Sign in
Sign in
Recover your password.
A password will be e-mailed to you.
କେନ୍ଦ୍ରୀୟ ଶ୍ରମ ସଂଗଠନ ନିଷ୍ପତି କ୍ରମେ ଫେବୃଆରୀ ୨୩-୨୪ ସାଧାରଣ ଧର୍ମଘଟ ମାର୍ଚ୍ଚକୁ ଘୁଞ୍ଚିଲା।
ରାଉରକେଲା,୩୧/୧(ବସନ୍ତ କୁମାର ଜେନା): ୧୦ଗୋଟି କେନ୍ଦ୍ରୀୟ ଶ୍ରମ ସଂଗଠନ ଓ ଦେଶର ସମସ୍ତ ସ୍ୱାଧୀନ ସେକ୍ଟରାଲ ଫେଡରେସନ ଓ ଆସୋସିଏସନ ମାନଙ୍କ ମିଳିତ ଆହ୍ୱାନ କ୍ରମେ ଆସନ୍ତା ଫେବୃଆରୀ ୨୩-୨୪ ରେ ହେବାକୁ ଥିବା ଦେଶ ବ୍ୟାପୀ ସାଧାରଣ ଧର୍ମଘଟକୁ ଆସନ୍ତା ମାର୍ଚ୍ଚ ୨୮-୨୯କୁ ଘୁଞ୍ଚେଇ ଦିଆଯାଇଛି ।…
ଅଟୋ-ହାଇୱ। ଧକ୍କା : ମା ଏବଂ ଚାରିବର୍ଷ ର ଶିଶୁପୁତ୍ର ଗୁରୁତର
ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି।
ରାଉରକେଲା(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନାର ଦଳମକୁଚl ଘାଟି ରେ ଏକ ହାଇୱ। ଗାଡ଼ି ଧକ୍କାରେ ଅଟୋ ରେ ବସିଥିବା ମା ଏବଂ ପୁଅ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଶ୍ଵ ଭୂଷଣ ଦାସ ଏକ ଅଟୋ ରେ ପରିବାର…
ବାଂକୋଇ ପୋଲିସ ଫାଣ୍ଡି ଅଧିକାରୀ ହାତରେ ଧରା ପଡିଲେ ଗୋରୁ ବେପାରୀ
ରବି ନାରାୟଣ ସାହୁ ଙ୍କ ରିପୋର୍ଟ(ଖୋର୍ଦ୍ଧା)--ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାଠାରୁ ଗ୍ରାମାଞ୍ଚଳରେ ଚୋରା ଚାଲାଣ ଗୋରୁ ବେପାରୀ ମାନେ ସକ୍ରିୟ ହେବାରେ ଲାଗିଛି | କେତେ ବେଳେ ଜାତୀୟ ରାଜପଥ ରେ ବଜରଙ୍ଗ ଦଳ ଧରୁଛି ତ କେତେ ବେଳେ ପୋଲିସ ଅଧିକାରୀ ମାନେ ଧରୁଛନ୍ତି | କିନ୍ତୁ ଚୋରା ଗୋରୁ ବେପାର…
ସମସରପୁର ଗ୍ରାମରେ ଶ୍ରୀ ଶ୍ରୀ ସୋମେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ
ମାହାଙ୍ଗା/ ଦେବେନ୍ଦ୍ର ଷଢଙ୍ଗୀ : କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମସରପୁର ଗ୍ରାମ ରେ ଶ୍ରୀ ଶ୍ରୀ ସୋମେଶ୍ୱର ମହାଦେବ ଙ୍କ ର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୁଜା କାର୍ଯ୍ୟ ଆରମ୍ଭ…
ସୁଶାନ୍ତ ଇଫେକ୍ଟ : ଯୁବ ମୋର୍ଚ୍ଚାର ସଭାପତି ଙ୍କର ଗଡରୁ ଝଡୁଛି ପଦ୍ମ ପାଖୁଡା !
