ପୁର୍ବତଟ ରେଲୱେ ପକ୍ଷରୁ ରେଳ ଚଳାଚଳ ପାଇଁ ସୂଚନା

0 2

ସମ୍ବଲପୁର/ରମାକାନ୍ତ ବିଶ୍ବାଳ: ପୁର୍ବତଟ ରେଲୱେ ପକ୍ଷରୁ ପୁରୀ-ଦୁର୍ଗ ରେଲ ସେବା ପୁଣି ଆରମ୍ଭ କରିବା ନେଇ ସୁଚନା ଦିଆଯାଇଛି । ଏହି ରେଲସେବା ଟି ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆସନ୍ତା 21 ତାରିଖରୁ ଆରମ୍ଭ ହେବ । ଏହି 08425/08426 ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍ ସେବା ପୁରୀ ରୁ 21 ଅଗଷ୍ଟ, 2021 ଏବଂ Durg ପଟରୁ 22 ଅଗଷ୍ଟ, 2021ରୁ ଆରମ୍ଭ ହେବ । ଏହି ଟ୍ରେନର ସମୟ ଏବଂ ନିର୍ଦ୍ଧାରିତ ଷ୍ଟେସନଗୁଡ଼ିକ ରହଣି ଅପରିବର୍ତ୍ତିତ ରହିଥିବା ସମ୍ବଲପୁର ରେଲ ଡିଭିଜନ ପକ୍ଷରୁ ଏହାର ଜନସଂପକ ଅଧିକାରୀ ଙ୍କ କାଯ୍ୟାଳୟ ପକ୍ଷରୁ ସୁଚନା ଦିଆଯାଇଛି ।

Leave A Reply

Your email address will not be published.