କୈବର୍ତ୍ତ କୁଳ ସମାଜର ବାର୍ଷିକ ସାଧାରଣ ଅଧିବେଶନ

ନୟାଗଡ଼, ୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ମଶାବାରି କଲ୍ୟାଣୀ ମଣ୍ଡପ ଠାରେ ରବିବାର ଦିନ କୈବର୍ତ୍ତ କୁଳ ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଚଉଦ କୋଷର ସଭାପତି ବା ବଡ଼ ବେହେରା ପୂର୍ଣଚନ୍ଦ୍ର ଦାସ ପ୍ରଭୁ ଶ୍ରୀ ରଘୁନାଥଙ୍କ ଫଟୋ…

ଓଡ଼ଗାଁରେ ଛାତ୍ରୀମାନଙ୍କୁ ଡ୍ରେସ ବଣ୍ଟନ କାର୍ଯ୍ୟକ୍ରମ

ଓଡ଼ଗାଁ, ୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ପିମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଛାତ୍ରୀମାନଙ୍କ ପାଇଁ ଡ୍ରେସ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସାର୍ବଜନୀନ ସଭାର ଆୟୋଜନ…

ଭାଜପାର ବିପୁଳ ବିଜୟରେ ଓଡଗାଁରେ ଝାଲ ମୁଡି, ମିଠାଇ ପ୍ରଦାନ ସହିତ ବାଣ ଫୁଟାଇ ଭାଜପା ତରଫରୁ ବିଜୟ ଉତ୍ସବ

ଓଡଗାଁ, ୪।୫ (ଶ୍ରୀକାନ୍ତ କୁମାର ମିଶ୍ର): ସୋମବାର ବେସରକାରୀ ଭାବେ ଘୋଷଣା ହୋଇଥିବା ୫ ରାଜ୍ୟର ବିଧାନ ସଭା ନିର୍ବାଚନ ଫଳାଫଳକୁ ନେଇ ସାଧାରଣରେ ବେଶ ହର୍ଷ ଉଲ୍ଲାସ ଦେଖାଦେଇଛି | ବିଶେଷକରି ପଶ୍ଚିମ ବଙ୍ଗଳା, ଆସାମ ଓ ପୁଡ଼ୁଚେରିରେ ଏନଡିଏ (ଭାଜପା )ସହିତ ସନାତନର ବିପୁଳ ବିଜୟରେ ଉତ୍ସାହିତ…

ରଙ୍ଗଣୀପାଟଣା ରାଧାକୃଷ୍ଣ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା, ୧୦୮ କଳସ ଯାତ୍ରା ୨୪ ପ୍ରହର ନାମଯଜ୍ଞ ଶୁଭାରମ୍ଭ,

ଓଡ଼ଗାଁ,୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ରାଧାକୃଷ୍ଣ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ୧୦୮ କଲସ ଯାତ୍ରା ସହିତ ୨୪ ପ୍ରହର ଅର୍ଥାତ ୭୨ ଘଣ୍ଟିଆ ନାମଯଜ୍ଞ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ରବିବାର ମଧ୍ୟ ରାତ୍ରିରୁ ନାମ ଯଜ୍ଞ ଆରମ୍ଭ…

ବୈଦିକ ବ୍ରାହ୍ମଣ ସମାଜର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଓଡ଼ଗାଁ, ୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବୈଦିକ ବ୍ରାହ୍ମଣ ସମାଜ ବାର୍ଷିକ ସାଧାରଣ ବୈଠକ ରବିବାର ଜ୍ୟେଷ୍ଠ କୃଷ୍ଣ ଦ୍ୱିତୀୟା ତିଥି ଅବସରରେ ସ୍ଥାନୀୟ ବ୍ଲକ ରୋଡ଼ସ୍ଥିତ କଲ୍ୟାଣୀ ମଣ୍ଡପରେ ସନ୍ଧ୍ୟାପ୍ରହରରେ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ଶରତ ଚନ୍ଦ୍ର…

