ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ସଫଳତା, ବିଜେପିରେ ଯୋଗଦେଲେ ଭୂପେନ ବୋରା

ଆସାମ/ଭୁବନେଶ୍ୱର: ୨୨/୦୨:- ଆସାମ ପ୍ରଦେଶର ପୂର୍ବତନ କଂଗ୍ରେସ ରାଜ୍ୟ ସଭାପତି ଭୂପେନ ବୋରା ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ଭାରତୀୟ ଜନତା ପାର୍ଟିର ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ବୋରା ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ…

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୮ ତମ ଜୟନ୍ତୀ ପାଳିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୨/୦୨/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରାଜ୍ୟ ରାଜପଥ ପାର୍ଶ୍ବରେ ଥିବା ସତସଙ୍ଗ ବିହାର ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୮ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ସତ ସଙ୍ଗି ମାନଙ୍କ ଦ୍ଵାରା ବ୍ରାହ୍ମ ମୁହୂର୍ତ୍ତରେ…

ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ କର୍ମକର୍ତ୍ତା ଙ୍କ କ୍ରିକେଟ୍ ମ୍ୟାଚ୍।

 ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ର କାର୍ଯ୍ୟାଳୟ କର୍ମ କର୍ତ୍ତା ଓ ଫିଲ୍ଡ କର୍ମ କର୍ତ୍ତା ଙ୍କ ମଧ୍ୟ ରେ ଏକ ବନ୍ଧୁତା ପୂର୍ଣ୍ଣ କ୍ରିକେଟ ଖେଳ ପୌର ପରିଷଦ ଅନ୍ତର୍ଗତ ବାର ନମ୍ୱର୍ ୱାର୍ଡ଼ ରେ ମହିଷା ପଦା ରେ ଅନୁଷ୍ଠିତ ହୋଇ ଯାଇଛି। ଏଥି ନିମନ୍ତେ…

‘ଅପରେସନ ସାଇବର କବଚ’: ୩୬୨୫ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୧୮୭ଜଣ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ‘ଅପରେସନ ସାଇବର କବଚ’ ଦଶମ ଦିନରେ ଜୋରଦାର ଭାବେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍‌.ପି. ଓ…

ଆୟୁର୍ବେଦିକ କଲେଜ ପ୍ରତିଷ୍ଠା ଘୋଷଣାକୁ ଜିଲାବାସୀଙ୍କ ସ୍ବାଗତ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, : ଓଡ଼ିଶା ବଜେଟ୍‌ରେ ମାଲକାନଗିରି ଜିଲାରେ ଆର୍ୟୁବେଦିକ୍ କଲେଜ ପ୍ରତିଷ୍ଠା – ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅର୍ଥ ବରାଦ ଘୋଷଣା କରିଥିବାରୁ ଏହାକୁ ଜିଲାବାସୀ ସ୍ବାଗତ କରିଛନ୍ତି। ମାଥୁଲିରେ ଭାଜପାର କର୍ମକର୍ତ୍ତା ତଥା ମାଥୁଲି ବ୍ଲା ବ୍ଲକ…

ରାସ୍ତା କଡ ପୋଖରୀ ରୁ ଯୁବକ ର ଶବ ଉଦ୍ଧାର।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗୋଳନ୍ଥରା ଥାନା ନିକଟ ଜାତୀୟ ରାଜପଥ କଡ଼ରେ ଥିବା ସନ୍ତୋଷୀ ମନ୍ଦିର ପୋଖରୀ ରୁ ହେଚ୍ ରାଜିକା ନାମକ ଜଣେ ଯୁବକ କୁ ପରିବାର ଲୋକେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ…

ବିଶିଷ୍ଟ ସଂସ୍କୃତି ଗବେଷକ ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀଙ୍କ ଶ୍ରଦ୍ଧାଞ୍ଜଳି ସଭା।

 କେନ୍ଦୁଝର,ତା୨୨/୨- କେନ୍ଦୁଝର ବ୍ରାହ୍ମଣ ମହାସଭା ସଭାଗୃହ ଠାରେ କେନ୍ଦୁଝରର ସାରସ୍ୱତ ସାଧକ ସ୍ୱର୍ଗତ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀଙ୍କର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପସଭାପତି ଶ୍ରୀଯୁକ୍ତ ରଞ୍ଜନ କୁମାର ପାଢ଼ୀ, ସମ୍ପାଦକ ଶ୍ରୀଯୁକ୍ତ ପ୍ରସନ କୁମାର…

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମାସିକ ସମୀକ୍ଷା ବୈଠକ: ଓସୱାସ (OSWAS) ଓ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ…

​କେନ୍ଦୁଝର,ତା୨୨/୨- କେନ୍ଦୁଝର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଦରବାର ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ (ସାଧାରଣ)ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାସିକ କର୍ମଚାରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ…

ଝାରସୁଗୁଡାରେ ଭୟାବହ ସଡ଼କ ଦୁର୍ଘଟଣା : ଟ୍ରେଲର–ପୋଲିସ ବୋଲେରୋ ମୁହାଁମୁହିଁ ଧକ୍କା, ୫ ପୋଲିସ କର୍ମଚାରୀ ମୃତ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ପୁଣିଥରେ ରକ୍ତାକ୍ତ ହେଲା ରାଜପଥ। ରବିବାର ଭୋର ୩ଟା ସମୟରେ NH-49 ସ୍ଥିତ ଏଚ୍ କଣ୍ଟାପାଲି ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରଲର ଓ ପୋଲିସ ବୋଲେରୋ ଗାଡି ମଧ୍ୟରେ ଭୟାବହ ମୁହାଁମୁହିଁ ଧକ୍କା ଘଟିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣ ପୋଲିସ…

୧୮ ବର୍ଷ ସେନା ସେବା ପରେ ଜ୍ୟୋତିର୍ମୟ ପଧାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ପାଇକମାଳ :-ବରଗଡ ଜ଼ିଲ୍ଲା ପାଇକମାଳ ବ୍ଲକ ଡୁମେରବାହାଲ ଗ୍ରାମର ଭୂତପୂର୍ବ ସେନା ଜ୍ୟୋତିର୍ମୟ ପଧାନ ଦୀର୍ଘ ୧୮ ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟରତ ରହି ଦେଶ ସେବା କରି ଅବସର ଗ୍ରହଣ କରିଛନ୍ତି। ତାଙ୍କ ଅବସର ଅବସରରେ ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଭବ୍ୟ ସମ୍ବର୍ଦ୍ଧନା…