Sign in
Sign in
Recover your password.
A password will be e-mailed to you.
ଆରମ୍ଭ ହେଲା ଶିଶିର ସରସ
ଭୁବନେଶ୍ୱର : ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଅଧୀନସ୍ଥ ଓଡିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି (ଓରମାସ୍) ତରଫରୁ ଆୟୋଜିତ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ଆରମ୍ଭ ହୋଇଛି । ପ୍ରତ୍ୟେକ ବର୍ଷ ଆୟୋଜିତ ହେଉଥିବା ଏହି ମେଳା ରାଜ୍ୟ ସରକାରଙ୍କର ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର…
ପଦ୍ମପୁର ଟାଉନ କ୍ଲବ ଓ ମହାନଦୀ ନେତ୍ର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ପଦ୍ମପୁର: ପଦ୍ମପୁର ଟାଉନ କ୍ଲବ ତରଫରୁ କ୍ଲବ ଓ ମହାନଦୀ ନେତ୍ର ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ଶିବିରରେ ମୋଟ ୪୦୬ ଜଣଙ୍କର ମାଗଣା ଚକ୍ଷୁ ପରୀକ୍ଷା ହୋଇଥିବା ବେଳେ ସେ ମାନଙ୍କ ମଧ୍ୟରୁ ମୋଟ ୧୬୬…
ରେଲିଅନ୍ସ ଫାଉଣ୍ଡେସନ ତରଫରୁ କୃଷିଭିତ୍ତିକ କାର୍ଯ୍ୟକ୍ରମ।
ସିମୁଳିଆ (ଅକ୍ଷୟ କୁମାର ଜେନା) : ସ୍ବର୍ଗତ ଧିରୁ ଭାଇ ଅମ୍ବାନୀ ଙ୍କ ର ଜନ୍ମତିଥି ଅବସରରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର୍ ମୁନିପଦା ରେ ଏକ କୃଷି ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ସମଗ୍ର ରାଜ୍ୟ ଏବଂ ଦେଶ ବାହାରେ ଜଣାଶୁଣା ଚାଷୀ ଗଜେନ୍ଦ୍ର ବେହେରା ଙ୍କ ପୌରହିତ…
କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ଓ ଛତିଶଗଡ଼ର ଅଷ୍ଟାଦଶ ମହାସଭା ଅନୁଷ୍ଠିତ
ପାଇକମାଳ: ପାଇକମାଳ ବ୍ଲକ୍ ମାଣ୍ତୋସିଲ ସାଇ ତରଫରୁ ଅଂଳାଯୁବା ମହାମାୟା ଶୁଶିଳା ଦେବୀ ନରସିଂ ଛାତ୍ରୀନିବାସ ପରିସର ରେ କୁବେର ସମାଜ ପଶ୍ଚିମାଞ୍ଚଳ ଓଡିଶା ଓ ଛତିଶଗଡ଼ ର ଅଷ୍ଟାଦଶ ମହାସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । ମହାସଭା ସଭାପତି ରମହରି ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସମାବେଶରେ…
ଉତ୍କଳୀୟମ୍ ଫାଉଣ୍ଡେସନ୍ ଦ୍ବାରା ସମ୍ମାନିତ ହେଲେ ସମାଜସେବୀ ରଶ୍ମିତା
ପଦ୍ମପୁର : ଉତ୍କଳୀୟମ୍ ଫାଉଣ୍ଡେସନ୍ ଟ୍ରଷ୍ଟ ଦ୍ୱାରା ରାଜ୍ୟ ସ୍ତରୀୟ କରୋନା ଯୋଦ୍ଧା ସମ୍ମାନ - ୨୦୨୧ କାର୍ଯ୍ୟକ୍ରମ ଉତ୍କଳ ସାମ୍ବାଦିକ ସଂଘ ଭୂବନେଶ୍ବର ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର କରୋନା ଯୋଦ୍ଧା ଯଥା ପୋଲିସ, ଡାକ୍ତର, ନର୍ସ, ସାମ୍ବାଦିକ,…
ସଚେତନ ହେମା ଢୋଲବନ୍ଧ ଆୟୋଜିତ ଦ୍ଵିତୀୟ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ଡିସେମ୍ବର 30ରୁ
ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମପଞ୍ଚାୟତ ଢୋଲବନ୍ଧ ଗ୍ରାମରେ ସଚେତନ ହେମା ଅନୁଷ୍ଠାନ ଦ୍ୱାରା ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଅନୁଷ୍ଠିତ ଆସନ୍ତା ଡିସେମ୍ବର 30 ଓ 31 ଦୁଇଦିନ ଧରି ମହାସମାରୋହରେ ନାଟ୍ୟ କଳାର ଜୟଗାନ କରି ଗ୍ରାମୀଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ l ପ୍ରଥମ…
ପଂଚାୟତ ଓ ପୌର ଭୋଟ ଆଗରୁ ବିଜେଡିରେ ଫଟାଫଟି !
