Sign in
Sign in
Recover your password.
A password will be e-mailed to you.
ଔଷଧ ବ୍ୟବସାୟୀମାନଙ୍କୁ କରୋନା ଯୋଦ୍ଧାଭାବେ ଘୋଷଣା କରିବାକୁ ଦାବି
"ଆବଶ୍ୟକ ହେଲେ ସଂଘ ରାଜରାସ୍ତାକୁ ଓହ୍ଲାଇବା ସହିତ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ମଧ୍ୟ ପଛାଇବ ନାହିଁ "
ଭୁବନେଶ୍ୱର, (ଶାସକ ପ୍ରଶାସକ) : "ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ଓଡ଼ିଶାର ୨୫ ହଜାର ଔଷଧ ବ୍ୟବସାୟୀ ସଭ୍ୟଙ୍କୁ ନେଇ ଗଠିତ । କରୋନା…
ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇ.ଏ.ଏସ୍ ଅଧିକାରୀ ଶ୍ରୀ…
ଭୁବନେଶ୍ୱର(ଶାସକ ପ୍ରଶାସକ) : ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ବିଷ୍ଣୁପଦ ସେଠୀ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତିା ନୂତନ ପ୍ରମୁଖ ଶାସନ ସଚିବଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ…
ସମ କୋଭିଡ୍ ହସ୍ପିଟାଲରେ କରୋନାକୁ ପରାସ୍ତ କଲେ ୯୮ ବର୍ଷିୟା ବରିଷ୍ଠ ନାଗରିକ
ଭୁବନେଶ୍ୱର, : କୋଭିଡ୍-୧୯ର ଦ୍ୱିତୀୟ ଲହରୀକୁ ନେଇ ସାରା ଭାରତବାସୀ ଏବେ ଭୟଭିତ । ଲକ୍ଡାଉନ ଓ ସଟ୍ଡାଉନ୍ ଭିତରେ ସମସ୍ତେ ଏବେ ଗୃହବନ୍ଦୀ । କିଏ ପୁଣି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏ ସମସ୍ତ ଭୟ ଓ ଆଶଙ୍କା ଓ ସଂକ୍ରମଣ ମଧ୍ୟରେ ସମ୍ କୋଭିଡ୍…
ଷଣ୍ଢ ଚୋରା ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ଜବତ।
ଭଦ୍ରକ; (ସତ୍ୟଭୂଷଣ ସ୍ବାମୀ) : ପୁରୁଣାବଜାର ଥାନା ଅଧିନ ଗରଦପୁର ଅଞ୍ଚଳରେ ଚୋରରେ ଷଣ୍ଢ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ଷଣ୍ଢ ବୋଝେଇ ପିକଅପ୍ ଜବତ ହୋଇଛି । ଗାଡିଟି ଖରାପ ହେବା ଫଳରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ପିକଅପ୍ ଡ୍ରାଇଭର | ଗାଡି ଭିତରେ ଗୋଟିଏ ଷଣ୍ଢର ମୃତ୍ୟୁ ହୋଇଥିବା…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ଉତର ଦେଲେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ
ସମ୍ବଲପୁର,ସୁନ୍ଦରଗଡ଼,ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ୫୫୦ଟି ବେଡ଼୍ ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଏମ୍ସିଏଲକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ/ଭୁବନେଶ୍ୱର, - କରୋନା ମହାମାରୀ ଦ୍ୱିତୀୟ ଲହରର ସଂକଟ ସମୟରେ ଓଡ଼ିଶାବାସୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ରାଜ୍ୟରେ ମେଡ଼ିକାଲ ଭିତିଭୂମିର…
ପଶ୍ଚିମବଙ୍ଗର ୪୨୬ଙ୍କୁ ମିଶାଇ ଜିଲ୍ଲାକୁ ଫେରିଲେଣି ୧,୨୦୩ ପ୍ରବାସୀ
ବାରିପଦା(ଦିଲ୍ଲୀପ ମହାନ୍ତି )-କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବାସୀଙ୍କ ଫେରିବା ଜାରି ରହିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ମୋଟ ୧,୨୦୩ଜଣ ପ୍ରବାସୀ ଜିଲ୍ଲାକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ସର୍ବାଧିକ ୪୨୬ ଫେରନ୍ତା ଥିବା ବେଳେ…
ରାୟଗଡାରେ ନୂତନ ଏସଡିପିଓ ଭାବେ ଯୋଗଦେଲେ ଦେବଜ୍ୟୋତି ଦାଶ
ରାୟଗଡ(ସରୋଜ କୁମାର ସାହୁ) : ନୂତନ ଏସଡିପିଓ ଭାବେ ରାୟଗଡାରେ ଯୋଗଦାନ କରିଛନ୍ତି ଦେବଜ୍ୟୋତି ଦାଶ ( ଓପିଏସ) । ପୂର୍ବରୁ କାର୍ଯ୍ୟରତ ଏସଡିପିଓ ତପନ ନାରାୟଣ ରଥଙ୍କୁ କଳାହାଣ୍ଡି ଜିଲ୍ଲା ବଦଳି ପରେ ଶ୍ରୀ ଦାଶ ନୂତନ ଏସଡିପିଓ ଭାବେ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ରାୟଗଡା ସହରରେ…
କୋଭିଡି ପରିସ୍ଥିତିର ମୁକାବିଲା : ବରିଷ୍ଠ ଅଧିକାରୀଙ୍କ ସହ ଡିଜି କଲେ ସ୍ଥିତିର ସମୀକ୍ଷା
କଟକ (ଶାସକ ପ୍ରଶାସକ) ; ରାଜ୍ୟରେ କୋଭିଡି ପରିସ୍ଥିତିର ମୁକାବିଲା କାର୍ଯ୍ୟରେ ପୋଲିସ ନିଜକୁ ନିୟୋଜିତ କରିଥିବା ବେଳେ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟ ପରିସରରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ରାଜ୍ୟର ସମସ୍ତ ଏସ୍ପି, ରେଞ୍ଜ ଡିଆଇଜି, ଆଇଜିଙ୍କ ସହ ବିସ୍ତୃତ…
ଅଦ୍ୟାବଧି ଓଡିଶାରୁ ଅନ୍ୟ ରାଜ୍ୟକୁ ଗଲାଣି ୧୧୧୨୧.୪୧୯ ଟନରୁ ଅଧିକ ଅକ୍ସିଜେନ
ଭୁବନେଶ୍ୱର : ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଜୋଗାଣ କାର୍ଯ୍ୟ ଜାରିରହିଛି । ଅଦ୍ୟାବଧି ୬୦୪ଟି ଟ୍ୟାଙ୍କରରେ ୧୧୧୨୧.୪୧୯ଟନ୍ରୁ ଅଧିକ ଅକ୍ସିଜେନ ଭିନ୍ନ ଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳଏବଂ ଯାଜପୁରଜିଲ୍ଲାରୁ ଆନ୍ଧ୍ରପ୍ରଦେଶ,…
ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ କୋଭିଡ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ଅନୁଦାନ
ଜରୁରୀକାଳୀନ ଭିତ୍ତିରେ ବିନିଯୋଗ ଯୋଜନା ପ୍ରସ୍ତୁତ କରିବାକୁ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କ ନିର୍ଦ୍ଦେଶ
ଆଇସିୟୁ, ଅକ୍ସିଜେନ ବେଡ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ଯୋଗାଣ ଉପରେ ଶ୍ରୀ ତ୍ରିପାଠୀଙ୍କ ଗୁରୁତ୍ୱ
ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ…