କରୋନାର ନୂଆ ଷ୍ଟ୍ରେନ ଲକ୍ଷଣ ପରେ  ଓଡିଶା-ଆନ୍ଧ୍ର ସୀମାନ୍ତ  ରାୟଗଡ ଜିଲ୍ଳାର ସମସ୍ତ ପ୍ରବେଶ ପଥ ସିଲ: ଯାଚଂ କଡାକଡି

"କେରଡା ପରି ସlନସlନ୍ଧୁ ବାଡ଼ିରେ ମଧ୍ୟ 24ଘଂଟିଆ ଯାଞ୍ଚ କରାଯିବ ଆନ୍ଧ୍ର ତେଲେଙ୍ଗାନା ଫେରନ୍ତାଙ୍କୁ- ଜିଲ୍ଲାପାଳ " ରାୟଗଡ/ସରୋଜ କୁମାର ସାହୁ: ପଡୋଶୀ ଆନ୍ଧ୍ର ଓ ତେଲଙ୍ଗାନାରେ ଦେଖାଦେଇଥିବା ମହାମାରୀ କରୋନାର ନୂଆ ଷ୍ଟ୍ରେନ ଆହୁରି ମାରାତ୍ମକ ହୋଇଥିବା ନେଇ ଖବର ଜଣାପଡିବା ପରେ କରୋନା…

ଟ୍ରାଫିକ ନିୟମ ଉଲଂଘନ ଓ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ ଦୁଇ ଗିରଫ : କାର ଜବତ 

ବଡ଼ବିଲ (ଶାସକ ପ୍ରଶାସକ) -ବଡ଼ବିଲ ମେନ ରୋଡ ଅନ୍ତର୍ଗତ ବାଟା ଛକ ଠାରେ ଦୁଇ ଜଣ ଯୁବକ ଟ୍ରାଫିକ ନିୟମକୁ ଉଲଘଂନ କରି କାର ଚଳାଇବା ଓ ସୁରକ୍ଷା କର୍ମୀ ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି l ପ୍ରାପ୍ତ ଖବର ରୁ ଜଣା ପଡିଛି ଯେ ବଡ଼ବିଲ ବାଟା ଛକ ଠାରେ ପ୍ରଭାକର ସାହୁ ନାମକ ଘରୋଇ ସୁରକ୍ଷା…

 ଅସହାୟ ଗରିବମାନଙ୍କୁ ପଦ୍ମପୁର ଏନଏସି ପକ୍ଷରୁ ଦିନକୁ ଦିଓଲି ରନ୍ଧା ଖାଦ୍ୟ ଯୋଗାଣ 

ପଦ୍ମପୁର(ଶାସକପ୍ରଶାସକ)- କରୋନାର ଦ୍ବିତୀୟ ଲହରରେ ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ୫ ମେ ରୁ ୧୯ ମେ ପର୍ଯ୍ୟନ୍ତ ୧୪ ଦିନ ପାଇଁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନ ସମୟରେ ଅସହାୟ…

ଆଖି ବୁଜିଲେ କରୋନା ଯୋଦ୍ଧା 

 ବଲାଙ୍ଗୀର (ନିରୋଜ ମିଶ୍ର): ବଲାଙ୍ଗିର ଜିଲ୍ଲାରେ କାଳ ସାଜିଛି କରୋନା ରୋଗ । ଅନେକ ଲୋକଙ୍କ ଜୀବନ ନେଉଛି କରୋନା । ବିଶେଷ କରି କୋଭିଡ ଯୋଦ୍ଧାମାନେ କରୋନା ସଂକ୍ରମିତ ହୋଇ ଜୀବନ ହାରୁଛନ୍ତି । ଆଗଧାଡିରେ ରହି କରୋନା ବିରୋଧରେ ଯୁଦ୍ଧ କରୁଥିବା ମେଡିକାଲ ଷ୍ଟାଫ ମାନଙ୍କ ଜୀବନ ନେଉଛି କରୋନା ।…

ଲକ୍ ଡ଼ାଉନ୍ ର ପ୍ରଥମ ଦିନ, ସାତ ଦିନ ପାଇଁ ଦୁଇ ଦୋକାନ ସିଲ୍।

 ବୁଗୁଡା  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା)ସାରା ରାଜ୍ୟରେ ଏପ୍ରିଲ ୫ ତାରିଖ ହେଉଛି ଲକ୍ ଡ଼ାଉନର ପ୍ରଥମ ଦିନ। ପ୍ରଥମ ଦିନରେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ଦୁଇ ଅମାନିଆ ବ୍ୟବସାୟୀଙ୍କ ଦୁଇଟି ଦୋକାନ ସାତ ଦିନ ପାଇଁ ସିଲ୍ ହୋଇଥିବା ଜଣାପଡିଛି। ବୁଗୁଡା ଏନଏସିର ଦ୍ବାୟୀତ୍ୱରେ ଥିବା…

