ରାଷ୍ଟ୍ରୀୟ ସମ୍ମାନ ସହ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଅନ୍ତିମ ସଂସ୍କାର

0

ଭୁବନେଶ୍ୱର ;ଗତକାଲି ପରଲୋକ ଗମନ କରିଥିବା  ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କ ଜନ୍ମସ୍ଥାନ ଝାରସୁଗୁଡ଼ାରେ ସମ୍ପନ୍ନ ହେବ | ଏ ବିଷୟ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି | 

Leave A Reply

Your email address will not be published.