ମୟୂରଭଞ୍ଜ: ଆଜି ଜିଲ୍ଲାରୁ ୧୮୦ କରୋନା ପଜିଟିଭ ଚିହ୍ନଟ 

୨୬ ଦିନରେ ୧,୬୪୫ ଜଣ କୋଭିଡ଼-୧୯ ଭୁତାଣୁ ସଂକ୍ରମିତ ଓ ୬୩୦ ସୁସ୍ଥ । ବାରିପଦା(ଦିଲ୍ଲୀପ ମହାନ୍ତି )-  ଏପ୍ରିଲ ୨୬  ଓଡ଼ିଶାରୁ ଚିହ୍ନଟ ହୋଇଥିବା ୬,୫୯୯ କରୋନା ପଜିଟିଭ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୧୮୦ ଜଣ କରୋନା ଆକ୍ରାନ୍ତ ରହିଥିବା ସମୟରେ  ଜିଲ୍ଲାରେ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି…

ପ୍ରବେଶ ପଥ ରେ ଯାଞ୍ଚ ଅମାନିଆ ଙ୍କ ଉପରେ କଡା ନଜର

ଝାରବନ୍ଧ-ମନୋହର ଦାଶ-କରୋନା ର ଦ୍ଵିତୀୟ ଲହର ରେ ସଂକ୍ରମଣ ଙ୍କ ସଂଖ୍ୟା ଯେଉଁ ଭଳି ଭାବରେ ବଢ଼ି ବଢି ଚାଲିଛି ଏହା ଉପରେ ରୋକ ଲଗାଇବା ନିମନ୍ତେ ରାଜ୍ୟ ସରକାର ଙ୍କ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇ ସପ୍ତାହନ୍ତ ଲକଡାଉନ କରାଯାଇଛି।ଦୁଇ ଦିନିଆ ସପ୍ତାହନ୍ତ ସଟଡାଉନ ପାଇଁ ଜଗଦଲପୁର…

ଅନଲାଇନ କାର୍ଯ୍ୟକ୍ରମ ‘ କବିର୍ କଲମେ କରୋନା ‘ ଉଦଘାଟିତ 

ଲେଖନୀ  ମାଧ୍ୟମରେ କୋଭିଡ ସଚେତନତା ବାର୍ତ୍ତା ଦେଲେ କବିମାନେ  ପଦ୍ମପୁର:ସଂପ୍ରତି କୋଭିଡର ସ୍ଥିତ ଗୁରୁତର ହୋଇ ଚାଲିଥିବା ବେଳେ ବିଶ୍ଵବ୍ୟାପୀ ସଚେତନା ନିମନ୍ତେ ସଂଗ୍ରାମର ଆବଶ୍ୟକତା ରହିଛି । ନିଜଘରେ ରହି କବି ଲେଖକ ମାନେ ମଧ୍ୟ  କଲମ ମୂନରେ ଲୋକଙ୍କୁ ସଚେତନ କରିବାର ଦରକାର ରହିଛି ବୋଲି…

ପଦ୍ମପୁର ସହରକୁ ସାତ ଦିନ ପାଇଁ ସଟଡାଉନ କରିବାକୁ ନିଷ୍ପତ୍ତି 

ପଦ୍ମପୁର(ଶାସକପ୍ରଶାସକ)- କରୋନା ମହାମାରୀ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିବାରେ ଲାଗିଛି । ଲୋକମାନେ ଅକାରଣରେ କରୋନାର ଶିକାର ହୋଇ ଜୀବନ ହରାଉଛନ୍ତି । କରୋନା ଯୋଗୁଁ ଲୋକଙ୍କ ସୁନାର ସଂସାର ଭାଙ୍ଗି ଯାଉଛି । ଲୋକଙ୍କ ଧନ ଜୀବନର ସୁରକ୍ଷା ପାଇଁ ତଥା କରୋନାର ସଂକ୍ରମଣ ଚେନକୁ ଭାଙ୍ଗିବା…

ଓଡିଶାର ପ୍ରଶଂସାରେ ବିଜେପି ଅସହିଷ୍ଣୁ: ବିଜେଡି

ଭୁବନେଶ୍ୱର, : ସାରା ଭାରତବର୍ଷକୁ ତରଳ ମେଡିକାଲ ଅକ୍ସିଜେନ ଯୋଗାଇ ଲୋକଙ୍କ ଜୀବନ ରକ୍ଷା କରୁଥିବା ଓଡିଶାକୁ ପ୍ରଶଂସାର ସୁଅ ଛୁଟୁଥିବାବେଳେ ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ତାହାକୁ ସହ୍ୟ କରିପାରୁ ନାହାନ୍ତି । ଓଡିଶାର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ବଦଳରେ ସେ…

