ପଦ୍ମ ଧରିଲେ ଅଞ୍ଜଳି

0

ଭୁବନେଶ୍ୱର: ପଦ୍ମ ଧରିଛନ୍ତି ପୂର୍ବତନ ବିଜେଡି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ  ଅଞ୍ଜଳି ବେହେରା | ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି | 

Leave A Reply

Your email address will not be published.