ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଧ୍ୟକ୍ଷା ନିର୍ବାଚିତ ହେଲେ ବିଜେପିର ମମତା ଜୈନ

0

ଟିଟିଲାଗଡ଼ (ଶାସକ ପ୍ରଶାସକ) : ଟିଟିଲାଗଡ଼ ମ୍ୟୁନିସିପାଲିଟିରେ ବିଜେପି ପ୍ରାର୍ଥିନୀ ମମତା ଜୈନ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ବିଜେଡ଼ି ମନ୍ତ୍ରୀଙ୍କ ବିଜେଡ଼ି ଗଡ଼ରେ ବିଜେପିର ବାଜିମାତ୍‌ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ବେଳେ ଅଧ୍ୟକ୍ଷା ଭାବେ ବିଜୟୀ ହୋଇଥିବା ମମତାଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.