ବିଭିନ୍ନ ପଞ୍ଚାୟତରେ ମାରାଥନ୍ ପ୍ରଚାରରେ ସାମିଲ ହେଲେ ପିସିସି ସାଧାରଣ ସମ୍ପାଦକ

0 2

ବାସୁଦେବପୁର(ପ୍ରତାପ ପାଢ଼ୀ )-ବାସୁଦେବପୁର ରେ ଆରମ୍ଭ ହୋଇ ଯାଇଛି ନିର୍ବାଚନ ପ୍ରଚାର ର ସରଗରମ। ବିଭିନ୍ନ ପଞ୍ଚାୟତ ରେ ପ୍ରାର୍ଥୀ ମାନେ ଘର କୁ ଘର ଯାଇ ବିଭିନ୍ନ ସ୍ଥାନ ରେ ସଭା ସମିତି କରି ପ୍ରଚାର କାର୍ଯ୍ୟ ଚାଲୁ ରଖି ଛନ୍ତି। ବାସୁଦେବପୁର ରେ ବିଧାନ ସଭା ମଣ୍ଡଳୀ ନେତା ତଥା ପିସିସି ସାଧାରଣ ସମ୍ପାଦକ ଅଶୋକ କୁମାର ଦାସ ମଧ୍ୟ ବିଭିନ୍ନ ପଞ୍ଚାୟତ କୁ ଯାଇ ଘନା ଘନ ପ୍ରଚାର କାର୍ଯ୍ୟ ଚଳାଇ ଛନ୍ତି। ବିଭିନ୍ନ ପଞ୍ଚାୟତ ରେ ସମର୍ଥିତ ପ୍ରାର୍ଥୀ ଓ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ ଙ୍କ ସପକ୍ଷ ରେ ଭୋଟ ପାଇଁ ବିଭିନ୍ନ ସ୍ଥାନରେ ମାରାଥନ୍ ପ୍ରଚାର ଚଳାଇଛନ୍ତି।

Leave A Reply

Your email address will not be published.