ଖୋର୍ଦ୍ଧା/ ରବି ନାରାୟଣ ସାହୁ-ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥ ଦଳେଇ ପୁଟ ଛକରେ ଉନ୍ନତମାନର ତ୍ରିଷ୍ନା ନାମକ ଏକ ପେଟ୍ରୋଲ ପମ୍ପର ଶୁଭ ଉଦଘାଟନ କରିଥିଲେ ଅଲିଉଡ଼ ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା | ତାଙ୍କ ସହିତ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଭୁବନେଶ୍ୱର ର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ,, ଖୋର୍ଦ୍ଧା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ | ବିଜେଡି ରାଜ୍ୟ ସମ୍ପାଦକ ରୁଦ୍ର ନାଥ ଦତ୍ତ, ଖୋର୍ଦ୍ଧା ଛାତ୍ର ବିଜେଡି ସଭାପତି ରାଜେଶ କୁମାର ପରିଡ଼ା ପ୍ରମୁଖ ଏ ଅବସରରେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post