କୃଷି ଭବନଠାରେ ଉଦଘାଟିତ ହେଲା ଓଡ଼ିଶାର ପ୍ରଥମ ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର

ଭୁବନେଶ୍ୱର,(ଶାସକ ପିତାଶାସକ) :ଆଜି କୃଷିଭବନଠାରେ ମା ଶକ୍ତିମୟୀ ମହିଳା ମହାସଂଘ ଦ୍ୱାରା ପରିଚାଳିତ ଓଡ଼ିଶାର ପ୍ରଥମ ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର, କୃଷି ଏବଂ କୃଷକ ସଶକ୍ତିକରଣ, ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଶୁଭ…

ସ୍ବର୍ଗତ ଦେବେନ୍ଦ୍ର ସାମନ୍ତରାୟଙ୍କ ସ୍ମୁତିରେ ବନ୍ଧକାଟିଆ ମା ଦକ୍ଷିଣକାଳି ସେବକ ସଂଘ ତରଫରୁ ସେଚ୍ଛାକୃତ ରକ୍ତଦାନ…

ନିଶ୍ଚିନ୍ତକୋଇଲି (ସପ୍ତ ଜ୍ୟୋତି ରାଉଳ)-:କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବନ୍ଧକାଟିଆ ଗ୍ରାମପଞ୍ଚାୟତ ଅଧିନ ହରିରାଜପର ଗ୍ରାମର ହରିରାଜପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତ ଦାନ ଶିବିର ଆନୁଷ୍ଠାନିକ ଭାବେ…

୩୫ତମ ସାର୍ବଜନୀନ କାଳୀ ପୂଜା ପାଇଁ କଲସଯାତ୍ରା ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ହନୁମାନ ପଡାଠାରେ ଅନୁଷ୍ଠିତ ୩୫ ତମ ସାର୍ବଜନୀନ କାଳୀ ପୁଜା ପାଇଁ ଗୁରୁବାର ଅପରାହ୍ନରେ କଲସଯାତ୍ରା ସହ ଖଣ୍ଡଧୁଆ ପର୍ବ ଅନୁଷ୍ଠିତ ହୋଇଯାଇଛି। ନିରାଡ଼ମ୍ବର ଭାବେ ହନୁମାନ ପଡା କାଳୀ ମଣ୍ଡପରୁ ଶୋଭାଯାତ୍ରା ବାହାରିଥିଲା ଏବଂ ସ୍ଥାନୀୟ କଣ୍ଟା ବନ୍ଧରୁ ପବିତ୍ର…

କେଦାରନାଥ ଧାମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଦି ଶଙ୍କରାଚାର୍ଯ୍ୟଙ୍କର ପୂର୍ଣ୍ଣାଙ୍ଗ ପ୍ରତିମୂର୍ତି ଉନ୍ମୋଚିତ

ଶ୍ରୀଜଗନ୍ନାଥ ଧାମ ପୁରୀରୁ ଏହି କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପୁରୀ/ଭୁବନେଶ୍ୱର - ଦେବଭୂମି କେଦାରନାଥ ଧାମରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଆଦି ଗୁରୁ ଶଙ୍କରାଚାର୍ଯ୍ୟଜୀଙ୍କର ସମାଧି ଓ ପ୍ରତିମୂର୍ତିର ଉନ୍ମୋଚନ…

ଆୟୁର୍ବେଦ ଦିବସ ଓ ଭଗବାନ ଧନୱନ୍ତରୀଙ୍କ ଜୟନ୍ତୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ସ୍ଥିତ ସ୍ବାସ୍ଥ୍ୟବିଳାସ ଫାର୍ମାସି ଆନୁକୂଲ୍ୟରେ ଆୟୁର୍ବେଦ ଦିବସ ଓ ଭଗବାନ ଧନୱନ୍ତରୀଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର…

ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ନଭେମ୍ବର ୬ ରେ ଜିଲ୍ଲାବ୍ୟାପୀ ୧୨ ଘଣ୍ଟିଆ ବନ୍ଦ…

ପାରଳାଖେମୁଣ୍ଡି : ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଓ ତାଙ୍କର ଇସ୍ତଫା ଦାବିରେ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଚଳିତ ମାସର ଆସନ୍ତା ୬ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଗୁରୁବାର…

ନବରଙ୍ଗପୁର ଜିଲ୍ଲାର ସୂଚନା ପ୍ରଯୁକ୍ତି ଓ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି

ଭୁବନେଶ୍ୱର(ଶାସକ ପ୍ରଶାସକ):ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାର ସୂଚନା ପ୍ରଯୁକ୍ତି ଏବଂ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କରିଛନ୍ତିା ଆଜି ଅପରାହ୍ନରେ ଜିଲ୍ଲା ସର୍କିଟ୍…

ଓଡ଼ିଶା ହାଇକୋର୍ଟର ଜଜ୍ ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଶ୍ରୀ ଆଦିତ୍ୟ କୁମାର ମହାପାତ୍ର

ଭୁବନେଶ୍ୱର:ଓଡ଼ିଶା ହାଇକୋର୍ଟର ଜଜ୍ ପଦବୀକୁ ଉନ୍ନୀତ ହେବା ପରେ ଶ୍ରୀ ଆଦିତ୍ୟ କୁମାର ମହାପାତ୍ର ହାଇକୋର୍ଟର ପୁରାତନ ବିଲଡିଂସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ କରିଛନ୍ତିା ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍.…

ସମ୍ କୋଭିଡ୍ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର: ସୁସ୍ଥ ହେଲେ ୧୧ ବର୍ଷର ବାଳିକା

ଭୁବନେଶ୍ୱର : କୋଭିଡ୍ ସଂକ୍ରମିତ ଜଣେ ୧୧ ବର୍ଷୀୟ ବାଳିକାଙ୍କର ସମ୍ କୋଭିଡ୍ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର କରାଯାଇଛି । ଆପେଣ୍ଡିସାଇଟିସ୍ ସମସ୍ୟା ଥିବା ଏହି ବାଳିକାଙ୍କର ଅସ୍ତ୍ରୋପଚାର କରି ତାଙ୍କୁ ସୁସ୍ଥ କରିଛନ୍ତି ସମ୍ ଶିଶୁରୋଗ ଅସ୍ତେ୍ରାପଚାର ବିଭାଗର ଡାକ୍ତର ।ଭୁବନେଶ୍ୱର ପଟିଆ…

ମହନ୍ତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କଂଗ୍ରେସ ନେତା ପ୍ରଦୀପ୍ତ ଦାସ ଓ ଉତ୍କଳ ସ୍ମୃତି ସଂସଦର ସଭ୍ୟ ।

ମାହାଙ୍ଗା -: (ସପ୍ତଜ୍ୟୋତି ରାଉଳ) କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଦା ରଘୁନାଥଜୀୟୁ ମଠର ମହନ୍ତ ଜଗନ୍ନାଥପୁରୀଙ୍କ ଆଜି ଭୋ'ରୁ ଦେହାନ୍ତ ଘଟିଛି | କ୍ୟାନ୍ସର ପୀଡିତ ମହନ୍ତଙ୍କ ଚିକିତ୍ସା କଟକରେ ଚାଲିଥିଲା | ତେବେ ୪ ଦିନ ତଳୁ ତାଙ୍କୁ ହସ୍ପିଟାଲରୁ ଛାଡିଦିଆଯାଇଥିଲା | ସ୍ଥାନୀୟ କୋଠପଦା…