Sign in
Sign in
Recover your password.
A password will be e-mailed to you.
ଜାତୀୟ ଉପଲବ୍ଧି ସର୍ବେକ୍ଷଣ ନେଇ ବୈଠକ:ସାମିଲ ହେବେ ଓଡ଼ିଶାରେ ୫୫୬୩ ବିଦ୍ୟାଳୟ
୮୯୩୭ ଜଣ କ୍ଷେତ୍ର ଅନୁଧ୍ୟାନକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ
ଭୁବନେଶ୍ୱର :ବିଦ୍ୟାଳୟ ସ୍ତରରେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଉପଲବ୍ଧିକୁ ଜାଣିବା ତଥା ଶିକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇ ଥିବା ସୁବିଧାସୁଯୋଗ ଓ ବ୍ୟବସ୍ଥା ଜାଣିବା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ…
ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ନିମନ୍ତେ ୧୧୪ ଜଣ ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କ ବେଙ୍ଗାଲୁରୁ ଗସ୍ତ
ଭୁବନେଶ୍ୱର(ଶାସକ ପ୍ରଶାସକ): ବିଜ୍ଞାନ ଓ କାରିଗରୀ ବିଭାଗ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ସହଯୋଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୧୪ ଜଣ ଶିକ୍ଷକ ବେଙ୍ଗାଲୁରୁ ଯାତ୍ରା କରିଛନ୍ତିା ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନ…
ମନରେଗା ଅର୍ଥରେ ବିଜେଡି ପୋଷଣ ଚାଲିଛି: ଡ.ଲେଖାଶ୍ରୀ
ମନରେଗା ଅର୍ଥକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ବାବୁ ଚିଠି ଲେଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ମନରେଗା ପାଇଁ ଟଙ୍କା ମାଗିଛନ୍ତି । ହେଲେ ପୂର୍ବରୁ ପାଇଥିବା ଅର୍ଥ କେମିତି ଖର୍ଚ୍ଚ କଲେ ତାର ହିସାବ…
ସିଙ୍ଗାପୁରରେ ଫସିଛନ୍ତି ଓଡିଆ ପରିବାର: ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ
ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ସିଙ୍ଗାପୁରରେ ଫସିଥିବା ଓଡିଆ ପରିବାରକୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ସିଙ୍ଗାପୁରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।…
୧୩ରେ ରାୟଗଡରେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ
"ଆଇନ ସଚେତନତା ସହିତ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରାଯିବ" l
ରାୟଗଡରୁ ସରୋଜ କୁମାର ସାହୁ: ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ତା.୧୩/୧୧/୨୧ ରିଖ ଦିନ ଜିଲ୍ଲାରେ ମେଗl ଆଇନ ସେବା ଶିବିର ଅନୁଷ୍ଠିତ ହେବ l ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆୟୋଜିତ…
ସ୍ଵର୍ଣ୍ଣିମ ବିଜୟ ମଶାଲକୁ ପୁରୀରେ ଭବ୍ୟ ସ୍ଵାଗତ
ପୁରୀ/ଭୁବନେଶ୍ଵର-(ଶାସକ ପ୍ରଶାସକ): ସ୍ଵର୍ଣ୍ଣିମ ବିଜୟ ମଶାଲକୁ ପୁରୀରେ ସ୍ଵାଗତ କରାଯାଇଛି । ଏହି ମଶାଲ ଆଜି ସକାଳ ୮ ଟା ସମୟରେ ବ୍ଲୁ ଫ୍ଲାଗ ବିଚରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଡିଏଫଓ ଶ୍ରୀ ପି. ରାମାସ୍ଵାମୀ…
ଗାନିଆରୀ ଗ୍ରାମରେ ଗିରିଗୋବର୍ଧନ ପୂଜାର କଳସ ଯାତ୍ରା
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ଗାନିଆରୀ ଗ୍ରାମରେ ଗିରିଗୋର୍ଦ୍ଧନ ପୂଜା ଅବସରରେ କଳସ ଯାତ୍ରା ପାଳିତ ହୋଇଯାଇଅଛି। ଏହି ପୂଜା ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ମନୋରଂଜନ କାର୍ଯ୍ୟକ୍ରମ ହେବା ସହ କଳାକାର ମାନେ ନିଜ…
ଓଡିଶା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ନୂଆପଡା ଦୁଇ ବିଧାୟକ ଏବଂ ସାଂସଦ ଙ୍କୁ ଦାବୀପତ୍ର ପ୍ରଦାଦ
ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ନୂଆପଡା ଜିଲ୍ଲା ଦୁଇ ବିଧାୟକ ଏବଂ କଲହାଣ୍ଡି ସାଂସଦ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ନୂଆପଡା ଠାରେ ସାଂସଦ ବସନ୍ତ କୁମାର ପଣ୍ଡା, ଏବଂ ନୂଆପଡା…
ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣା: ଦିବ୍ୟଶଙ୍କରଙ୍କ ବହିଷ୍କାର ତଥା ଗିରଫ ଦାବିରେ ବୋଲଗଡ ବିଜେପିର ବିକ୍ଷୋଭ
ବୋଲଗଡ଼ ରୁ ପଞ୍ଚାନନ ସ୍ବାଇଁ : ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ତଥା ଗିରଫ ଦାବିରେ ଆଜି ବୋଲଗଡ ବିଜେପି ପକ୍ଷରୁ ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି | ବୋଲଗଡ଼ ଗୋପବନ୍ଧୁ ଛକ ଠାରୁ ବିଜେପି ନେତା ଓ କର୍ମୀ ମାନେ…
ମୃତ୍ୟୁ ପରେ ନିଜର ଚକ୍ଷୁଦାନ କରିଥିବା ସ୍ବର୍ଗତା ଶୈଳବାଳା ଧର ଙ୍କ ସ୍ମୃତି ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର
ବରଗଡ :- ଜୀବନସାରା ପ୍ରତକ୍ଷ ଭାବରେ ଲୋକଙ୍କର ସମସ୍ତ ସୁଖଦୁଃଖ ରେ ସାମିଲ ହୋଇ ସୁନାମ ଅର୍ଜନ କରିଥିବା ଓ ମୃତ୍ୟୁ ପରେ ନିଜର ଚକ୍ଷୁ ଦାନ କରିଥିବା ସ୍ବର୍ଗତା ଶୈଳବାଳା ଧର ଙ୍କ ସ୍ମୃତି ଆଜି ବରଗଡ଼ ଜିଲ୍ଲାର ସୁନାମଧନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରର ଉଦ୍ୟମରେ ଏକ ସ୍ଵେଚ୍ଛାକୃତ…