ଆଉଟସୋର୍ସିଙ୍ଗ ତଥା ଚୁକ୍ତି ଭିତ୍ତିରେ ନିୟୋଜିତ ବ୍ୟକ୍ତିଙ୍କର ପାରିଶ୍ରମିକରେ ୨୫ % ବୃଦ୍ଧି :ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ବାରା ଓଡିଶା ସରକାରଙ୍କ ବିଭିନ୍ନ…

କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଉପଜିଲ୍ଲାପାଳ ଜରିଆରେ…

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) କେନ୍ଦ୍ର ସରକାରଙ୍କ ମନମୁଖି ଅହେତୁକ ପେଟ୍ରୋଲ, ଡିଜେଲ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଯେମିତି କି ଖାଇବା ତେଲ,ଡାଲି ରନ୍ଧନ ଗ୍ୟାସ ଏପରିକି ଔଷଧ ପତ୍ରର ଦରଦାମ ଆକାଶ ଛୁଆଁ ହେବାରେ ଲାଗିଛି!ଏହାର ପ୍ରତିବାଦରେ ବିଜୁମହିଳା ଜନତାଦଳ ପକ୍ଷରୁ ପାଟଣାଗଡ଼…

“ଭଲ କାମ କଲେ ବଦଳି:ସରକାର ଟଙ୍କା ହଡ଼ପ କରି ଖାଇଲେ ସାବାସି !”

ପଦ୍ମପୁର(ଶାସକପ୍ରଶାସକ): ଓଡ଼ିଶା ସରକାର ଗତ କିଛିଦିନ ତଳେ ବିଡିଓ ମାନଙ୍କ ବଦଳି ତାଲିକା ପ୍ରକାଶ ହେବା ପରେ ପୁଣି ଥରେ ପରିବର୍ତ୍ତନ କରି ନୁଆ ତାଲିକା ପ୍ରକାଶ କରିଛନ୍ତି । ମାତ୍ର କମ ଦିନରେ ବଦଳି ହୋଇ ଆସିଥିବା କେତେକ ବିଡିଓ ଯେଉଁ ମାନେ ସ୍ବଚ୍ଛତା ଓ ନିଷ୍ଠାର ସହ ସରକାରୀ କାର୍ଯ୍ଯ…

ପୁରୀ ଜିଲ୍ଲା ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା ଘୋଷଣା

ଜିଲ୍ଲାର ୧,୬୫,୧୩୧ ଚାଷୀ ପାଇବେ ୩୩କୋଟି ଟଙ୍କା ର ସହାୟତା । ଭୁବନେଶ୍ୱର (ଶାସକ ପ୍ରଶାସକ) : ୨୦୨୧-୨୨ ରବି ଋତୁ ପାଇଁ ପୁରୀ ଜିଲ୍ଲାର ଚାଷୀ ମାନେ କାଳିଆ ସହାୟତା ଭାବରେ ୨୦୦୦ ଟଙ୍କା ଲେଖାଏ ସହାୟତା ପାଇବେ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ବିଷୟ ଘୋଷଣା କରିଛନ୍ତି। ଜିଲ୍ଲାର…

ନିରଞ୍ଜନ ଅସୁସ୍ଥ : ଆପୋଲୋରେ ଭର୍ତ୍ତି

ଭୁବନେଶ୍ୱର : ଅସୁସ୍ଥତା କାରଣରୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆପୋଲୋ ହସ୍ପିଟାଲ ରେ ଚିକିତ୍ସାଧିନ ବୋଲି ପିସିସି ଉପସଭାପତି ଶ୍ରୀ ଗଣେଶ୍ୱର ବେହେରା ସୂଚନା ପ୍ରଦାନ କରିଛନ୍ତି।  

