାହା ସ୍ପଷ୍ଟ ଥିବା ବେଳେ ଦଳ ତରଫରୁ ଆଜି ସେ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରିଛି | ଗତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକ (ରିକୁ)ଙ୍କୁ ଦଳ ପୁଣି ପ୍ରାର୍ଥୀ କରିଛି |  ଦଳର…

ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ :ରାଜ୍ୟ ଯୁବ କଲ୍ୟାଣ ପରିଷଦ ପକ୍ଷରୁ…

ଭୁବନେଶ୍ୱର, (ଶାସକ ପ୍ରଶାସକ): ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ଯୁବ କଲ୍ୟାଣ ପରିଷଦ ପକ୍ଷରୁ ସ୍ମୃତିଚାରଣ କରାଯିବା ସହ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରାଯାଇଛିିା  ଭୁବନେଶ୍ୱର ମଧୁସୂଦନ ମାର୍ଗସ୍ଥିତ ବିଜୁ…

ଓଡିଶା ବିରୋଧରେ ବିବାଦୀୟ ତଥା ବିସ୍ଫୋରକ ମନ୍ତବ୍ୟ ଦେଲେ ଛତିଶଗଡର ମନ୍ତ୍ରୀ

ଝାରସୁଗୁଡ଼ା :(ସୁଭାଷ ସହାରେ)-ଓଡିଶା ବିରୋଧରେ ବିବାଦୀୟ ତଥା ବିସ୍ଫୋରକ ମନ୍ତବ୍ୟ ଦେଲେ ଛତିଶଗଡର ମନ୍ତ୍ରୀ | "ଓଡ଼ିଶାରେ ଆଦିବାସୀମାନଙ୍କୁ ଦୂର୍ବଳରୁ ଆହୁରି ଦୂର୍ବଳ କରିବା ପାଇଁ ଷଡ଼ଯନ୍ତ୍ର"  ବୋଲି ସେ କରିଛନ୍ତି ଅଭିଯୋଗ | ବଡ଼ଦେଓ ମହୋତ୍ସବରେ ଯୋଗଦେଇ ମନ୍ତ୍ରୀ ଲଖମା କହିଲେ ଛତିଶଗଡ଼ର…

ଝାରବନ୍ଧ ବିଡିଓ ରୁନୁ ଲାକ୍ରା ଆଉ ନାହାନ୍ତି

ଝାରବନ୍ଧ -ମନୋହର ଦାଶ-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବିଡ଼ିଓ ଭାବେ କାର୍ଯ୍ୟରତ ରୁନୁ ଲାକ୍ରାଙ୍କ ଆଜି ତାଙ୍କ ବାସଭବନ ସମ୍ବଲପୁରରେ ପରଲୋକ ହୋଇଯାଇଛି।ସେ ଜଣେ ପରୋପକାରୀ ଓ ଲୋକପ୍ରିୟ ପ୍ରଶାସକ ଭାବେ ଜଣାଶୁଣା ଥିଲେ | ତାଙ୍କ ବିୟୋଗ ରେ ଝାରବନ୍ଧ ଅଞ୍ଚଳରେ ଶୋକ ର ଛାୟା…