ଘେଁସ ବନ୍ୟାଂଚଳ ବିଭାଗର ଚଢ଼ାଉ : ମିଲ୍ ସହ ଦୁଇ ଟ୍ରାକ୍ଟର ଜବତ

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଚାରପାଲି ଗ୍ରାମ ପଂଚାୟତର କଲେ ରାମପୁର ଅଞ୍ଚଳରେ ଶୁକ୍ରବାର ଦିନ ଘେଁସ ବନ୍ୟାଂଚଳ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବନ୍ୟାଂଚଳ ଅଧିକାରୀ ବିଜୟୀଲକ୍ଷ୍ମୀ ପଟେଲଙ୍କ ନେତୃତ୍ୱରେ ଦୁଇଟି ଦଳ ଗଠନ କରି ଏହି ଅଭିଯାନ ଚାଲିଥିଲା। ଗୁପ୍ତ ସୂଚନାର…

କେନ୍ଦୁଝର ବିଜୁ ଜନତା ଦଳ ପକ୍ଷରୁ ଚାଷୀଙ୍କ ହକ ଲାଗି ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ।

ମୋହନ ମାଝୀ ବିଜେପି ସରକାର ସବୁଥିରେ ବିଫଳ : ବଦ୍ରି ପାତ୍ର। କେନ୍ଦୁଝର,ତା୧୩/୨- ରାଜ୍ୟରେ ଭଲ ବର୍ଷା ଲାଗି ଧାନ ଉତ୍ପାଦନ ଖୁବ ବଢ଼ିଆ ହୋଇଛି ତେବେ ଚାଷୀ ଫସଲ ଧରି ରାସ୍ତାରେ ବସିଥିବା କଥା କହି ବିଜେଡ଼ି କ୍ଷୋଭ ପ୍ରକାଶ କରିଛି। ରାଜ୍ୟ ସରକାର ଧାନ କ୍ୱିଣ୍ଟାଲ ପିଛା ଅଧିକା ୮୫୦ ଟଙ୍କା…

ବଣିଆପାଟ ଶିଶୁମନ୍ଦିରରେ ପରିବା ପ୍ରଦର୍ଶନୀ

କେନ୍ଦୁଝର,ତା୧୩/୨- ସ୍ଥାନୀୟ କଲେଜ ରୋଡ଼ସ୍ଥ ବଣିଆପାଟ ସରସ୍ଵତୀ ଶିଶୁମନ୍ଦିରରେ ଶିଶୁବାଟିକା ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପରିବା ପ୍ରଦର୍ଶନୀ କରଯାଇଥିଲା । ସଂପୃକ୍ତ ଶ୍ରେଣୀର ଶିଶୁମାନଙ୍କର ସୃଜନଶକ୍ତିର ବିକାଶ ପାଇଁ ଏହି ପରିବା ପ୍ରଦର୍ଶନ ପ୍ରତ୍ୟେକ ବର୍ଷ ହୋଇଥାଏ । ଶିଶୁମାନେ ନିଜନିଜ…

ଛାତ୍ରଛାତ୍ରୀଙ୍କ ଓଡ଼ିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟ ପରିଦର୍ଶନ

କେନ୍ଦୁଝର,ତା୧୩/୨- କେନ୍ଦୁଝରସ୍ଥିତ ନରସିଂହ ସ୍ୱାଇଁ ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶୁକ୍ରବାର ଓଡ଼ିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟ,କେନ୍ଦୁଝର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ବେଳା ରାଉତଙ୍କ ତତ୍ତ୍ଵାବଧାନରେ ଓଡ଼ିଶା ଖଣି ଯାନ୍ତ୍ରିକ…

ଧାନ କଳା ବଜାରୀ କାରବାରକୁ ରୋକିବା ପାଇଁ ଏକତ୍ରିତ ହେଲେ ନୁଆଁ ଗୁଡ଼ା ଗ୍ରାମବାସି

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲାଗୁଣ୍ଠି ପଂଚାୟତ MV ୭୯ ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମରେ ଏକ ଆଚାର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି l ଗତକାଲି ମଧ୍ୟ ରାତିରେ ଆସି ଜଣେ ଧାନ ବେପାରୀ ଗ୍ରାମରେ କିଛି ଲୋକଙ୍କ ଘରେ ଧାନ ବସ୍ତା…