ନିଶା ବେପାରୀଙ୍କୁ ସାବାଡ଼ କରିବାକୁ ଲାଗି ପଡିଛି ଝାରବନ୍ଧ ପୋଲିସ

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅଞ୍ଚଳରେ ବଢ଼ିବାରେ ଲାଗିଛି ନିଶା କାରବାର । ଝାରବନ୍ଧ ଥାନା ଅଞ୍ଚଳ ପଡୋଶୀ ରାଜ୍ୟ ଛତିଶଗଡ଼ ଠାରୁ ଅନତି ଦୂରରେ ଥିବା କାରଣରୁ ସେଠାରୁ ସୁବିଧାରେ ନିଶା ଔଷଧ ଆଣି ବିକ୍ରି କରୁଥିବା ଦେଖିବାକୁ ମିଲୁଥାଏ। ଏହି ନିଶା ବେପାରୀ ମାନଙ୍କୁ…

ଦରମା ବୃଦ୍ଧି ନହେବାରୁ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର ଅସନ୍ତୋଷ

୩୦ ଜିଲ୍ଳାରେ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ । ଭୁବନେଶ୍ୱର : ଓଡିଶା କନିଷ୍ଠ ଶିକ୍ଷକ ସଂଘ 2016 ମସିହା ଠାରୁ ଆଜି ପର୍ଯ୍ୟନ୍ତ ଶିକ୍ଷକ ମାନଙ୍କର ବିଭିନ୍ନ ଦାବି ସରକାରଙ୍କ ପାଖରେ ଉପସ୍ଥାପନା କରି ଆସୁଛି । ଦୁଃଖ ଓ ପରିତାପର ବିଷୟ ଏହିକି ଯେ ଇତି ମଧ୍ୟରେ…

ସମ୍ ସ୍ନାୟୁ ବିଶେଷଜ୍ଞଙ୍କ ବିରଳ କୃତିତ୍ୱ: ୩ ଦିନରେ କୋମାରୁ ଉଠିଲେ ରୋଗୀ

ଭୁବନେଶ୍ୱର,: ସଡ଼କ ଦୁର୍ଘଟଣାରେ ଗୁରୁତର ଆଘାତପ୍ରାପ୍ତ ହୋଇଥିବା ଜଣେ ୨୫ ବର୍ଷୀୟ ଯୁବକ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସ୍ନାୟୁରୋଗ ବିଭାଗରେ ଚିକିତ୍ସିତ ହୋଇ ନୂତନ ଜୀବନ ଲାଭ କରିଛନ୍ତି ।କେତନ ସେଠ ଗତ ସେପ୍ଟେମ୍ବର ୨୨ ତାରିଖରେ ଝାରସୁଗୁଡା-ସୁନ୍ଦରଗଡ…

ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ବିମାନସେବାର ଶୁଭାରମ୍ଭ

ଜନଜାତି ଅଂଚଳରେ ଡ୍ରୋନ୍ ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଓଡ଼ିଶାକୁ ପାଇଲଟ୍ ପ୍ରକଳ୍ପରେ ନିଆଯାଉ- ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର - ରାଜ୍ୟର ଉପାନ୍ତ ଅଂଚଳରେ ଡ୍ରୋନ୍ ଟେକ୍ନୋଲୋଜି ମାଧ୍ୟମରେ ଜନଜାତି ସମ୍ପ୍ରଦାୟଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ପାଇଲଟ୍…

କନ୍ଧମାଳ ଗଣମାଧ୍ୟମ ସଙ୍ଘ ପକ୍ଷରୁ ବାର୍ଷିକ ବୈଠକ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ସିର୍କି ଘାଇ ଠାରେ କନ୍ଧମାଳ ଗଣମାଧ୍ୟମ ସଙ୍ଘ ପକ୍ଷରୁ ୨୦/୨୧ ବର୍ଷର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ କନ୍ଧମାଳ ଗଣ ମାଧ୍ୟମ ସଂଘର ସଭାପତି ମିଲନ କଂହର, ଉପସଭାପତି ଗଗନ କୁମାର…