ନିଷ୍ଠା ପରିବାର ଓ ଭେଡେନ ୟୁଥ୍ ଫେଡେରେସନ ର ମିଳିତ ଉଦ୍ୟମ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବିବାହ ବାର୍ଷିକୀରେ ସପତ୍ନୀକ ରକ୍ତଦାନ କଲେ ସାମ୍ବାଦିକ  ବରଗଡ :- କରୋନା ମହାମାରୀର ଦ୍ବିତୀୟ ଲହର ରେ  ରକ୍ତ ର ଅଭାବକୁ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ କ୍ରମାଗତ ଭାବରେ ଜାରି ରହିଛି । ଆଜି ଜିଲ୍ଲାର ଭେଡେନ ବସ ଷ୍ଟାଣ୍ଡ ନିକଟରେ ଆୟୋଜିତ ଏକ ଶିବିରକୁ ଭେଡେନ ନାଗରିକ କମିଟି ର…

ବିଜୁ ବାବୁଙ୍କ ବରିଷ୍ଠ ସହଯୋଗୀଙ୍କର ଦେହାନ୍ତ 

ଘରକୁ ପହଂଛି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ, ଗଭୀର ଶୋକ ପ୍ରକଟ କଲେ ମନ୍ତ୍ରୀ ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ଶ୍ରୀ ଶୁପ ସିଂ ଡନସନା (୯୪) ଙ୍କର ଗତ ରାତିରେ ମୃତ୍ୟୁ ହୋଇ ଯାଇଛି । ଶ୍ରୀ ଶୁପ ସିଂ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ।…

କେନ୍ଦୁପତ୍ର ଶ୍ରମିକଙ୍କ ଉପରେ ରାଜ୍ୟ ସରକାରଙ୍କ ଦ୍ବିତୀୟ କରୋନା ମାଡ: ପ୍ରଦୀପ ପୁରୋହିତ 

ପଦ୍ମପୁର: ଏବେ ସାରା ଦେଶରେ କରୋନାର ଦ୍ବିତୀୟ ଲହର ଜନ ଜୀବନକୁ ଅସ୍ତବ୍ୟସ୍ତ  କରି ଦେଇଥିବା ବେଳେ ଓଡ଼ିଶାରେ କାର୍ଯ୍ଯରତ ୧୪ ଲକ୍ଷ କେନ୍ଦୁପତ୍ର ଶ୍ରମିକକୁ ରାଜ୍ୟ  ସରକାରଙ୍କ ସହାନୁଭୂତି ପରିବର୍ତ୍ତେ ଶ୍ରମିକ ଛଟେଇ ଓ ଅନ୍ୟାନ୍ୟ  ନିଷ୍ପତ୍ତି କେନ୍ଦୁପତ୍ର ଶ୍ରମିକ,ତୋଳାଳୀ,ବନ୍ଧେଇ…

ମୃତକଙ୍କ ପରିବାରକୁ ବିଜେଡି ର ସହାୟତା

 ବୁଗୁଡ଼ା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମପଞ୍ଚାୟତର କୁଶପଲ୍ଲୀ ଗ୍ରାମର ତ୍ରିନାଥ ମୁଳି (୬୨) ହୃଦଘାତ ଯୋଗୁଁ ମୃତ୍ୟୁବରଣ କରିଥିବା ବେଳେ ଏପ୍ରିଲ ୫ ତାରିଖ ଦିନ ଗୋଲିଆ ଗ୍ରାମ ପଞ୍ଚାୟତର ବିଜୁ ଜନତା ଦଳ ପକ୍ଷରୁ ସହଯୋଗର ହାତ ବଢାଯାଇଛି। ଗୋଲିଆ ଗ୍ରାମ…

ସ୍ୱର୍ଗତ ସାମ୍ବାଦିକଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର ସହାୟତା ଦେଲେ ସମାଜସେବୀ।

ବୁଗୁଡା  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକର ଜଣାଶୁଣା ସମାଜସେବୀ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଘୁମୁସର ର ସ୍ୱର ଓ ବିଶ୍ଵକର୍ମା ସମାଜ ର ସମ୍ପାଦକ ତଥା ସାମ୍ବାଦିକ, ବାଲିପଦର ଗ୍ରାମର ରତ୍ନାକର ମହାରଣା ଗତ ଏପ୍ରିଲ ୨୩ ତାରିଖ ଦିନ ବ୍ରହ୍ମପୁର ବଡ଼ ମେଡ଼ିକାଲରେ…