Sign in
Sign in
Recover your password.
A password will be e-mailed to you.
ବେଦାନ୍ତ ଆଲୁମିନିୟମର ଜ୍ଞାନ ଜ୍ୟୋତି କାର୍ଯ୍ୟକ୍ରମ ରାୟଗଡ଼ା ଏବଂ କଳାହାଣ୍ଡିରେ ଶିକ୍ଷାଦାନକୁ ସ୍ମାର୍ଟ କରିଛି
ଏହି କାର୍ଯ୍ୟକ୍ରମ ରେ ୬୦୦ ଛାତ୍ରଛାତ୍ରୀ ଇ-ଶିକ୍ଷା ପାଇ ଉପକାରୀ ହୋଇପାରିଛନ୍ତି
ରାୟଗଡ଼ା, ୨୧/୦୨/୨୦୨୬ : ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ନିଜର ଜ୍ଞାନ ଜ୍ୟୋତି ଡିଜିଟାଲ ଶିକ୍ଷା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ୬ଟି…
ଗାଙ୍ଗପୁର ମଜଦୁର ମଞ୍ଚ ସ୍ବତନ୍ତ୍ର ହୋଇ କାର୍ଯ୍ୟ କରିବା ସହିତ ଆଗାମୀ ନିର୍ବାଚନ ସ୍ବତନ୍ତ୍ର ଭାବେ ଲଢିବ : ସାଧାରଣ…
ରାଉରକେଲା,(ବସନ୍ତ କୁମାର ଜେନା): ଇସ୍ପାତ କାରଖାନାର ସ୍ବୀକୃତିପ୍ରାପ୍ତ ସଂଗଠନ ଆରଏସ୍ଏସର ସହଯୋଗୀ ଭାବେ ଦୀର୍ଘ ଦିନ ଧରି ରହିବା ପରେ ଗାଙ୍ଗପୁର ମଜଦୁର ମଞ୍ଚ ସ୍ବତନ୍ତ୍ର ହୋଇ କାର୍ଯ୍ୟ କରିବା ସହିତ ଆଗାମୀ ରାଉରକେଲା ଇସ୍ପାତ କାରଖାନା ସ୍ବୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ନିର୍ବାଚନରେ…
ବଣିଆପାଟ ଶିଶୁ ମନ୍ଦିରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ
କେନ୍ଦୁଝର,ତା୨୧/୨- ସ୍ଥାନୀୟ କଲେଜରୋଡ଼ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟରେ ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ଵାରା (ଲୋକଗୀତ , ସୁଲିଖନ, ପୁସ୍ତକ ପଠନ , କବିତା ଲିଖନ , ବକ୍ତୃତା ) ପ୍ରତିଯୋଗିତା ହୋଇ କୃତି ଛାତ୍ର ଛାତ୍ରୀମାନଙ୍କୁ…
ଶ୍ରୀ ଶ୍ରୀ ପଞ୍ଚେଶ୍ଵର ମହାଦେବଙ୍କ ୭ମ ବାର୍ଷିକ ଯଜ୍ଞ ଉତ୍ସବ
କେନ୍ଦୁଝର,ତା୨୧/୨- ବାଂଶପାଳସ୍ଥିତ ଶ୍ରୀ ଶ୍ରୀ ପଞ୍ଚେଶ୍ଵର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠାର ସପ୍ତମ ବାର୍ଷିକ ଯଜ୍ଞ ଉତ୍ସବ ଫାଲଗୁନ ଶୁକ୍ଳ ପକ୍ଷ ପ୍ରତିପଦାରୁ ତୃତୀୟା ତା୧୮/୨/୨୦୨୬ରିଖରୁ ତା୨୦/୨/୨୦୨୬ରିଖ ଯାଏ ବାବା ପଞ୍ଚେଶ୍ୱର ମନ୍ଦିର କାଞ୍ଜିପାଣି ପ୍ରାଙ୍ଗଣରେ ଅନୁଷ୍ଠିତ…
ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ଅବସରରେ ୨୪ ପ୍ରହରୀ ଅନୁଷ୍ଠିତ ।
କେନ୍ଦୁଝର,ତା୨୧/୨- ଚମ୍ପୁଆ ଉପଖଣ୍ଡର ଷଡ଼ଙ୍ଗୀ ଠାରେ ଥିବା ସର୍ବେଶ୍ୱର ମହାଦେବ ମନ୍ଦିରର ବାର୍ଷିକ ଉତ୍ସବ ଉପଲକ୍ଷେ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେଇଯାଇଛି। ଏହି ନାମଯଜ୍ଞରେ କଳାହାଣ୍ଡିର ଜୁନାଗଡ଼, ମୟୁରଭଞ୍ଜର ଗୌଡ଼ରମା, ସହିଦପୁର, ନେଦାଭାଡ଼ି ଏବଂ ସାନ କେରକ ସଂକୀର୍ତ୍ତନ ମଣ୍ଡଳୀ…
