ବିଜେପିରୁ ବିଦା ହେଲେ ଅଢେଇ ଡଜନ ସ୍ଥାନୀୟ ନେତା

0

ଭୁବନେଶ୍ୱର : ଜିଲ୍ଲା ସଭାପତିଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ କଟକ ଜିଲ୍ଲା ଚୈାଦ୍ୱାର ମ୍ୟୁନିସିପାଲିଟିର ଦିପକ ସାମନ୍ତରାୟ, ଯାଜପୁର ଜିଲ୍ଲା ବ୍ୟାସନଗର ମ୍ୟୁନିସିପାଲିଟିର ପ୍ରସନ୍ନ କୁମାର ସାମଲ, ପୁରୀ ଜିଲ୍ଲା ପିପିଲି ଏନଏସିର ଦେବାଶିଷ ଦୀକ୍ଷିତ, ବିଜୟଲକ୍ଷ୍ମୀ ବାରିକ, ସୁଲୋଚନା ଦୀକ୍ଷିତ, ରୋଜାଲିନ ପରିଡା, ଜନ୍ମେଜୟ ଜେନା ଏବଂକୋଣାର୍କ ଏନଏସିର ନିରଂଜନ ରାଉତରାୟ, ଆଶାଲତା ରାଉତରାୟ, କଟକ ମହାନଗର ନିଗମର ପୁଷ୍ପିତା ମହାପାତ୍ର, ସୟଦ ଶାହାନବାଜ ଅଲ୍ଲୀ, ଶ୍ୟାମସୁନ୍ଦର ସାହୁ, ସୁରେଶ ମହାନ୍ତି, ସଂଜୟ ଜେନା, ମନୋରଂଜନ ସାହୁ, କୈଳାଶ ଚନ୍ଦ୍ର ବସ୍ତିଆ, ଲିଙ୍ଗରାଜ ହାତୀ, ମନୋଜ ସାହୁ, ଶୋଭା ପାଣ୍ଡେ, ଶ୍ରୀରାମ ପାଣ୍ଡେ, ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ମ୍ୟୁନିସିପାଲିଟିର ସୁନୀଲ ଅଗ୍ରୱାଲ, ଝାରସୁଗୁଡା ଜିଲ୍ଲା ବେଲପାହାଡ ମ୍ୟୁନିସିପାଲିଟିର ସମୀର ମିଶ୍ର, ରଶ୍ମୀରଂଜନ ମହାନ୍ତି, ସ୍ନିଗ୍ଧା ବହିଦାର, ସନ୍ତୋଷ ଲେଙ୍କା, ଧର୍ମେନ୍ଦ୍ର ସିଂହ, ଟିକିନା ଧଳ, ଯଦୁମଣି କୈବର୍ତ, ସାଜିଦ୍ ରାଜା, ରାୟଗଡା ମ୍ୟୁନିସିପାଲିଟିର ରଜତ ମାଦଳାଙ୍କୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.