ଲହଡ଼ି ମାଡରେ ଭାସିଗଲେ ପର୍ଯ୍ୟଟକ

0

ପୁରୀ (ଅନିମେଶ ପଟ୍ଟନାୟକ): ସମୁଦ୍ରରେ ଗାଧୋଉଥିବା ସମୟରେ ପର୍ଯ୍ୟଟକ ନିଖୋଜ । ବାଲେଶ୍ବରର ବଂଶୀଧର ବେହେରା ନିଜ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ । ପରିବାର ସହ ସମୁଦ୍ରରେ ଗାଧୋଉଥିବା ସମୟରେ ଲହଡ଼ି ମାଡରେ ବଂଶୀଧର କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି । ରିପୋର୍ଟ ଲେଖାହେବା ବେଳକୁ ଦମକଳ ବାହିନୀ ଖୋଜାଖୋଜି ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.