ହାତୀ ମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ବନୋମହୋତ୍ସବ

0 2

ନୂଆଗାଁ/ (ସୁବ୍ରତ ପରିଡ଼ା)  : ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ମହିତମା ସେକ୍ସନ ଅଧିନରେ ଥିବା ହାତୀ ମୁଣ୍ଡା ସଂରକ୍ଷିତ ଜଙ୍ଗଲ କମ୍ପାଟ ମେଣ୍ଟ – ୧୪ ରେ ବନୋମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ମହିପୁର ବନାଞ୍ଚଳ ଅଧିକାରୀ ଅଭୟ ରଥ, ମହିତମା ବନପାଳ ରାକେଶ କୁମାର ସାହୁ,ବନରକ୍ଷୀ ସୁଧାକର ସାହୁ,ବିନାୟକ ଜେନା,ବିଜୟ କୁମାର ସାହୁ ,ଶ୍ରଦ୍ଧାଞ୍ଜଳି ସାହୁ, ଶ୍ରୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ବହୁ ଉପଯୋଗୀ ବୃକ୍ଷ  ରୋପଣ କରିଥିଲେ।

Leave A Reply

Your email address will not be published.