ବିଧାୟକ ପୂର୍ଣ୍ଣ ସ୍ବାଇଁଙ୍କ ସଭ୍ୟ ପଦ ରଦ୍ଦ ଦାବି କଲା ବିଜେପି 

0 2

 ଭୁବନେଶ୍ୱର : ଆଜି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି | 

 ସୋରଡ଼ା ବିଜେଡ଼ି ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଦେଇଥିବା ମିଥ୍ୟା ସତ୍ୟପାଠ ବିରୁଦ୍ଧରେ ଅଭିଯୋଗ କରି ସଭ୍ୟ ପଦ ରଦ୍ଧ କରିବାପାଇଁ ଦାବି କରିଛନ୍ତି ବିଜେପି ନେତୃବୃନ୍ଦ | 

Leave A Reply

Your email address will not be published.