Sign in
Sign in
Recover your password.
A password will be e-mailed to you.
ମାଗଣା ଟୀକା ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସୁପର୍ନୋ
ରାଜକୋଷର ଅର୍ଥ ଯେପରି ଅଯଥା ଅପଚୟ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କଲେ ଅନୁରୋଧ
ଟୀକା ନିଜେ କିଣନ୍ତୁ ବା କେନ୍ଦ୍ର ସରକାରଙ୍କ ମାଧ୍ୟମରେ କିଣନ୍ତୁ, ୧୫୦ ଟଙ୍କାରେ କିଣିବାକୁ ପଦକ୍ଷେପ ନିଅନ୍ତୁ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଶାର ଜନସାଧାରଣଙ୍କୁ ମାଗଣା କୋଭିଡ…
ସପ୍ତାହନ୍ତ ସଟଡାଉନ ଯାଞ୍ଚକୁ ଅନୁଧ୍ୟାନ କଲେ ଜିଲ୍ଲାପାଳ l
ସର୍ବେକ୍ଷଣ କାର୍ଯ୍ୟକ୍ରମକୁ ପର୍ଯ୍ୟବେକ୍ଷଣ କଲେ ବରିଷ୍ଠ ଅଧିକାରୀ
ରାୟଗଡ:/ସରୋଜ କୁମାର ସାହୁ- କୋଭିଡ ସଂକ୍ରମଣକୁ ରୋକିବା ଉଦେଶ୍ୟରେ ଜିଲ୍ଲାରରେ ଚାରୋଟି ସହରାଞ୍ଚଳରେ ଦୁଇଦିନିଆ ସଟଡାଉନ କରାଯାଇ କଡାକଡି ଭlବରେ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଏହି କର୍ମରେ ଆଜି…
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟବାସୀଙ୍କୁ ମାଗଣା ଟିକା ପ୍ରଦାନ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘୋଷଣା କରିଥିବାରୁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଗୃହ ଓ ନଗର ଉନ୍ନୟନ ଓ ଆଇନ୍ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ…
ଭଦ୍ରକରେ ଡିଜିପି ଅଭୟ : ପୁଲିସ ସୁରକ୍ଷା ବ୍ୟବସ୍ଥା ଓ ଭଦ୍ରକବାସୀଙ୍କୁ ପ୍ରଶଂସା କଲେ ।
ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ): ଭଦ୍ରକ ଜ଼ିଲ୍ଲାରେ କ୍ରମାଗତ ଭାବେ କୋଭିଡ ପଜିଟିଭ ସଂଖ୍ୟା ବଢ଼ି ବଢ଼ି ଚାଲିଛି, ତେବେ ଏହି ସଂକ୍ରମଣକୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ସହିତ ଏନ୍ଫୋର୍ସମେଣ୍ଟ କରାଯାଇଛି । ଏପରିସ୍ଥଳେ ଆଜି ରାଜ୍ୟ ପୋଲିସ ଡିଜି…
ମୁଖ୍ୟମନ୍ତ୍ରୀଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ କୃତଜ୍ଞତା
ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ମାଗଣା ଟିକା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଥିବାରୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି । କୋଭିଡ୍ର କଠିନ ସମୟରେ…
ରାଜ୍ୟବାସୀଙ୍କୁ ଓଡିଶା ସରକାର ଯୋଗାଇଦେବେ ନିଃଶୁଳ୍କ ଟୀକା : ମୁଖ୍ୟମନ୍ତ୍ରୀ କଲେ ଘୋଷଣା
୧୮ ରୁ ୪୫ ବର୍ଷ ବୟସ୍କ ସମସ୍ତଙ୍କୁ ନିଃଶୁଳ୍କ ଟୀକା, ଉପକୃତ ହେବେ ୨ କୋଟି ଲୋକ, ଖର୍ଚ ହେବ ୨୦୦୦ କୋଟି
https://www.youtube.com/watch?v=MzuaLonBXjM
ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟବାସୀଙ୍କୁ ଓଡିଶା ସରକାର ଯୋଗାଇଦେବେ ନିଃଶୁଳ୍କ ଟୀକା | ଏ ବିଷୟ ଆଜି ଘୋଷଣା କରିଛନ୍ତି…
ସାରା ଦେଶର ଜିଲ୍ଲା ମୁଖ୍ୟାଳୟରେ ଥିବା ସରକାରୀ ଡାକ୍ତରଖାନାରେ ସ୍ଥାପନ କରାଯିବ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ
ପିଏମ କେୟାର୍ସ ପାଣ୍ଠି ଜରିଆରେ ଦେଶର ସରକାରୀ ଡାକ୍ତରଖାନାଗୁଡ଼ିକରେ ପ୍ରତିଷ୍ଠା କରାଯିବ 551ଟି ପିଏସଏ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ
ନୂଆଦିଲ୍ଲୀ/ଶାସକ ପ୍ରଶାସକ : ଦେଶର ସମସ୍ତ ଡାକ୍ତରଖାନାକୁ ଯଥେଷ୍ଟ ପରିମାଣରେ ଅକ୍ସିଜେନ ଯୋଗାଣ ନିମନ୍ତେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି…
ଜାମସେଠ ଗାଁକୁ ବିଶୋଧନ କଲା ଅଗ୍ନି ଶମ ବିଭାଗ
ପାଇକମାଳ:ପାଇକମାଳ ବ୍ଳକ ଜାମସେଠ ଗାଁରେ କରୋନା ପଜିଟିଭ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଗାଁ ଲୋକେ ଚିନ୍ତିତ । ଏ ଯାଏଁ ମୋଟ ୩୦ ଜଣ ଲୋକ ଆକ୍ରାନ୍ତ ହୋଇସାରିଲେଣି । ଏଣୁ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଜାମସେଠ ସରପଞ୍ଚ ରମ୍ଭା ତାଣ୍ଡିଙ୍କ ତତ୍ତ୍ଵାବଧାନରେ ପାଇକମାଳ ଅଗ୍ନଶମ…
ଆସିଲାନି ଆମ୍ବୁଲାନ୍ସ, ରେନିକୋର୍ଟ ପିନ୍ଧି ମୋଟରସାଇକେଲରେ ଡାକ୍ତରଖାନା ଗଲେ କରୋନା ଆକ୍ରାନ୍ତ ।
ପଦ୍ମପୁର- ଆମ୍ବୁଲାନ୍ସ ନ ଆସିବାରୁ ବାଧ୍ୟ ହୋଇ ରେନିକୋର୍ଟ ପିନ୍ଧି ମୋଟର ସାଇକେଲ ଯୋଗେ ଡାକ୍ତରଖାନା ଗଲେ କରୋନା ଆକ୍ରାନ୍ତ । ଏଭରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଲିଛି ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ସର୍ଗିବାହାଲ ପଂଚାୟତ ଇଛାପାଲି ଗ୍ରାମରେ ।…