୨୨ରେ ବଲାଙ୍ଗିର ଗସ୍ତରେ ଆସିବେ କେନ୍ଦ୍ର ରେଳମନ୍ତ୍ରୀ ବୈଷ୍ଣବ

କଣ୍ଟାବାଞ୍ଜି: କେନ୍ଦ୍ର ସରକାରଙ୍କ ନୁତନ ମନ୍ତ୍ରୀ ମଣ୍ଡଳ ତିଆରି ହୋଇଥିବା ସମସ୍ତ ମନ୍ତ୍ରୀ ଗାଁକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରବିଛି । ଏହି ସମୟରେ ଗାଁ ଲୋକଙ୍କ ସମସ୍ୟା ବୁଝିବେ । ସେହି ପରିପେକ୍ଷିରେ ଆସନ୍ତା ୨୨ ତାରିଖ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ବଲାଙ୍ଗିର ଜିଲ୍ଲା ଗସ୍ତ କରିବାର…

ବରତୁଣ୍ଡା ପଞ୍ଚାୟତ ରେ ତାଲା ପକାଇଲେ ଚାଷୀ:ମନରେଗା କାମରେ ମାତ୍ରାଧିକ ଦୁର୍ନୀତି ଅଭିଯୋଗ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକର ବାରତୁଣ୍ଡା ଗ୍ରାମପଞ୍ଚାୟତ ଅଫିସ କୁ ଆଜି ସ୍ଥାନୀୟ ଆଞ୍ଚଳିକ କୃଷକ ମହାସଂଘ ତରଫରୁ ଆଜି ତାଲା ପକେଇ ଦିଆଯାଇଛି । କୃଷକ ମହାସଂଘ ର ଅଭିଯୋଗ ଅନୁସାରେ ବିଗତ ପାଞ୍ଚ ବର୍ଷ ହେଲା ପଞ୍ଚାୟତ ରେ କାମ କରୁଥିବା ସରପଞ୍ଚ ଓ ଅଧିକାରୀ ମାନେ ଅନେକ ପ୍ରକାର…

କର୍ମଚାରୀଙ୍କ ଉପରେ “ମୋ ସରକାର’ ଛାଟ: ବାଲେଶ୍ୱର ଆଇପିଓ ଆଲୋକ ନାୟକ ନିଲମ୍ବିତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ସରକାରୀ ସେବା ପ୍ରଦାନରେ ଲୋକଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗରେ ଆଜି ବାଲେଶ୍ୱର ଜିଲ୍ଲା ଶିଳ୍ପ କେନ୍ଦ୍ରରେ କାର୍ଯ୍ୟରତ ଆଇପିଓ ଆଲୋକ ନାୟକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛିା "ମୋ ସରକାର' କାର୍ଯ୍ୟକ୍ରମ ଅନୁଯାୟୀ ଏମ୍ଏସ୍ଏମ୍ଇ ବିଭାଗ ଦ୍ୱାରା…

ବାଉଁଶରୁ ପ୍ରସ୍ତୁତ ରାକ୍ଷୀ ଦୋକାନ ଉଦ୍‍ଘାଟିତ

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବାଉଁଶରେ ତିଆରି ରାକ୍ଷୀ ଦୋକାନକୁ ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଉଦ୍‍ଘାଟନ କରିଛନ୍ତି । ଜୈବ ଅପଚୟ ମାଳା ଓ ପରିବେଶ ସହିତ ଖାପ ଖୁଆଇବା ଭଳିଆ ଏହି ରାକ୍ଷୀ ଦୋକାନକୁ ସ୍ଥାନୀୟ ବଡ…

ଦୂରରେ ଥିଲେ ବି ମାଟି ପ୍ରତି ଆକର୍ଷଣ ଓ ଉତ୍ତରଦାୟିତ୍ୱରୁ ହୋଇନାହାନ୍ତି ବିମୁଖ

ସବୁବେଳେ ନିଜ ଅଞ୍ଚଳବାସୀଙ୍କ ସୁଖ ଦୁଃଖରେ ଯୋଡି ହୋଇ ରହିଛନ୍ତି ମହେନ୍ଦ୍ର ପଦ୍ମପୁର(ଶାସକପ୍ରଶାସକ)-ପ୍ରଶାସନିକ ଦାୟିତ୍ୱ ସହ ଦୂରରେ ଥିଲେ ବି ଅଞ୍ଚଳବାସୀଙ୍କ ପ୍ରତି ତାଙ୍କ ଉତ୍ତରଦାୟିତ୍ୱ ଓ ମାଟିର ଆକର୍ଷଣକୁ ଏଡାଇ ହୃଦୟରୁ ଦୁରେଇ ପାରିନାହାନ୍ତି ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ |…

ସୋଆରେ ୭୫ତମ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର: ଗତ ଦୁଇ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମଣିଷ ସାମାଜିକ, ଆର୍ଥିକ ଓ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଛି । କରୋନା ମହାମାରୀ ମାନବ ଜାତିକୁ ଦୋହଲାଇ ଦେଇଛି । ଭାରତରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ତେଣୁ ୭୫ ବର୍ଷରେ ପାଦ ଦେଇଥିବା ସ୍ୱାଧୀନ ଭାରତର ନାଗରିକ ମାନେ…

ସ୍ୱାଧୀନତା ଦିବସ ପାଳନ କଲେ ଶ୍ରମ ସଂଗଠନ

ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ବାରବାଟି ସ୍ଥିତ ନେତାଜୀ ଶ୍ରମିକ ସଂଘ ପକ୍ଷରୁ ୭୫ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ସଂଗଠନର ସମ୍ପାଦକ ତଥା ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକଙ୍କ ସମେତ ସଂଗଠନର ବହୁ…

ଆପ୍ ଗଜପତି ତରଫରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆପ୍ ଗଜପତି ତରଫରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ ଓମ୍ ଶାନ୍ତି କଲୋନୀ ଠାରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ୍ ଆଦମୀ ପାର୍ଟିର…

ମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ନିଜ ଅଭିଭାଷଣରେ ଦେଶର ମହାନ…

ଘୁ.ଉଦୟଗିରିରେ ୭୫ ତମ ସ୍ୱାଧୀନତା ଦିବସ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଘୁ.ଉଦୟଗିରି ସ୍ଥିତ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ୭୫ ତମ ସ୍ୱାଧୀନତା ଦିବସ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁସାରେ ୨୫ ଜଣଙ୍କୁ ନେଇ ପାଳିତ ହୋଇଛି I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ/ ଅତିରିକ୍ତ ଉପଜିଲ୍ଲାପାଳ ବିଜୟ…