ନେତାଙ୍କ ଭିତରେ ମନ ମେଳ ନାହିଁ କିଏ କରେଇବ ମିଟି
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):ରାଜ୍ୟରେ ପଞ୍ଚାୟତ ଓ ପୋୖରପରିଷଦ ନିର୍ବାଚନ ପାଇଁ ସବୁ ଦଳରେ ଏବେ ତତ୍ପରତା ଦେଖା ଦେଇଛି I ବିଜେଡି ସବୁ ଦିଗରୁ ସୁଦୃଢ଼ ଥିଲେ ବି ଘୁ.ଉଦୟଗିରି ବିଜେଡିରେ କେଁ ଥିବା ଦେଖା ଦେଇଛି I ଏହି ବିବାଦ ପୂର୍ବତନ…
କୃଷି ବିଭାଗରେ ୨୦୦ କୋଟିରୁ ଉର୍ଧ୍ଵ ଟଙ୍କାର ଘୋଟାଲାର ଅଭିଯୋଗ ଆଣିଲେ ପ୍ରଦୀପ ପୁରୋହିତ
ଘୋଟାଲା ବିରୁଦ୍ଧରେ ସିବିଆଇ ତଦନ୍ତ ଦାବୀ ସହ ଆନ୍ଦୋଳନ କରିବ କୃଷକ ମୋର୍ଚ୍ଚା
ଭୁବନେଶ୍ୱର: କୃଷି ବିଭାଗରେ ହଜାର ହଜାର କୋଟି ଟଙ୍କା ଦୁର୍ନୀତି ପଛରେ ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ସମେତ ଶାସକ ଦଳର ବହୁ ନେତାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି । କୃଷି ବିଭାଗର ଉଦ୍ୟାନ କୃଷିରେ ହୋଇଥିବା…
କୋଣାର୍କରେ ଅଭାବନୀୟ ଘଟଣା !
ପୁରୀ/ଅନିମେଶ ପଟ୍ଟନାୟକ: କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ହଜାରରୁ ଅଧିକ ପର୍ଯ୍ୟଟକ ମାନିଲେନି ପ୍ରଶାସନର ନିୟମ । ଧସେଇ ପସିଲେ କୋଣାର୍କ ସୂର୍ଯ୍ୟମନ୍ଦିରର ପରିସରକୁ ।
ସୂଚନା ମୁତାବକ, ଟିକେଟ କାଉଣ୍ଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପର୍ଯ୍ୟଟକଙ୍କୁ…
ରଣପୁର ଏନ. ଏସି ରେ ବିଧାୟକ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାଶ ଓ ଭିତ୍ତିପ୍ରସ୍ଥର ସ୍ଥାପନ
ରଣପୁର /ପ୍ରସନ୍ନ କୁମାର ସାମନ୍ତରାୟ: ନୟାଗଡ ଜିଲ୍ଲା ରଣପୁର ଏନ. ଏ. ସି ରେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି | ମଙ୍ଗଳ ବାର ଅପରାହ୍ନ ସମୟରେ ବିଧାୟକ ଶ୍ରୀ ସତ୍ୟନାରାୟଣ ଏହି ଭିତ୍ତିପ୍ରସ୍ଥର ଓ…