ଲୁଲୁଙ୍କ ଅନୁଗାମୀମାନେ ଫିଙ୍ଗୁଥିବା ଅଣ୍ଡା ବୋଧହୁଏ ବୋମା ଥିଲା : ପଞ୍ଚାନନ

ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ପାଳିତ ଭୁବନେଶ୍ୱର(ଶାସକ ପ୍ରଶାସକ) : ଲୁଲୁ ମହାପାତ୍ର ଓଡ଼ିଶାର ଅଦ୍ଵିତୀୟ ରାଜନେତା ଥିଲେ | ତାଙ୍କ ବଳିଷ୍ଠ ନେତୃତ୍ୱକୁ ଶାସନ ଓ ପ୍ରଶାସନରେ ଥିବା ବ୍ୟକ୍ତିବିଶେଷ ଭୟ କରୁଥିଲେ | ଲୁଲୁଙ୍କ ଅଣ୍ଡା ଥିଓରୀ…

ମୋ ସ୍କୁଲ ଓ ମୋ କଲେଜ ଅଭିଯାନରେ ସାମିଲ ହେବେ ପ୍ରବାସୀ ଓଡିଆ : ‘ବିଲ୍ଡ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ବିଶ୍ବର ବିଭିନ୍ନ କୋଣରେ ବସବାସ କରୁଥିବା ବିଶିଷ୍ଟ ଓଡିଆ ବ୍ଯକ୍ତିତ୍ବମାନେ ଗତକାଲି ୱେବିନାର ଯୋଗେ ଯୋଗଦେଇ ବିଲ୍ଡ ଓଡ଼ିଶା କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଛନ୍ତି| ଏହି କାର୍ଯ୍ୟକ୍ରମ ଅନୁଯାୟୀ ପ୍ରବାସୀ ଓଡିଆ ଭାଇଭଉଣୀ ମାନେ ଓଡ଼ିଶାର ଯେକୌଣସି ବିଦ୍ୟାଳୟ ବା…

୧୨ ଦାଦନ ଶ୍ରମିକ ଉଦ୍ଧାର,ଜଣେ ଗିରଫ

ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ )-ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସବଡ଼ିଭିଜନ ଏକ ଇତିହାସ ସୃଷ୍ଟି କାରୀ ଦାଦନ ପ୍ରବଣ ଅଞ୍ଚଳ ଭାବେ ଖ୍ୟାତ ଅର୍ଜନ କରିଛି ! ଅନ୍ୟପଟେ ଯେ,ଦାଦନ ପର୍ବ ଆରମ୍ଭ ହୋଇଯାଇଥିବାରୁ ଏଠାରେ ସବୁ ସମୟରେ ବେଆଇନ ଦାଦନ ଶ୍ରମିକ ଉଦ୍ଧାର ର ଦୃଶ୍ୟ ଦେଖିବାକୁ ମିଳେ। ସୂଚନାଯୋଗ୍ୟ…

ନୂଆପଡା ଜିଲ୍ଲାକୁ ଦିନିକିଆ ଗସ୍ତରେ ଓଡିଶା ପୋଲିସ ମହା ନିର୍ଦ୍ଦେଶକ ଅଭୟ

ନୂଆପଡ଼ାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲାକୁ ଦିନିକିଆ ଗସ୍ତରେ ପୋଲିସ ମହାନିର୍ଦ୍ଧେଶ ଅଭୟ ଆସି ମାଓ ପ୍ରବଣ ଅଞ୍ଚଳ ପରିଦର୍ଶନ କରିବା ସହ ଓଡିଶା ଛତିଶଗଡ଼ ସୀମା ରେ ଏକ ଏରିୟଲ ସର୍ଭେ କରିଛନ୍ତି। ସେହିପରି ସୁନାବେଡା ଅଭୟାରଣ୍ୟ ମାଓ ଗତିବିଧି କମିଥିବା ବେଳେ ବିଗତ ଡେଢ଼ ବର୍ଷ ହେବ…