ବିଜେପି ଛାଡି ବିଜେଡିରେ ଯୋଗ ଦେଉଛନ୍ତି ତୃଣମୂଳସ୍ତର ନେତା ଓ କର୍ମୀ
ବରଗଡ :- ପ୍ରବଳ ଶୀତର ବାତାବରଣକୁ ଗରମ କରିଦେଇଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ । ବିରୋଧୀଙ୍କର ହ୍ରାସ ପାଉଥିବା ଲୋକପ୍ରିୟତା ଓ ବିରୋଧୀ ନେତା ମାନଙ୍କର ପାରିବା ପଣିଆ ଉପରେ ଖୋଦ ତାଙ୍କର ଦୃଢ଼ ସମର୍ଥକ ମାନେ…
ଶିକ୍ଷାଦାନର ଅଭିନବ ପ୍ରୟାସ; ଅଭିଭାବକଙ୍କ ଭୂୟସୀ ପ୍ରଶଂସା
ପୁରୀ/ଅନିମେଶ ପଟ୍ଟନାୟକ : କୋଭିଡ ବିଗାଡିଛି ଶିକ୍ଷା ବ୍ୟବସ୍ଥା । ପ୍ରଭାବିତ ହୋଇଛନ୍ତି କୁନି ଛାତ୍ର ଛାତ୍ରୀମାନେ । ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ କରାଯାଇଛି ଅନଲାଇନ ପାଠ ପଢା ବ୍ୟବସ୍ଥା । ହେଲେ କୁନି କୁନି କିଶୋର କିଶୋରୀଙ୍କ ପାଠ ପଢାରେ କୋଭିଡର ଭାରି ପ୍ରଭାବ ଦେଖିବାକୁ ମିଳୁଛି ।…
ବାଇକ ଲୁଟେରା ଗିରଫ; ୫ଟି ମୋଟର ସାଇକେଲ ଜବତ
ଭଞ୍ଜନଗର/ ନିଲୁ ବିଷୋୟୀ . ଭଞ୍ଜନଗର ପୋଲିସ ଏକ ବାଇକ ଲୁଟେରାକୁ ଧରିବାରେ ସଫଳ ହୋଇଥିବା ବେଳେ ତା ନିକଟରୁ ୫ଟି ଚୋରୀ ମୋଟର ସାଇକେଲ ଜବତ ହୋଇଛି।ଗତ ବର୍ଷ ନଭେମ୍ବର ୧୭ତାରିଖରେ ଭଞ୍ଜନଗର ମେଡ଼ିକାଲ ପରିସରରୁ ଏକ ବଜାଜ ବକ୍ସର ଓଆର. ୦୭ଜି.୭୩୫୪ ବାଇକ ଚୋରୀ ବିଷୟରେ ଥାନାରେ ଅଭିଯୋଗ…
ଅବକାରୀ ବିଭାଗର ଚଢ଼ାଉ ଆଠ କ୍ବିଣ୍ଟାଲ ମହୁଲ ପୋଚ ନଷ୍ଟ ।
ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଉପଖଣ୍ଡ ସୋହେଲା ଅବକାରୀ ଥାନା ଅଞ୍ଚଳରେ ଦେଶୀ ମଦରନ୍ଧାକୁ ରୋକିବା ପାଇଁ ସୋହେଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ମାନ ଜାରି ରହିଛି । ବରଗଡ଼ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୋହେଲା ଅବକାରୀ ଥାନାର ଗୋଟିଏ ଟିମ ବିଜେପୁର ଥାନା ଅନ୍ତର୍ଗତ…
“ବିଜେପି ଶାସିତ କର୍ଣ୍ଣାଟକ ପାଇଁ ହାଁ, ଓଡ଼ିଶାର ହକ ବେଳକୁ କୁଣ୍ଠା କିଆଁ ! “
ଗ୍ରାମୀଣ ଆବାସ ଯୋଜନାରେ ପୁଣିଥରେ ପଦାରେ ପଡ଼ିଲା ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ : ବିଜେଡି
ବାରମ୍ବାର ଅନୁରୋଧ ସତ୍ତ୍ୱେ ଓଡ଼ିଶା ପାଇଁ ଆବାସ ପୋର୍ଟାଲ୍ ଖୋଲିଲେନି
ଘର ମଞ୍ଜୁର କରିବାରେ ପ୍ରତିବନ୍ଧକ ସାଜିଛନ୍ତି ଓଡ଼ିଶାର ବିଜେପି ସାଂସଦମାନେ
କେନ୍ଦ୍ରର…
ପୂର୍ବତନ ସରପଞ୍ଚ କମଳାକାନ୍ତ ପ୍ରଧାନଙ୍କ ସହଯୋଗରେ ବହୁ ବିଜେପି ଓ କଂଗ୍ରେସ କର୍ମୀଙ୍କ ବିଜେଡି ରେ ଯୋଗଦାନ ।
ମାହାଙ୍ଗା / ଦେବେନ୍ଦ୍ର ଷଢଙ୍ଗୀ :- ମାହାଙ୍ଗା ବ୍ଲକ ଗୋତରା ଗ୍ରାମପଂଚାୟତର ପୂର୍ବତନ ସରପଞ୍ଚ କମଳାକାନ୍ତ ପ୍ରଧାନ ଙ୍କ ସହଯୋଗରେ ବହୁ ବିଜେପି ଓ କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ରାଜ୍ୟ ପଂଚାୟତିରାଜ,ଆଇନ, ପାନୀୟଜଳ, ନଗର ଉନ୍ନୟନ ଓ ଗୃହନିର୍ମାଣ…