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଯୁବ ସାମ୍ବାଦିକ ଅମଜଦ ବାଦଶାହ’ଙ୍କ ବିୟୋଗରେ ଶ୍ରଦ୍ଧାଂଜଳି ସଭା

ବଲାଙ୍ଗିର,(ନିରୋଜ ମିଶ୍ର ) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଝାରସୁଗୁଡାର ଯୁବ ସାମ୍ବାଦିକ ଅମଜଦ ବାଦଶାହ’ଙ୍କ ବିୟୋଗରେ ଏକ ଶ୍ରଦ୍ଧାଂଜଳି ସଭା ସାମ୍ବାଦିକ ଭବନରେ ଅନୁଷ୍ଠିତ  ହୋଇଯାଇଛି । ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା ପ୍ରାରମ୍ଭରେ ତାଙ୍କ…

ଜୀବନ ରକ୍ଷା ସହାୟକ ୧୦୮ ଆମ୍ବୁଲାନ୍ସ ପ୍ରଦାନ କଲେ ରାଜ୍ୟସଭା ସାଂସଦ

ରାୟଗଡ/ସରୋଜ କୁମାର ସାହୁ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନିଜ ସାଂସଦ ପାଣ୍ଠିରୁ ୫୮ଲକ୍ଷ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଉପକରଣ ଖଂଜାଯାଇଥିବା ଏକ ଜୀବନ ରକ୍ଷା ସହାୟକ ୧୦୮ ଆମ୍ବୁଲାନ୍ସକୁ ରାୟଗଡ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିଛନ୍ତି ରାଜ୍ୟସଭା ସାଂସଦ…

ମୁକୁନ୍ଦପୁର ଘାଟିରେ ବସ ଓଲଟି ୭ ଆହତ 

ରାୟଗଡ(ସରୋଜ କୁମାର ସାହୁ ):  ଗତକାଲି ବିଳମ୍ବିତ ରାତି ୧୨.୩୦ ମିନିଟ୍ ସମୟରେ ରାୟଗଡ ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁ୍ନ୍ଦପୁର ଘାଟିର ବୁଲାଣିରେ ଏକ ଘରୋଇ ବସ ଓଲଟି ୭ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଜୟପୁର ଠାରୁ ନୟାଗଡ ଅଭିମୁଖେ ଯାଉଥିବା ଓମ ସାଇ…

କଲ୍ୟାଣସିଂହପୁର ପଂଚାୟତରେ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନିତି ଅଭିଯୋଗ

ରାୟଗଡ(ସରୋଜ କୁମାର ସାହୁ ): ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସଦର କଲ୍ୟାଣସିଂହପୁର ପଂଚାୟତରେ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନିତି ଓ ହେରଫେର ହେଉଥିବା ପଂଚାୟତର ୱାର୍ଡ ନଂ ୦୭, ୧୦, ୧୨, ୧୩, ଓ ୧୬ ର ସଭ୍ୟ ମାନେ ଆଜି ରାୟଗଡ ଜିଲ୍ଲାପାଳଙ୍କୁ ଏକ…

ସାମ୍ବାଦିକ ଗୋପାଳ ପାଣିଗ୍ରାହୀଙ୍କ ବିୟୋଗରେ ସ୍ମୃତି ସଭା

ରାୟଗଡ(ସରୋଜ କୁମାର ସାହୁ ): ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଖେଦାପଡା ଗ୍ରାମର ସାମ୍ବାଦିକ ଗୋପାଳ ପାଣିଗ୍ରାହୀଙ୍କ ତା. ୨୪.୦୪.୨୦୨୧ ରିଖ ମଧ୍ୟରାତିରେ ହୃଦଘାତରେ ପରଲୋକ ଘଟିଛିି । ସେ ବହୁ ଦିନ ଧରି ଅସୁସ୍ଥ ଥିଲେ । ସ୍ୱର୍ଗତ ପାଣିଗ୍ରାହୀ ସାପ୍ତାହିକ ଖବର କାଗଜ ଖୋଲାଫର୍ଦରେ…