ପଶ୍ଚିମବଙ୍ଗରେ ବିଜେପିର ବିଜୟ ନେଇ ଜନତାଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଟିଏମସି ସରକାରର ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସ୍ପଷ୍ଟ ଜନାଦେଶ - ଧର୍ମେନ୍ଦ୍ର ପ୍ରଧାନ • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କୁ ଧନ୍ୟବାଦ ଜଣାଇବା ସହ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଦେଲେ • ପଶ୍ଚିମବଙ୍ଗର ଜନତା ସୁଶାସନ…

ପ୍ରାଥମିକ ଚିକିତ୍ସା ଓ ସଡ଼କ ସୁରକ୍ଷା ନେଇ ସୋଆ ଏନ୍ଏସ୍ଏସ୍ ପକ୍ଷରୁ ୩-ଦିନିଆ ରାଜ୍ୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ଭୁୁବନେଶ୍ୱର, ମଇ ୪ : ପ୍ରାଥମିକ ଚିକିତ୍ସା ଏବଂ ସଡକ ସୁରକ୍ଷାକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ଶାଖା ଓ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ରାଜ୍ୟ ଏନ୍ଏସ୍ଏସ୍ ଶାଖା ପକ୍ଷରୁ ଏକ ୩-ଦିନିଆ ସଚେତନତା କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର…

ପଶ୍ଚିମବଙ୍ଗ–ଆସାମ–ପୁଡ଼ୁଚେରିରେ ଭାଜପାର ବିଜୟ: ଝାରସୁଗୁଡ଼ାରେ ଉତ୍ସବମୁଖର ପରିବେଶ

   ଝାରସୁଗୁଡ଼ା: ପଶ୍ଚିମବଙ୍ଗ, ଆସାମ ଓ ପୁଡ଼ୁଚେରି ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ବହୁ ସଂଖ୍ୟକ ଆସନ ଜିତି ସରକାର ଗଠନ ଦିଗରେ ଆଗେଇବା ପରେ ଏହାର ଖୁସି ଝାରସୁଗୁଡ଼ା ସହରରେ ଜୋରଦାର ଭାବେ ପ୍ରକାଶ ପାଇଛି। ସୋମବାର ଅପରାହ୍ନରେ ଝାରସୁଗୁଡ଼ାର ଝଣ୍ଡା ଛକ ଓ ବିଟିଏମ୍…

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

  କେନ୍ଦ୍ରାପଡା:୦୪.୦୫.୨୬(ପ୍ରଫୁଲ୍ଲ କୁମାର ମଲ୍ଲ) ମାର୍ଶାଘାଇ ବ୍ଲକରେ ଆଜି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସାଧାରଣ ଲୋକ ମାନେ ନିଜ ନିଜ ସମସ୍ୟା ଓ ଅଭିଯୋଗ ଗୁଡ଼ିକୁ ସିଧାସଳଖ ଭାବେ ଜିଲ୍ଲା ପ୍ରଶାସନଙ୍କ ନଜରକୁ…

ନିଶାମୁକ୍ତ ଓଡିଶା ପାଇଁ କଂଗ୍ରେସର “ନିଶା ମୁକ୍ତ ରଥ” ଝାରସୁଗୁଡାରେ ନଗର ପରିକ୍ରମା

ଲୋକମାନଙ୍କୁ ସଚେତନ କରିବା ସହ ଯୁବ ପିଢ଼ିକୁ ନିଶାରୁ ଦୂରେ ରଖିବାରେ ଜୋର ଝାରସୁଗୁଡା, ୪ ମେ: ପ୍ରଦେଶ କଂଗ୍ରେସର ପ୍ରୟାସରେ ନିଶାମୁକ୍ତ ଓଡିଶା ଗଠନ ଲକ୍ଷ୍ୟରେ “ନିଶା ମୁକ୍ତ ରଥ” ରାଜ୍ୟ ସାରା ଭ୍ରମଣ କରୁଛି। ଏହି ଅଭିଯାନର ଅଂଶ ଭାବେ ଗତ ୦୩ ମେ ତାରିଖରେ ଝାରସୁଗୁଡା ଜିଲ୍ଲାରେ ରଥଟି ନଗର…