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡ ଠାରେ ବିଶ୍ବ ମାତୃଭାଷା ଦିବସ ପାଳିତ
କେନ୍ଦୁଝର,ତା୨୧/୨- ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ ଠାରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ରଙ୍ଗାଧର ବେହେରା ଅତିଥି ଭାବରେ ଯୋଗଦେଇ ମାତୃଭାଷାର ମହତ୍ତ୍ଵ ଓ ଗୁରୁତ୍ବ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ…
କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ରେଶମ ନଗରୀ ବ୍ରହ୍ମପୁର ସହରର ଅଗ୍ରଣୀ ସେବା ଅନୁଷ୍ଠାନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ କିନ୍ନର ସଂଘ ପକ୍ଷରୁ ୧୫ ଯୋଡା ସାମୁହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଅତ୍ୟନ୍ତ ଗରିବ…
ରାଜଗାଙ୍ଗପୁରରେ ଓଆଇଏସଏଲ କମ୍ପାନୀ ବିରୋଧ ତୀବ୍ର ଅସନ୍ତୋଷ, ବେଆଇନ ଭାବେ ବର୍ଜ୍ୟବସ୍ତୁ ପକାଇବାକୁ ନେଇ
ରାଜଗାଙ୍ଗପୁରତା୧୯-୦୨-୨୬. ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଅଞ୍ଚଳରେ ଅବସ୍ଥିତ ଓଆଇଏସଏଲ କଳକାରଖାନା ବିରୋଧରେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜାମପାଲି ଅଞ୍ଚଳରେ ଥିବା ଏହି କମ୍ପାନୀ ରୁ ବାହାରୁଥୁବା ଶିଳ୍ପ ବର୍ଜ୍ୟବସ୍ତୁକୁ ଗର୍ଭଣା ପଞ୍ଚାୟତର…
୨୦୧୨ ମସିହା ହତ୍ୟାକାଣ୍ଡ ମାମଲା : ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ହିଞ୍ଜିଳି ଥାନା ଅର୍ନ୍ତଗତ ଦୟାପଲୀ ଗ୍ରାମରେ ଗତ ୨୦୧୨ ମସିହାରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ ଚୁଡାନ୍ତ ରାୟ ଶୁଣାଇଛନ୍ତି ଓ ଉକ୍ତ ମାମଲାରେ ୧୪ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଅଭିଯୁକ୍ତ ୮ ଜଣ ଯଥା…
ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ସ୍ୱଚ୍ଛ ସବୁଜ ଶକ୍ତି ଆବଶ୍ୟକ – ମନ୍ତ୍ରୀ ଶ୍ରୀ ମଲ୍ଲିକ
ଗ୍ଲୋବାଲ କ୍ଲିନଟେକ ଏକ୍ସପୋ-ଓଡିଶା ୨୦୨୬
ଭୁବନେଶ୍ୱର : ଭୁବନେଶ୍ୱରର ଇଡ୍କୋ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ଗ୍ଲୋବାଲ କ୍ଲିନଟେକ ଏକ୍ସପୋ ଓଡିଶା ଉଦ୍ଘାଟିତ ହେବା ସହିତ ସବୁଜ ଶକ୍ତି ପାୱାରହାଉସ ଭାବେ ବିକଶିତ ହେବା ପାଇଁ ଓଡିଶାର ଲକ୍ଷ୍ୟକୁ ଏକ ମଜବୁତ ପ୍ରୋତ୍ସାହନ ମିଳିଛି । ଏହି…