କୋଭିଡ଼-୧୯ ପରିଚାଳନାରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବିଫଳ-ବାରିପଦା ବିଧାୟକ 

ବାରିପଦା(ଦିଲ୍ଲୀପ ମହାନ୍ତି)-ମୟୂରଭଞ୍ଜ ଜିଲ୍ଲାରେ କୋଭିଡ଼-୧୯ ପରିଚାଳନା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଚିକିତ୍ସା ହେବାକୁ ରୋଗୀ ଯାଉଛନ୍ତି, ହେଲେ ସେମାନଙ୍କ କଥା ଶୁଣିବା, ବୁଝିବା ଓ ଯତ୍ନ ନେବାକୁ କେହି ନାହାନ୍ତି । ବାଙ୍କିଶୋଳ କୋଭିଡ଼ ହସପିଟାଲ ଓ…

ଦିନକରେ ଗଲା ୪ ଜୀବନ,ଭୟରେ ଗ୍ରାମବାସୀ

ସତ୍କାର ନହୋଇ ଗାଁରେ ୫ଘଂଟାରୁ ଅଧିକ ସମୟ ପଡି ରହିଲା ଶବ ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ବ୍ଲକ ଗିରିଡି ପଲ୍ଲୀ ପଂଚାୟତ ଝାଡସାହି ଗାଁରେ ଗୋଟିଏ ଦିନରେ ୪ ଜଣଙ୍କ ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ସଂକ୍ରମଣ ଭୟରେ ବନ୍ଧୁ ପରିଜନ ଶବ ସଂସ୍କାର…

ଅକ୍ଷିମୁଠି ଅନୁକୂଳ : କୃଷି କାର୍ଯ୍ୟଶୁଭାରମ୍ଭ

ପଦ୍ମପୁର: ପବିତ୍ର ଅକ୍ଷୟ ତୃତୀୟା ଦିବସରେ କୃଷକ କୃଷି କାର୍ଯ୍ୟ ଅନୁକୂଳ କରିଥାଏ ।ପଦ୍ମପୁର ଉପ ଖଣ୍ତ କନସିଂହା ଗ୍ରାମ ପଂଚାୟତ ବଇଦପାଲି ଗ୍ରାମରେ ତ୍ରିରଂଗା ଯୁବକ ସଂଘ ଓ ବିମଳ କୃଷକ ଉତ୍ପାଦନ କଂପାନୀ ମିଳିତ ସହାୟତାରେ ଧାନ ,କ୍ଷୁଦ୍ର ଶସ୍ୟ ମାଣ୍ତିଆ,କୁଦୋ,ଗୁରଜୀ ବିହନ ବୁଣିବା ମୁଠି…

ମାନବିକତା ଦେଖାଉଛି ମାହେଶ୍ୱରୀ ସଂଗଠନ: ଲୋକଙ୍କ ଜୀବନ ପାଇଁ ସମର୍ପିତ 

ବଲାଙ୍ଗୀର/ ନିରୋଜ ମିଶ୍ର : କରୋନା କାଳରେ  ବଲାଙ୍ଗୀର ସହର ସହ ଜିଲ୍ଲା ଗୁଡିକରେ ଏବେ ଜନ ହିତରେ କାର୍ଯ୍ୟ କରି ବିଭିନ୍ନ ସଂଗଠନ ସଂସ୍ଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ଯେଉଁଥିରେ ମୁଖ୍ୟତଃ କରୋନା  ମହାମାରୀ ଭଳି ଭୟାବହ ରୋଗକୁ ବେଖାତିର କରି ସମାଜ ର ହିତରେ କାର୍ଯ୍ୟ ଜାରି…

ମାସ୍କ ପିନ୍ଧି ଅକ୍ଷୀ ମୁଠି ଛୁଇଁଲେ ଚାଷୀ:ପରମ୍ପରା ସୁରକ୍ଷା ପାଇଁ ଆଗେଇ ଆସିଲେ ସୌମେନ୍ଦ୍ର  

ବଲାଙ୍ଗିର/ ନିରୋଜ ମିଶ୍ର -କରୋନା ଯୋଗୁଁ ଫିକା ପଡିଛି ଚାଷ ଅନୁକୂଳର ଆରମ୍ଭ ପର୍ବ ଅକ୍ଷୟ ତୃତୀୟା । ସରକାରୀ ଭାବେ ଜିଲା ପ୍ରଶାସନ ଦ୍ୱାରା ଏହାକୁ ବାତିଲ କରାଯାଇଥିବା ବେଳେ କେତେକ ସ୍ଥାନରେ ଏହାକୁ ଚାଷୀମାନେ ପାଳନ କରିଛନ୍ତି ।    ଚାଷୀ ନେତା ତଥା ଜିଲା କୃଷକ ମହାସଂଘର ସଭାପତି ଡା.ସୁଧିର…

ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଦେଖାଇଲେ ମଣିଷପଣିଆ 

ବରଗଡ :- ଆଜି ବରଗଡ଼ ଜଗନ୍ନାଥ ନଗର ରେଲବେ କ୍ରସିଂରେ ଗେଟ ପଡିଥିବା ସମୟରେ ଗୋଟେ ପଟେ ଦୁର୍ଘଟଣା ଗୁରୁତର ଭାବରେ ଆହତ ହୋଇଥିବା ଜଣେ ଯୁବକ କୁ ଦୁଇ ଜଣ ଯୁବକ  ମୋଟରସାଇକିଲ ରେ ଡାକ୍ତରଖାନାକୁ କୁ ଆଣୁଥିଲେ ଦୀର୍ଘ ସମୟ ହେଲା ଗେଟ ଟି ପଡିରହିଥିଲା ଏବଂ ଆହତ ଯୁବକ ଜଣକ ଯନ୍ତ୍ରଣାରେ ଛଟ ପଟ…

ଗଜପତି ଜିଲ୍ଲାରେ କୋଭିଡ୍ ପାଇଁ ଅମ୍ଳଜାନ ବ୍ୟବସ୍ଥା ଥିବା ଯଥେଷ୍ଟ ଆମ୍ବୁଲାନ୍ସ କାର୍ଯ୍ୟରତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ପଜିଟିଭ୍ ରୋଗୀର ଆବଶ୍ୟକତାକୁ ଆଖିଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲାରେ ଅମ୍ଳଜାନ ବ୍ୟବସ୍ଥା ଥିବା ୪୧ ଗୋଟି ଆମ୍ବୁଲାନ୍ସ କାର୍ଯରତ ଅଛି। ସେଥିମଧ୍ୟରୁ ପ୍ରତି ପଞ୍ଚାୟତ ସମିତିରେ ୨ଟି ଲେଖାଏଁ ଆମ୍ବୁଲାନ୍ସ  କାର୍ଯ୍ୟରତ…

ମୋହନା ସହରର ବିଭିନ୍ନ ସ୍ଥାନକୁ  ସାନିଟାଇଜ କଲା ଅଗ୍ନିଶ୍ୱମ ବିଭାଗ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ତଥା ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ମୋହନା ଅଗ୍ନିଶ୍ୱମ ବିଭାଗ ଅଧିକାରୀ ଚନ୍ଦ୍ରଶେଖର ସାହୁ ଓ କର୍ମଚାରୀ ମିଳିତ ଭାବେ ମୋହନାର କିଛି ସାହିରେ ଆକ୍ରାନ୍ତ…

ଆନ୍ଧ୍ର ଓଡିଶା ସୀମା  ଚେକିଂ ପୋଏଣ୍ଟ ସlନ୍ଧୁବାଡ଼ି ଗସ୍ତ କରି  ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ  l 

 ରାୟଗଡ/ ସରୋଜ କୁମାର ସାହୁ- ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର    ଆନ୍ଧ୍ର ଓଡିଶା ସୀମାନ୍ତ  ସନ୍ଧୁ ବାଡ଼ି ଚେକ ପଏଣ୍ଟ  ଗସ୍ତ କରି ଯାଞ୍ଚ ପ୍ରକ୍ରିୟା  ଅନୁଧ୍ୟାନ କରିଥିଲେ l ସେଠାରେ ନିୟୋଜିତ ପୋଲିସ କର୍ମଚାରୀ, ପରିବହନ କର୍ମଚାରୀ, ଶିକ୍ଷକ ଆଦିଙ୍କ ସହିତ ବିଭିନ୍ନ…

କରୋନା ଟୀକା କିଣିବା ନିମନ୍ତେ ଗ୍ଲୋବାଲ ଟେଣ୍ଡର ଆହ୍ଵାନ କଲେ ସରକାର

 ଲଢେଇକୁ ଅଧିକ ଶାଣିତ କରିବା ପାଇଁ   ଉଚ୍ଚ କ୍ଷମତା ସମ୍ପନ୍ନ ପରାମର୍ଶଦାତା କମିଟି ଗଠିତ  ଭୁବନେଶ୍ଵର(ଶାସକ ପ୍ରଶାସକ) : ରାଜ୍ୟରେ କରୋନା ଲଢେଇକୁ ଅଧିକ ଲକ୍ଷଭେଦୀ ଓ ଫଳପ୍ରସୂ କରିବା ନିମନ୍ତେ  ମୁଖ୍ୟ ଶାସନ ସଚିବ  ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅପରାହଣରେ ରାଜ୍ୟବାସୀଙ୍କୁ …