ଜିଲ୍ଳା ବଙ୍ଗାଳୀ ସମାଜର କିଛି ସଦସ୍ୟ ଜିଲ୍ଲାର କିଛି ସମସ୍ୟାକୁ ନେଇ ଦିଲ୍ଲୀରେ ମନ୍ତ୍ରୀଙ୍କୁ ଭେଟିଲେ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ବଙ୍ଗାଳୀ ସମାଜ ତରଫରୁ, ଗୋଟିଏ ପ୍ରତିନିଧି ଦଳ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଦିଲ୍ଲୀ ଜାଇଥିଲେ। ସେଠାରେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜୁୟେଲ ଓରାମ, ସମ୍ବିତ ପାତ୍ର, ସାଂସଦ ରୁଦ୍ର ପାଣି, ସାନ୍ତନୁ ଠାକୁର, କେନ୍ଦ୍ରୀୟ ମନ୍ତ୍ରୀ…

ଡମ୍ବସରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଅଦ୍ୟ ତା13-03-2026 ରିଖ ଦିନ ପିଏମ୍ ଶ୍ରୀ ସରକାରୀ (SSD) ବାଳିକା ଉଚ୍ଚ ବିଦ୍ୟାଳୟ, ଡମ୍ବସରାର ବାର୍ଷିକ ଉତ୍ସବ "Suman-1.0" ରାୟଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଅସୀମା ରାଓଙ୍କ ସଭାପତିତ୍ଵରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଏହି…

ଷଷ୍ଠ ହଂସ ଧ୍ଵନି ଅନୁଷ୍ଠିତ

 ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଗୁଆ ଗଡ଼ିଆ ପଞ୍ଚାୟତ ରେ କମାର ଗାଁ ରେ ଥିବା ସରସ୍ୱତୀ ସଙ୍ଗୀତ ମହାବିଦ୍ୟାଳୟ ର ଷଷ୍ଠ ହଂସ ଧ୍ଵନି କାର୍ଯ୍ୟ କ୍ରମ ରେ ଉଦ୍ ଘାଟନ ଉତ୍ସବ ଗୁରୁବାର ଦିନ ସଂଧ୍ୟା ରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ…

ଆସନ୍ନ ଅଙ୍ଗଚ୍ଛେଦକୁ ପ୍ରତିହତ କରି ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ରୋଗୀର ଗୋଡ଼କୁ ରକ୍ଷା କରିବାରେ ସଫଳ ହେଲେ ସମ୍ମମ…

ଭୁବନେଶ୍ୱର, ଫେବୃଆରୀ ୧୩: ରୋଗୀର ଆସନ୍ନ ଅଙ୍ଗଚ୍ଛେଦକୁ ପ୍ରତିହତ କରି ଓଡ଼ିଶାରେ ପ୍ରଥମ ଥର ପାଇଁ ଆଣ୍ଠୁର ନିମ୍ନଭାଗକୁ ଅତ୍ୟାଧୁନିକ ଏଣ୍ଡୋଭାସ୍କୁଲାର ଅ।ଥେରେକ୍ଟୋମି ପଦ୍ଧତିରେ ସଦ୍ୟତମ ଜେଟ୍ସଟ୍ରିମ ଟେକ୍ନୋଲଜି ବ୍ୟବହାର କରି ସୁରକ୍ଷା କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାର…

ଇଓଙ୍କ ବିରୋଧରେ ମାନସିକ ନିର୍ଯାତନା ଓ ଦୁର୍ନୀତି ଅଭିଯୋଗ: ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଧାରଣା ଚେତାବନୀ

ଝାରସୁଗୁଡା, ୧୩/୨: ଝାରସୁଗୁଡାର ଏକ ଘରୋଇ ହୋଟେଲରେ ପୂର୍ବାହ୍ନ ୧୧ଟାରେ ଜିଲ୍ଲା ବିଜୁ ଜନତା ଦଳ (ବିଜେଡି) ଏବଂ ଝାରସୁଗୁଡା ପୌର ପରିଷଦ ପକ୍ଷରୁ ଏକ ସଂଯୁକ୍ତ ପ୍ରେସ ମିଟ୍‌ ଆୟୋଜିତ ହୋଇଥିଲା। ପ୍ରେସ ମିଟ୍‌ରେ ପୌରାଧକ୍ଷା ଇଓଙ୍କ ବିରୋଧରେ ମାନସିକ ନିର୍ଯାତନା ଓ ଅନାବଶ୍ୟକ ଭାବେ ଦସ୍ତଖତ…