Sign in
Sign in
Recover your password.
A password will be e-mailed to you.
ଶିଳ୍ପମନ୍ତ୍ରୀଙ୍କ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପତ୍ର:ଷ୍ଟେନଲେସ ଷ୍ଟିଲ ଉତ୍ପାଦନ କ୍ଷେତ୍ରରେ ଆଣ୍ଟି-ଡମ୍ବିଂ ଶୁଳ୍କ …
ଭୁବନେଶ୍ୱର,: କେନ୍ଦ୍ର ଦ୍ୱାରା ନିକଟରେ ଷ୍ଟେନଲେସ ଷ୍ଟିଲ ଉତ୍ପାଦନ ଉପରେ ଆଣ୍ଟି-ଡମ୍ବିଂ ଶୁଳ୍କ ଏବଂ କାଉଣ୍ଟରଭେଲିଂ ଶୁଳ୍କ ଉଠାଇ ଦେବା ଯୋଗୁଁ ଏହା ଚୀନ ଭଳି ଦେଶକୁ ବେଶ୍ ସୁହାଇବ ଏବଂ ଆମ ଦେଶକୁ ଶସ୍ତାମାଲ ରତ୍ପାନୀ ବହୁଗୁଣିତ ହେବାର ଆଶଙ୍କା ରହିଛି । ତେଣୁ ଏହି ଆଣ୍ଟି-ଡମ୍ବିଂ…
ନିଷ୍ଠା ପରିବାର ଦ୍ୱାରା ଗତ ଦୁଇଦିନରେ 63 ୟୁନିଟ ରକ୍ତ ସଂଗ୍ରହ
ବରଗଡ଼ :- ବରଗଡ଼ ଜିଲ୍ଲାର ଲୋକପ୍ରିୟ ସମାଜସେବୀ ଅନୁଷ୍ଠାନ ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆଜି ନିଷ୍ଠା ଭବନ,ଆନ୍ଧ୍ର କେମ୍ପ ,ଖଣ୍ଡହଥା,ବରଗଡ ଠାରେ କରୋନା ମହାମାରୀର ଦ୍ବିତୀୟ ଲହର ରେ ରକ୍ତ ର ଅଭାବ କୁ କିଛିକାଂଶ ରେ ଦୂର କରିବା ପାଇଁ ଏକ ରକ୍ତଦାନ ଶିବିର ଆୟୋଜନ…
ଆପଣ ମାନେ ସାମାଜିକ ଦୂରତା ପାଳନ କରନ୍ତୁ , ଡବଲ ମାସ୍କ ପରିଧାନ କରନ୍ତୁ
ହସପିଟାଲରୁ ନରସିଂହଙ୍କ ବାର୍ତ୍ତା : ସୁସ୍ଥ ଅଛି ମୁଁ
ବାଲାଙ୍ଗିରବାସୀଙ୍କ ପିଇବା ପାଣି ସମସ୍ୟା ଶିଘ୍ର ସମାଧାନ ହେବ
ବଲାଙ୍ଗିର,: ମୁଁ ସୁସ୍ଥ ଅଛି । ଏହି ମହାମାରୀ ସମୟରେ ଆପଣମାନେ ସମାଜିକ ଦୂରତା ପାଳନ କରିବା ସହ ଡବଲ ମାସ୍କ ପରିଧାନ କରନ୍ତୁ । ବାରମ୍ବାର ସାବୁନରେ ହାତ ଧୁଅନ୍ତୁ ।…
ଚାଲିଗଲେ ପୂର୍ବତନ ସାଂସଦ ସୁଗ୍ରୀବ ସିଂ
ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): ପୂର୍ବତ୍ତନ କନ୍ଧମାଳ ସାଂସଦ ସୁଗ୍ରୀବ ସିଂଙ୍କ ଗତ କାଲି ରାତ୍ରିରେ ଦେହାନ୍ତ ହୋଇଛି I ମୃତ୍ୟୁ ବେଳକୁ ସାଂସଦଙ୍କ ବୟସ ୫୬ ବର୍ଷ ହେଉ ଥିଲା I ସାଂସଦ କିଛି ଦିନ ପୂର୍ବେ କରନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ…
ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ସହ ଗଞ୍ଜାମ ଜିଲ୍ଲାପାଳଙ୍କ ଆଲୋଚନା।
ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏପ୍ରିଲ ୨୬ ତାରିଖ ଦିନ ଭଞ୍ଜନଗର ରାଜସ୍ବ ଉପଖଣ୍ଡର ବିଭିନ୍ନ ପଞ୍ଚାୟତ ସମିତିକୁ ଗସ୍ତ କାର୍ଯ୍ୟକ୍ରମରେ ଆସିଥିବା ବେଳେ ବୁଗୁଡା ପାଞ୍ଚାୟତ ସମିତିରେ ଅପରାହ୍ନ ଗୋଟାଏ ସମୟରେ ପହଞ୍ଚି ପ୍ରଶାସନିକ ଅଧିକାରୀ ଓ…
ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ ଉପଜିଲ୍ଲାପାଳ ।
ପଦ୍ମପୁର- କରୋନା ଆକ୍ରାନ୍ତଙ୍କ ସଙ୍ଖା ଦିନକୁ ଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ପଦ୍ମପୁର ସହର ତଥା ଆଖପାଖ ଅଞ୍ଚଳରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଙ୍ଖା ବଢ଼ିବାରେ ଲାଗିଛି । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଦଶ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆଜି ଦିନ ୧୧ ଟାରୁ…
ସ୍ପଷ୍ଟ କଲେ କେନ୍ଦ୍ର ସରକାର : ଆମେ କିଣିବୁ ୫୦ % ଟୀକା
ଅବଶିଷ୍ଟ ୫୦% କିଣିବେ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ
"ବର୍ତ୍ତମାନ ସମୟରେ ଆମ ଟୀକା କେବଳ ଏଚସିଡ଼ବ୍ଲ୍ୟୁ, ଏଫଏଲଡ଼ବ୍ଲ୍ୟୁ ଓ ୪୫ ବର୍ଷରୁ ଉର୍ଧ୍ଵ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ"
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଜାରି ବିବୃତିରେ କୁହାଯାଇଛି…
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଶ୍ରୀମୟୀଙ୍କ ସ୍ବାଗତ, ସିଏମଆରଏଫକୁ ଦେଲେ ୧ଲକ୍ଷ
ଭୁବନେଶ୍ୱର: ରାଜ୍ୟର ୧୮ବର୍ଷ ବୟସରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ କୋଭିଡ୍ ଟିକା ପ୍ରଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଐତିହାସିକ ଘୋଷଣା କରିଛନ୍ତି। କରୋନା ମହାମାରୀରୁ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି…
ଶ୍ରୀ ନୀଳକଣ୍ଠେଶ୍ଵର ବଣିକ ସଂଘ କାର୍ଯ୍ୟକାରୀ ସଦସ୍ୟଙ୍କ ଜରୁରୀ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବଜାରର ବ୍ୟବସାୟୀ ମାନଙ୍କୁ ନେଇ ଗଠିତ ହୋଇଥିବା ଶ୍ରୀ ନୀଳକଣ୍ଠେଶ୍ଵର ବଣିଜ ସଂଘର ଏକ ଜରୁରୀ ବୈଠକ ରବିବାର ଦିନ ଶିବ ମନ୍ଦିର ପରିସରରେ କୋଭିଡ-୧୯ ର ନିୟମ ପ୍ରକାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ସଂଘର କାର୍ଯ୍ୟକାରୀ…
ସଟ୍ ଡାଉନ୍ ପେଟ୍ରୋଲିଂ ବେଳେ ପାରଳା ପୋଲିସର ମାନବିକତା ପୂର୍ଣ୍ଣ କାର୍ଯ୍ୟ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ ସପ୍ତାହାନ୍ତ ସଟଡାଉନର ଆଜି ଦ୍ଵିତୀୟ ଦିନରେ ପାରଳା ପୋଲିସ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ମାନବିକତା ପୂର୍ଣ୍ଣ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି । ଆଜି ସାପ୍ତାହନ୍ତ ସଟଡାଉନର ପୂର୍ବାହ୍ନ ସମୟରେ ପାରଳା…