ମାହାଙ୍ଗା ବିଜେପି ପକ୍ଷରୁ ମାହାଙ୍ଗା ତହସିଲ ଅଫିସ୍ ସାମ୍ନାରେ ଗଣବିକ୍ଷୋଭ।

ମାହାଙ୍ଗା (ଶାସକ ପ୍ରଶାସକ)ମାହାଙ୍ଗା ମଣ୍ଡଳ ବିଜେପି ପକ୍ଷରୁ ସ୍ଥାନୀୟ ତହସିଲ ଅଫିସ ସାମ୍ନାରେ ଏକ ଗଣବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାହାଙ୍ଗା ବ୍ଲକ କୁଅଁପାଳ ଠାରୁ ଶତାଧିକ ବିଜେପି କର୍ମୀ ବିଭିନ୍ନ ସ୍ଲୋଗାନ ଦେଇ ଏକ ପଦଯାତ୍ରରେ ବିଜେପି ନେତା ସାରଦା ପ୍ରଧାନଙ୍କ…

NLC ର ଶ୍ରମିକ ଶୋଷଣ ନୀତି ବିରୁଦ୍ଧ ରେ 8 ତାରିଖ କାର୍ଯ୍ୟବନ୍ଦ ପାଇଁ ଭି ଏସ ଏସ ଶ୍ରମିକ ସଂଘର ପ୍ରସ୍ତୁତି ବୈଠକ ।

ସମ୍ବଲପୁର/ ରେଙ୍ଗାଲି (ସନ୍ଦୀପ ଶର୍ମା) :ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ତଲାବୀରା 2 ଓ 3 କୋଳିଲା ଖଣି କାର୍ଯ୍ୟ କରୁଥିବା NLC କମ୍ପାନୀ ର ଶ୍ରମିକ ଶୋଷଣ ନୀତି ବିରୁଦ୍ଧ ରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛି ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ । କେନ୍ଦ୍ର ଶ୍ରମ  ଓ କୋଇଲା ମନ୍ତ୍ରାଳୟ…

ସହରାଞ୍ଚଳର ସମସ୍ତ ବାସହୀନଙ୍କ ଯତ୍ନ ନେବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଶୀତରାତିରେ ହଇରାଣ ହରକତ ନହେବା ପାଇଁ ରାତ୍ରୀ ସମୟରେ ଆଶ୍ରୟକୁ ଗୁରୁତ୍ୱ ଭୁବନେଶ୍ୱର(ଶାସକ ପ୍ରଶାସକ) - : ସହରାଞ୍ଚଳରେ ରହୁଥିବା ବାସହୀନ ଲୋକେ ଯେଭଳି ଶୀତରାତିରେ ହଇରାଣ ହରକତ ନହୁଅନ୍ତି ତାହା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ…

ନାମ ପରିବର୍ତ୍ତନକୁ ନେଇ ପୁରୀରେ ବଢୁଛି ଅସନ୍ତୋଷ !

 ଲୋକଙ୍କ ମତ ଲୋଡାଯାଉ : ରାଜନୀତି ନହେଉ "କାହିଁ କେଉଁ କାଳରୁ ପୁରୀ ବୋଲି ଏହା ସର୍ବଜନବିଦିତ । ପୁରୀବାସୀଙ୍କ ପାଇଁ "ପୁରୀ" ଭାବ ପ୍ରବଣତାର କଥା । ପୁରୀ ଭଳି ଐତିହ୍ୟ ଓ ଆଧ୍ୟାତ୍ମିକ ସହରର ନାମ ପରିବର୍ତ୍ତନ ହେବ ନହେବ ତା ଉପରେ ସରକାର ତଥା ହାତ ଗଣତି ନେତା ନିଷ୍ପତ୍ତି ନେବାର ଅଧିକାର…

