ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ ଜୁଲାଇ ପାଞ୍ଚ ରେ l

ଅସ୍ତରଙ୍ଗ:କାକଟପୁର ନିର୍ବାଚନମଣ୍ଡଳୀର ଅନ୍ୟତମ ଲୋକପ୍ରିୟ ଜନନେତା, ସେବା, ସରଳତା ଓ ଜନକଲ୍ୟାଣମୂଳକ କାର୍ଯ୍ୟ ପାଇଁ ସର୍ବମହଲରେ ସମାଦୃତ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆସନ୍ତା ଜୁଲାଇ ୫ ତାରିଖରେ କାକଟପୁରସ୍ଥିତ ପଦ୍ମଚରଣ…

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଜପତି ଶାଖା ପକ୍ଷରୁ ଜିଲ୍ଲା ବୈଠକ ଓ କବିତା ଆସର ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ , ଗଜପତି ଶାଖା ପକ୍ଷରୁ ଜିଲ୍ଲା ବୈଠକ ଓ "ମୌସୁମୀ" କବିତା ଆସର ଜିଲ୍ଲା ସଭାପତି ଶ୍ରୀମତୀ ଆଶାଲତା ପାଣୀଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…

ଉଦଯାପିତ ହେଲା ସରକାରୀ ଓକିଲଙ୍କ ପ୍ରଶିକ୍ଷଣ ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଇନ ବିଭାଗ ଓ ଗୃହ ବିଭାଗର ମିଳିତ ନିଷ୍ପତ୍ତି କ୍ରମେ ତଥା ଭୁବନେଶ୍ୱରସ୍ଥିତ ସାଧାରଣ ଅଭିଯୋଜନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶରେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅଭିଯୋଜନ ବିଭାଗର ଉପ-ନିର୍ଦ୍ଦେଶକ…

ନୈତିକତା ଦୃଷ୍ଟିରୁ ୪୮ ଘଣ୍ଟା ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ
ଇସ୍ତଫା ଦିଅନ୍ତୁ: ବିଜେଡି

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ ପାଠ୍ୟପୁସ୍ତକରେ ତ୍ରୁଟି ଓଡ଼ିଶାକୁ ସାରା ଦେଶରେ ନିନ୍ଦିତ କରିଛି ହୋଇଥିବା ତ୍ରୁଟିର ତୁରନ୍ତ ସିବିଆଇ ତଦନ୍ତ କରାଯାଉ ନଚେତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ଭୁବନେଶ୍ୱର,…

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସ୍ପେନରୁ ଫେରିଲା ଯୁବ ଇଞ୍ଜିନିୟରଙ୍କ ମରଶରୀର

ଭୁବନେଶ୍ବର, ୨୮/୦୬ - ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ  ସ୍ପେନରେ ମୃତ ଓଡିଆ ଯୁବ ଇଞ୍ଜିନିୟର ଦେବାଶିଷ ପ୍ରିୟଦର୍ଶୀ ସାହୁଙ୍କ ମରଶରୀର ଆଜି ତାଙ୍କ ବାସଭବନରେ ପହଞ୍ଚିଛି|  ଦେବାଶିଷଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ…

ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ ‘ସିଏସଆର ଭିଜିଅନାରି ଲିଡର ଅଫ୍ ଦି ଇୟର’ ସମ୍ମାନ

ନୂଆଦିଲ୍ଲୀ,୨୭ ଜୁନ,୨୦୨୬: ସାମାଜିକ ପ୍ରଗତିରେ ଅଗ୍ରଣୀ ନେତୃତ୍ୱ ଓ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ‘ସିଏସଆର ଭିଜିଓନାରି ଲିଡର ଅଫ ଦି ଇୟର- ୨୦୨୬’ ଆଓ୍ୱାର୍ଡ ମିଳିଛି।ଦି ବ୍ରେନାଲିଟିକ୍ସ ପକ୍ଷରୁ ନୂଆଦିଲ୍ଲୀ ପ୍ରାଇଡ…

ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ

ବିଶ୍ୱ ଜନସ୍ୱାସ୍ଥ୍ୟ ଇତିହାସରେ ସବୁଠାରୁ ବଡ଼ ସଫଳତା ମଧ୍ୟରୁ ଅନ୍ୟତମ ଭାରତକୁ ପୋଲିଓ ମୁକ୍ତ ରଖିବାର ଏକ ଐତିହାସିକ ସଫଳତା ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିରେ ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ୨୦୨୬ର ଶୁଭାରମ୍ଭ…

ଛାତ୍ରୀଙ୍କୁ ସାଇକେଲ ବଣ୍ଟନ କଲେ ମନ୍ତ୍ରୀ

ଲଖନପୁର: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ଲଖନପୁର ବ୍ଲକ ଡିଲିଆ ଓ କୁମ୍ଭାରବନ୍ଧ ପଞ୍ଚାୟତ ଗସ୍ତକରି ଓପିଜିସିର ସିଏସ୍‌ଆର୍ ପାଣ୍ଠି ଦ୍ବାରା ନିର୍ମିତ ୩ଟି ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏଥିସହ ଫଟାପାଲିର ଅର୍ଜୁନ ଗୁପ୍ତା ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ସ୍ମାର୍ଟ କ୍ଲାସରୁମ୍ଭ…

ସୋରଡ଼ା ଅବକାରୀ ବିଭାଗ ର ଚଢାଉ, ବିପୁଳ ପରିମାଣର ମଦ ଓ ପୋଚ ଜବତ ଓ ନଷ୍ଟ।

ସୋରଡ଼ା: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ କଳାକାଢି ଗ୍ରାମ ରେ ସୋରଡ଼ା ଅବକାରୀ ବିଭାଗ ପକ୍ଷରୁ ଆତର୍କିତ ଚଢ଼ାଉ କରି ବିଭାଗୀୟ କର୍ମଚାରୀ ସଫଳତା ପାଇଛନ୍ତି। ବିଶ୍ଵସ୍ତ ସୁତ୍ରରୁ ସୂଚନା ପାଇ ଅବକାରୀ ପୋଲିସ ଉକ୍ତ ଗ୍ରାମର ପଛପଟେ ଏକ ଚୋରା ରନ୍ଧା ମାଦ କାରଖାନା ଉପରେ ଚଢ଼ାଉ କରିଥିଲେ…

ଆର୍ଯ୍ୟକନ୍ୟା ଗୁରୁକୁଳରେ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ

ବେଲଗୁଣ୍ଠା,୨୭/୦୬-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ତନରଡ଼ା ସ୍ଥିତ ଆର୍ଯ୍ୟକନ୍ୟା ଗୁରୁକୁଳରେ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଭାଗୀୟ କନିଷ୍ଠ…