ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଡ଼ଙ୍ଗୀ) : ଇଂରାଜୀ ନବବର୍ଷ ଉପଲକ୍ଷେ ନିଶ୍ଚିନ୍ତକୋଇଲି ଅଞ୍ଚଳ ସମସ୍ତ ଜନସାଧାରଣଙ୍କ ସମେତ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନୂଆବର୍ଷ ର ଅଭିନନ୍ଦନ ଓ ଶୁଭେଛା ଜଣାଇଲେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ । ବିଜୁ ଜନତା ଦଳ ବ୍ଲକ ସଭାପତି ରମାକାନ୍ତ ମହାନ୍ତି, ଯୁବନେତା ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର,ବ୍ରଜମୋହନ ପଣ୍ଡା, ସରପଞ୍ଚ ଜିତେନ୍ଦ୍ର ମିଶ୍ରଙ୍କ ସମେତ ଛାତ୍ର ବିଜୁ ଜନତା ଦଳ ସମସ୍ତ ଯୁବ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ସମସ୍ତ ଜନସାଧାରଣ ଙ୍କୁ ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା ।
ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ସମସ୍ତ ଜନସାଧାରଣ ଙ୍କୁ ନୂତନ ବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା , ଜୟ ଜଗନ୍ନାଥ