ଦିବଂଗତ ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

0

କେନ୍ଦୁଝର / ସିଦ୍ଧେଶ୍ୱର ସାହୁ : କେନ୍ଦୁଝର ସହିଦ ଭବନ ଠାରେ ଦିବଂଗତ ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବର୍ଗର ଲୋକେ ଯୋଗ ଦେଇ ୱିଙ୍ଗ କମାଣ୍ଡରଙ୍କ ସ୍ମୃତି ଚାରଣ କରି ଥିଲେ । ଏହାପରେ କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ପରିସରରେ ସମୂହ ଦୀପଦାନ କରାଯାଇ ଥିଲା ।

Leave A Reply

Your email address will not be published.