ଖୋର୍ଦ୍ଧା (ସେକ୍ କୌସର ):ସୂଚନା ଅନୁଯାୟୀ ବାଲିପାଟଣା ଥାନା ଅଞ୍ଚଳର ଜଣେ ଯୁବକ ଓ ଯୁବତୀଙ୍କ ପ୍ରେମ ସମ୍ପକ ଗଢି ଉଠିଥିଲା ଭଲ ପାଇବାର କିଛିଦିନ ମଧ୍ୟରେ ଦୁହେଁ କୋର୍ଟ ମ୍ୟାରେଜ୍ କରିଥିଲେ ମାତ୍ର ସେତେବେଳେ ଝିଅ ଘର ପରିବାର ଦୁହେଁ ମ୍ୟାରେଜ୍ କରିବାର ଜାଣିନଥିଲେ ପରେ ଯେତେବେଳେ ଝିଅ ଘର ପରିବାର ଲୋକେ ଏ ସମ୍ପର୍କରେ ଜାଣିଲେ ଦୁହେଁଙ୍କୁ ଛାଡପତ୍ର ପାଇଁ ଉଭୟଙ୍କ ଉପରେ ଚାପ ପକେଇଲେ ମାତ୍ର ଏଥିରେ ଦୁହେଁ ରାଜି ନ ହେବାରୁ ଗତମାସକ ତଳେ ଛାଡପତ୍ର ଇସ୍ତାହାରରେ ଦସ୍ତଖତ କରିବା ପାଇଁ ଝିଅର ବାପା ପୁଅକୁ ଅପହରଣ କରିଥିଲେ ଏଥିରେ ମଧ୍ୟ ପୁଅ ରାଜି ନ ହେବାରୁ ଝିଅ ଘର ପରିବାର ଲୋକେ ତାକୁ ମାରଧର କରିଥିଲେ କୌସଳ କ୍ରମେ ପୁଅଟି ସେଠାରୁ ଖସି ପଳେଇ ଆସିଥିଲା କିନ୍ତୁ ଆଜି ପୁଅ କୌଣସି କାମରେ ବାଳକାଟି ଆସିଥିବା ବେଳେ ପେଟ୍ରୋଲ ଟାଙ୍କି ନିକଟରୁ ପୁନର୍ବାର ଝିଅର ବାପା ପୁଅକୁ OD02BT2009 ଏକ ସଫାରୀ କାର୍ ରେ ତାଙ୍କୁ ଅପହରଣ କରିଥିଲେ ଏନେଇ ପୁଅର ମାଆ ବାଳକାଟି ଫାଣ୍ଡିରେ ଅଭିଯୋଗ କରିଥିଲେ ୧୩୨/୨୦୨୨ ବାଳକାଟି ଫାଣ୍ଡିରେ ଅଧିକାରୀ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବାର ଜଣା ପଡ଼ିଛି ।।
Sign in
Sign in
Recover your password.
A password will be e-mailed to you.
Prev Post