ଛାତ୍ରୀ ଙ୍କୁ କମେଣ୍ଟ ମରା କୁ ନେଇ ଯୁବକ ଙ୍କୁ ନିସ୍ତୁକ ମାଡ

0 2

ସିମୁଳିଆ, (ଅକ୍ଷୟ କୁମାର ଜେନା):ଘଟଣା ଟି ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକର ମଇତାପୁର ରେ ଦେଖି ବାକୁ ମିଳିଛି। ଯୁବକ ଜଣକ ମେଲଣ ପଡିଆ ଗୋଚ୍ଛାୟତ ସାହି ଭୂଆନ ସେନାପତି ଙ୍କ ପୁଅ ଶିବ ସେନାପତି ହୋଇଥିବା ବେଳେ ଛାତ୍ରୀ ଜଣକ ସେଇ ନିକଟବର୍ତୀ ବୋଲି ଜଣା ପଡ଼ିଛି। ଛାତ୍ରୀ ଜଣ କୁ ବାରମ୍ବାର ଏହି ଯୁବକ ହଇରାଣ କରୁଥିବା ବେଳେ ଆଜି ଉଭୟ ବାପା ମା ସହ କଲେଜ ଛାତ୍ରୀ ଜଣକ। ଏହି ଅସାମାଜିକ ଯୁବକ କୁ ଉତ୍ତମ ମଧ୍ୟମ ଦେଈ ଛନ୍ତି। ଏବେକାର ମଦ୍ୟପ ଯୁବକ ମାନେ ଛକ ଛକ ପାନ ଦୋକାନ ରେ ବସି ରୋଡ ରୋମିଓ ସାଜୁଥିବା ବେଳେ କଲେଜ୍ ଫେରନ୍ତା ଛାତ୍ରୀ ମାନଙ୍କୁ ରୀତିମତ କମେଣ୍ଟ ମାରି ଚାଲୁଛନ୍ତି। ଆଜି ଏପରି ଏକ ଘଟଣା ସୋସିଆଲ ମିଡିଆ ରେ ଧୁମ୍ ଭାଇରାଲ ହେଉଛି। ପ୍ରବଳ ମାଡ଼ ବର୍ଷା ହେଉଛି ଏହି ରୋମିଓ ଙ୍କ ଉପରେ। ଘଟଣାଟି ମେଲଣ ପଡିଆ ନିକଟ ରେ ଘଟି ଥିବା ବେଳେ। ଏଯାଏ ପୋଲିସ୍ ରେ ସୂଚନା ହୋଇ ନ ଥିବା ର ସୁଚନା ମିଳିଛି।

Leave A Reply

Your email address will not be published.