ବିଶିଷ୍ଟ ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀଙ୍କ ବିୟୋଗରେ ଶୋକସଭା

0

ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ: ବିଶିଷ୍ଟ ଶ୍ରମିକ ନେତା ଯୋଗେନ୍ଦ୍ର ତ୍ରିପାଠୀଙ୍କ ବିୟୋଗରେ ରାଜ୍ୟ ଅଣ ସଂଗଠିତ ଶ୍ରମିକ ସଂଘ ସମନ୍ୱୟ କମିଟି ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ଏଥିରେ ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଚେୟାରମାନ, ଶ୍ରୀଯୁକ୍ତ ରମେଶ ଚାଉ ପଟନାୟକ ରାଜ୍ୟ ଅଣ ସଂଗଠିତ ଶ୍ରମିକ ସଂଘ ସମନ୍ୱୟ କମିଟି ର୍ ସଭାପତି ନୃସିଂହ ଚରଣ ମିଶ୍ର, ସମ୍ପାଦକ ଦୀନବନ୍ଧୁ ସାହୁ, ସହ ସମ୍ପାଦକ ରମେଶ ଜେନା, ନାରାୟଣ ନାୟକ, ରାଜେଶ ଜେନା, ପ୍ରଫୁଲ କୁମାର ସାହୁ, ଶରତ ରାଉତ, ରବୀନ୍ଦ୍ର ମଣ୍ଡଳ, ଭାଗିରଥି ଦାସ, ଦିଲୀପ ପ୍ରଧାନ ଓ କାର୍ତ୍ତିକ ବେହେରା ପ୍ରମୁଖ୍ ଶୋକ ବ୍ୟକ୍ତ କରିଥିଲେ |

Leave A Reply

Your email address will not be published.