Sign in
Sign in
Recover your password.
A password will be e-mailed to you.
“ଆମେ ପଢିବା ଆମ ଭାଷାରେ ଜିଲ୍ଲା ସ୍ତରୀୟ କର୍ମଶାଳା “
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୨୧/୨/୨୬: ଆଜି ମାଲକାନଗିରି ଜ଼ିଲ୍ଲାରେ ଜ଼ିଲ୍ଲା ପ୍ରଶାସନ ତଥା ଜ଼ିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ " *ଆମେ ପଢିବା ଆମ ଭାଷାରେ"*ଜ଼ିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେଇଯାଇଥିଲା. ଉକ୍ତ କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ…
ଶ୍ରମ ବିଭାଗ ର ଚଢ଼ାଉ, ଶିଶୁ ଶ୍ରମିକ ଉଦ୍ଧାର
ଅସ୍ତରଙ୍ଗ୨୧/୨ : ଦିନକୁ ଦିନ ଆମ ଅଞ୍ଚଳ ରେ ଶିଶୁ ଶ୍ରମିକ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ସରକାର ଶିଶୁ ଶ୍ରମିକ ଆଇନ କୁ କଠୋର କରିବା ସହିତ ବିଭିନ୍ନ ସମୟ ରେ ସଚେତନତା ସୃଷ୍ଟି କରୁଥିବାବେଳେ ଅନେକ ସ୍ଥାନରେ ଏହାର ଓଲଟା ଦୃଶ୍ୟ ଅନେକ ସମୟ ରେ ଦେଖିବାକୁ ମିଳୁଛି l ଶିଶୁ ମାନଙ୍କୁ…
ଜାତୀୟ ମାତୃଭୁଷା ଦିବସ ପାଳିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଶନିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବେଲଗୁଣ୍ଠା ଠାରେ ମାତୃଭାଷା ଦିବସ ଏକ ବର୍ଣ୍ଣାଢ୍ଯ ପରିବେଶରେ ପାଳିତ ହୋଇ ଯାଇଛି। ଅନୁଷ୍ଠାନର ସମସ୍ତ ଶିଶୁ ଭାଇ-ଭଉଣୀ , ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା, ପରିଚାଳନା ସମିତି ସଦସ୍ୟ ତଥା ଉପଦେଷ୍ଟା…
ନଳକୂଅ ଅଚଳ, ଚୁଆ ପାଣି ଭରସା: ସରପଞ୍ଚଙ୍କ ସାହିରେ ଜଳ ସମସ୍ୟା
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି,ତା.୨୧/୨: ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ଗାଁ ଗାଁରେ ଉତ୍କଟ ପାଣି ସମସ୍ୟା । ଖରା ଦିନ ଆସିଲେ ପାଣି ବୁନ୍ଦାଏ ପାଇଁ ମହିଳାଙ୍କୁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଛି। ଝରଣା କିମ୍ବା ଚୁଆରୁ ଦୂଷିତ ଜଳ ବ୍ୟବହାର…
ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, କ୍ଷେତ୍ରିୟ ବରପୁରସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ. ଗିରିଧର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ତାଲିମ କାର୍ଯ୍ୟକ୍ରମର…
ହନୁମାନ ମନ୍ଦିର ପ୍ରତିଷ୍ଠାର ତୃତୀୟ ବାର୍ଷିକ ଉତ୍ସବ ଉପଲକ୍ଷେ ଅଷ୍ଟ ପ୍ରହର ନାମଯଜ୍ଞ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଗାଙ୍ଗପୁର ଠାରୁ ଆସିକା ରାସ୍ତାରେ ଖଇରପୁଟି ଛକରେ ଥିବା ହନୁମାନ ମନ୍ଦିର ପ୍ରତିଷ୍ଠାର ତୃତୀୟ ବାର୍ଷିକ ଉତ୍ସବ ଉପଲକ୍ଷେ ଅଷ୍ଟ ପ୍ରହର ନାମ ଯଜ୍ଞ ଏବଂ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ବୁଧବାର ଦିନ ଶୁଭାଧିବାସ ଏବଂ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ…
୨୫ ଫେବୃଆରୀରେ ଜିଲ୍ଲାସ୍ତରୀୟ ବିକଶିତ ଭାରତ ୟୁଥ ପାର୍ଲାମେଣ୍ଟ
କେନ୍ଦ୍ରାପଡ଼ା:୨୧.୦୨(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟଠାରେ ଜାତୀୟ ସେବା ଯୋଜନା ଓ ମୁଁ ଭାରତ ତରଫରୁ ଆଜି ଅପରାହ୍ନରେ ଜିଲ୍ଲାସ୍ତରୀୟ ବିକଶିତ ଭାରତ ୟୁଥ ପାର୍ଲାମେଣ୍ଟ ଆୟୋଜନ ନେଇ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ…
ବିଦ୍ୟାଳୟ ସ୍ତରୀୟ ଲୋକ ସମ୍ପର୍କ କାର୍ଯ୍ୟକ୍ରମ ଓ ବିଶ୍ୱ ମାତୃଭାଷା ଦିବସ ପାଳନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ସେଣ୍ଟର ଅଫ୍ ଏକ୍ସିଲେନ୍ସ୍ ଇନ୍ ନାନୋ ସାଇନ୍ସ୍ ଆଣ୍ଡ ଟେକ୍ନୋଲୋଜି ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ଲୋକ ସମ୍ପର୍କ…
ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନିକଙ୍କ ଆଗୁଆ ପ୍ରସ୍ତୁତି ।
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: : ଚଳିତବର୍ଷ ହେବାକୁ ଥିବା ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଏବେଠୁ ଅଣ୍ଟା ଭିଡ଼ିଛି। ଏହି ପରିପ୍ରେକ୍ଷୀରେ ଶନିବାର ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଗ୍ରୀଷ୍ମପ୍ରବାହ ପରିଚାଳନା ସମ୍ପର୍କିତ ଏକ…
ଟ୍ୱିଟ୍ ପରେ ମିଳିଲା ବିଦ୍ୟୁତ୍ ସେବା : ଏମ୍.ଭି-୭୯ ନୂଆଗୁଡାରେ ଟ୍ରାନ୍ସଫର୍ମର ବଦଳାଇଲା ଟାଟା ପାୱାର
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଏମ୍.ଭି-୭୯ ଗ୍ରାମକୁ ଲାଗିଥିବା ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡିଯାଇ ୩ ଦିନ ଧରି ଅନ୍ଧାରରେ ରହୁଥିବା ଗ୍ରାମବାସୀଙ୍କ ସମସ୍ୟା ଶେଷରେ ସମାଧାନ ହୋଇଛି। ସମ୍ବନ୍ଧିତ ଘଟଣାକୁ ସୋସିଆଲ ମିଡିଆରେ ଉଠାଇ ଧରାଯିବା ପରେ ବିଦ୍ୟୁତ୍ ସେବା ପ୍ରଦାନକାରୀ…