ରାଜନୈତିକ ରାଲିକୁ ନେଇ fb ଯୁଦ୍ଧ ; ଥାନାରେ ମାମଲା ।

ଭଦ୍ରକ / ସତ୍ୟଭୂଷଣ ସ୍ୱାମୀ : ଗତ ୧ ତାରିଖ ଦିନ ବିଜେଡି ପକ୍ଷରୁ ଦରଦାମ ବୃଦ୍ଧି ବିରୋଧରେ ସହରରେ ଏକ ବିରାଟ ରାଲି ହୋଇଥିଲା । ଏହି ରାଲିରେ ବହୁ ସଂଖ୍ୟାରେ ଲୋକମାନେ ଯୋଗ ଦେଇଥିଲେ। କିଛି ସଂଖ୍ୟାଲଘୁର ମହିଳା ମଧ୍ୟ ଏହି ରାଲୀରେ ସାମିଲ ହୋଇଥିଲେ । ଏହାକୁ ନେଇ ମୁସଲିମ ସମ୍ପ୍ରଦାୟ ମଧ୍ୟରେ…

ଓଡିଶା ସରକାର ଗମ୍ଭୀରତା ପୂର୍ବକ ସୀମା ବିବାଦ ପ୍ରସଙ୍ଗକୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଆଲୋଚନା କରି ସମାଧାନ କରନ୍ତୁ :…

ଆନ୍ଧ୍ର ଓଡିଶା ସୀମା ବିବାଦ ପ୍ରସଙ୍ଗ ଭୁବନେଶ୍ୱର: ଆନ୍ଧ୍ର ଓଡିଶା ସୀମା ବିବାଦ ପ୍ରସଙ୍ଗରେ ଆସନ୍ତା ୯ତାରିଖ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି ଓଡିଶା ଗସ୍ତରେ ଆସୁଛନ୍ତି । ରାଜ୍ୟସରକାର ବହୁ ପୂର୍ବରୁ ଏହି ଯେଉଁ ସୀମା ବିବାଦ ଲାଗି ରହିଛି ସେହି ବିଷୟରେ ଗୁରୁତ୍ୱ ଦେଇ ଆଲୋଚନା…

କାଦମ୍ବିନୀ ନଭେମ୍ବର ସଂଖ୍ୟା ଉନ୍ମୋଚିତ

ଭୁବନେଶ୍ୱର: ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ଚଳିତ ନଭେମ୍ବର ସଂଖ୍ୟା ଶନିବାର ଉନ୍ମୋଚିତ ହୋଇଯାଇଛି। କାଦମ୍ବିନୀର ଏହି ସଦ୍ୟ ସଂସ୍କରଣର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଥିବା ଭାରତୀୟ ହକି ଦଳର ପ୍ରାକ୍ତନ ଅଧିନାୟକ ପଦ୍ମଶ୍ରୀ ଦିଲିପ ତିର୍କୀ, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା…

ଜିଲ୍ଲାପାଳଙ୍କ କାଶୀପୁର ଓ କଲ୍ୟାଣସିଂପୁର ବ୍ଲକ ଗସ୍ତ

"କାଶୀପୁର ବ୍ଲକ ପରିଦର୍ଶନ କରିବାସହ ବିଭିନ୍ନ ବିଦ୍ୟାଳୟ ଗୁଡ଼ିକର ଆଧୁନିକିକରଣ କାର୍ଯ୍ୟ ଅନୁଧ୍ୟାନ" । ରାୟଗଡାରୁ ସରୋଜ କୁମାର ସାହୁ/ କଲ୍ୟାସିଂହପୁର(ପ୍ରଦୀପ ଦଳାଇ): ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର କାଶୀପୁର ଓ କଲ୍ୟାଣସିଂପୁର ବ୍ଲକ ଗସ୍ଥ କରି ବିଭିନ୍ନ ଉନ୍ନୟନ ମୂଳକ…

“ସିସିଡି” ତରଫରୁ ଚାଷୀଙ୍କ ସଚେତନତା ପାଇଁ ସଚେତନ ରଥର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିରେ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡି ଆନୁକୂଲ୍ୟରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଗୁମ୍ମା ଠାରେ ଥିବା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ମଣ୍ଡିରେ ମାଣ୍ଡିଆ ବିକ୍ରି ପାଇଁ ଏକ ସଚେତନ ରଥର ଶୁଭାରମ୍ଭ ହୋଇଯାଇଛି।…

ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭବ୍ୟ ସ୍ୱାଗତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ମହା ସମାରୋହ ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ସମସ୍ତ ବି. ଇ. ଓ , ଏ. ବି. ଓ , ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ , ଜିଲ୍ଲା…