ମାହାଙ୍ଗା : ହସୁଛି ଶଙ୍ଖ , ଖସୁଛି ପଦ୍ମ

ମାହାଙ୍ଗାରେ ବିଜେପିରେ ବଢୁଛି ଅସନ୍ତୋଷ : ଦଳ ଛାଡି ବିଜେଡି ରେ ମିଶୁଛନ୍ତି ବିଜେପି ନେତା ନିଶ୍ଚିନ୍ତକୋଇଲି (ଶାସକ ପ୍ରଶାସକ): ଆଗକୁ ନିର୍ବାଚନ ରହିଥିବା ହେତୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି ରାଜନୈତିକ ଅଙ୍କ କଷା । ଲୋକମାନଙ୍କ ପାଇଁ କାମ କରିଥିବା ନେତା ଆରମ୍ଭ…

ବୋଡ଼ାସମ୍ବର ମେହେର (ଭୁଲିଆ) ସମାଜର ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ…

ପଦ୍ମପୁର(ଶାସକପ୍ରଶାସକ)-ବହୁ ଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ର ଉଚ୍ଚ ସ୍ତରୀୟ ତଦନ୍ତ ତଥା ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ରେ ଓଡ଼ିଶାର ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ…

ପ୍ରତ୍ୟେକ ପ୍ରସଙ୍ଗରେ ଶସ୍ତା ରାଜନୀତି କରିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି

ଭୁବନେଶ୍ୱର : ପ୍ରତ୍ୟେକ ପ୍ରସଙ୍ଗର ରାଜନୀତିକରଣ କରିବା ଏବଂ ଶସ୍ତା ରାଜନୀତି କରିବା ଓଡିଶା ବିଜେପିର ଅଭ୍ୟାସରେ ପରିଣତ ହୋଇଛି । ଏମଏନ୍‍ଆରଇଜିଏ ପ୍ରସଙ୍ଗରେ ବିଜେପି ନେତାଙ୍କ ବିବୃତ୍ତିର ଜବାବରେ ଏହା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର…

ମମିତା ମେହେର ଅପହରଣ ଓ ହତ୍ୟା ବିରୋଧରେ ଜିଲ୍ଲା ଭାଜପା ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଅପହରଣ ଓ ପରେ ହତ୍ୟା ହୋଇଥିବା ପ୍ରତିବାଦରେ ଆଜି ଗଜପତି ଜିଲ୍ଲା ଭାଜପା ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ସଫଳ ହୋଇଛି । ଏହି ବନ୍ଦ-ଡାକରା ଆଜି ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…

“ରାଜନୈତିକ ସ୍ୱାର୍ଥ ପାଇଁ ମହିଳା ଅପରାଧ ପ୍ରସଙ୍ଗକୁ ମୋହରା ଭାବେ ବ୍ୟବହାର କରିବା ବିଜେପିର ଆଦତ”

ବିଜେପିକୁ ବିଜେଡିର ଚାଲେଞ୍ଜ : କୁମ୍ଭୀର କାନ୍ଦଣା ଛାଡି ପ୍ରମାଣ ଥିଲେ ପୁଲିସ୍‍ କିମ୍ବା ଅଦାଲତରେ ଦାଖଲ କର ଭୋଟ ଥିଲେ ସକ୍ରିୟ, ଭୋଟ ସରିଲେ ନିଷ୍କ୍ରିୟ ଦୁଇଟି ଉଦାହରଣ ମାଧ୍ୟମରେ ବିଜେପିକୁ ଜବାବ ଦେଲା ବିଜେଡି ଭୁବନେଶ୍ୱର(ଶାସକ ପ୍ରଶାସକ) : ବିରୋଧୀ ରାଜନୈତିକ ଦଳ,…

ପଦ୍ମପୁରରେ ଚିତ୍ରଗୁପ୍ତ ପୂଜା ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର କରଣ ସମାଜ ଆନୁକୁଲ୍ୟରେ ସ୍ଥାନୀୟ ମାରୱାଡ଼ି ଧର୍ମଶାଳାଠାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜାରେ ମନୋଜ କୁମାର ମହାନ୍ତି ଓ ତା'ଙ୍କ ପତ୍ନୀ କବିତା ମହାନ୍ତି କର୍ତ୍ତା କାର୍ଯ୍ୟ ତୁଲାଇଥିଲେ । ଅତ୍ରାହି ରଞ୍ଜନ…