ବିକମ୍ ସିକ୍ସଥ ସେମିଷ୍ଟାର ଜେଏସଏମ କଲେଜର ଛାତ୍ରୀ ମୋନା ଅଗ୍ରୱାଲଙ୍କ ସଫଳତା

0

ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ସ୍ଥାନ ସହ ବଲାଙ୍ଗୀର ଜିଲ୍ଲାରେ ପ୍ରଥମ ସ୍ଥାନ ।

ବଲାଙ୍ଗୀର / ନିରୋଜ ମିଶ୍ର : ବଲାଙ୍ଗୀର ସହର ମଧ୍ୟରେ ଥିବା ଜେଏସଏମ ବାଣିଜ୍ୟ କଲେଜର ଛାତ୍ରୀ ମୋନା ଅଗ୍ରୱାଲ୍ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବିକମ୍ ସିକ୍ସଥ ସେମିଷ୍ଟାରେ ସି.ଜି.ପି.ଏ ୯.୨୧ ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ବଲାଙ୍ଗୀର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଛାତ୍ରୀ ମୋନା ଅଗ୍ରୱାଲ୍ କଲେଜର ସମସ୍ତ ଶିକ୍ଷକ ଓ ପିତା ମାତାଙ୍କୁ ଶ୍ରେୟ ଦେ‍ଇଛନ୍ତି ।

Leave A Reply

Your email address will not be published.