Sign in
Sign in
Recover your password.
A password will be e-mailed to you.
ସମାଜସେବୀଙ୍କ ସ୍ମୃତି ଚାରଣ ସଭା
ଜଗତସିଂହପୁର/ସୁମନ୍ତ କୁମାର ଦାସ :ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମର ବରିଷ୍ଠ ନାଗରିକ ତଥା ବିଶିଷ୍ଠ ସମାଜସେବୀ ସ୍ବର୍ଗତ ନଟବର ଖୁଣ୍ଟିଆଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି | ସ୍ବର୍ଗତ ଖୁଣ୍ଟିଆ ଗ୍ରାମରେ ବିଭିନ୍ନ ସମାଜସେବା…
ହିନ୍ଦୁସ୍ତାନ ପେଟ୍ରୋଲ ପମ୍ପ ତ୍ରିଷ୍ନା ଉଦ୍ଘାଟିତ
ଖୋର୍ଦ୍ଧା/ ରବି ନାରାୟଣ ସାହୁ-ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥ ଦଳେଇ ପୁଟ ଛକରେ ଉନ୍ନତମାନର ତ୍ରିଷ୍ନା ନାମକ ଏକ ପେଟ୍ରୋଲ ପମ୍ପର ଶୁଭ ଉଦଘାଟନ କରିଥିଲେ ଅଲିଉଡ଼ ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତା | ତାଙ୍କ ସହିତ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର,…
ଭାରତୀ ଜନସେବା ସମିତି ତରଫରୁ ସଫେଇ କାର୍ଯ୍ୟକ୍ରମ
ସିମୁଳିଆ(ଅକ୍ଷୟ କୁମାର ଜେନା ) : ଭାରତୀ ଜନସେବା ସମିତି ମଇତାପୁର ତରଫରୁ ଆଜି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସମିତିର କର୍ମକର୍ତ୍ତା ତଥା ସ୍ଥାନୀୟ ଅଂଚଳର ପିଲାମାନେ ମିଶି ରାସ୍ତାଘାଟ, ମେଡିକାଲ୍ ପରିସର ସବୁଠି ସଫେଇ କରିଥିଲେ | ସୂଚନାଯୋଗ୍ୟ ଯେ ଦୀର୍ଘ ପନ୍ଦର ବର୍ଷ ଧରି…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ର ରଣନୀତି ପ୍ରସ୍ତୁତ
ସମସ୍ତ ଆଠଗୋଟି ଜୋନରେ ବିଜେଡି ର ଲୋକପ୍ରିୟତାରେ ବୃଦ୍ଧି : ବିଜେଡି
ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସମୁଦାୟ ୮ଗୋଟି ଜିଲ୍ଲା ପରିଷଦ ଯୋନ ରହିଛି । ଜିଲ୍ଲା ର ଆମ୍ବଭନା ଯୋନ ରୁ ଦଳୀୟ ପ୍ରାର୍ଥୀ ଙ୍କର ନିର୍ବିରୋଧ ବିଜୟ ଦଳର ସମସ୍ତ ପ୍ରାର୍ଥୀ ଙ୍କୁ ଆଗାମୀ ନିର୍ବାଚନରେ…
ବିଜୟ ପରିଡା ମୃତ୍ୟୁ ଉନ୍ମୋଚନରେ ବିଳମ୍ବ : ପ୍ରତିବାଦରେ ପରିବାର ଲୋକଙ୍କ ଥାନା ଆଗରେ ଧାରଣା
ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀଜିଲ୍ଲା ର ଦୀପାଞ୍ଚଳ ତାଳଦା ଗ୍ରାମପଂଚୟତର ଏଡବାଂସ ଗ୍ରାମର ବିଜୟ ପରିଡାଙ୍କ ମୃତ୍ୟୁକୁ ଇତି ମଧ୍ୟରେ ଦେଢ଼ ମାସ ପୁରିଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଉନ୍ମୋଚନ ନ ହେବା ଓ ଦୀର୍ଘଦିନ ଦେବ ଆସାମୀ ମାନେ ଦିନ ଦି ପ୍ରହରେ ବୁଲିବା ଆଦି ଘଟଣାକୁ ନେଇ ମୃତକ ବିଜୟ ଙ୍କ…
ବିଜେଡ଼ି ଅଫିସ୍ ଉଦ୍ ଘାଟନ କଲେ ଜିଲ୍ଲା ସଭାପତି ଶ୍ରୀସୁଧୀର ଦାସ।
କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତ, ମାଝିଗୁଡା, କଲ୍ୟାସିଂହପୁର, ତିନୋଟି ସ୍ଥାନ ରେ ବିଜେଡ଼ି ଅଫିସ୍ ଉଦଘାଟନ କଲେ ରାୟଗଡା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ସୁଧୀର ଦାସ। ପ୍ରଥମେ କର୍ମୀ ମାନେ ଏକତ୍ରିତ ହୋଇ ସଭାପତି…
ଶହୀଦ ଦିବସ ଉପଲକ୍ଷେ ଶିଳ୍ପ ବିଭାଗ ପକ୍ଷରୁ ବାପୁଜୀଙ୍କ ସ୍ମୃତିଚାରଣ ଓ ନିରବ ପ୍ରାର୍ଥନା
ଭୁବନେଶ୍ୱର:ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗର ସମ୍ମିଳନୀ କକ୍ଷଠାରେ ଶହୀଦ ଦିବସ ଉପଲକ୍ଷେ ସମସ୍ତ କର୍ମଚାରୀଙ୍କୁ ନେଇ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛିା ଅତିରିକ୍ତ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
ମାନସିକ ବିକାରଗସ୍ତ ବୃଦ୍ଧାଙ୍କୁ ସହଯୋଗର ହାତ ବଢ଼ାଇଲା ଉତ୍କଳ ଆମ୍ବେଦକର ସମାଜ
ବାଣପୁର ( ସେକ୍ କୌଶର ): ସେବା ହିଁ ଧର୍ମ l ମାନବ ସେବା ମାଧବ ସେବା l ପ୍ରତିଦିନ ଆମ ସମାଜରେ ଅନେକ ଅସହାୟ, ନିରାଶ୍ରୟ, ମାନସିକ ବିକାରଗସ୍ତ ଅଛନ୍ତି ଯେଉଁମାନେ କିଞ୍ଚିତ ସାହାଯ୍ୟ ଅପେକ୍ଷାରେ ଚାତକ ପରି ଚାହିଁ ରହିଥାନ୍ତି l ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର…
ବିଦ୍ୟୁତ ସସ୍ପର୍ଶରେ ଆସି ଯୁବକର ମୃତ୍ୟୁ
ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) ପାଟଣାଗଡ ଏନ୍ଏସି ୱାଡ ନମ୍ବର ୧ ଅନ୍ତର୍ଗତ ଭାଟିଶାଳପଡାର ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତକ ଜଣକ ପଙ୍କଜ ମେହେର(୩୬) ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତିରେ ହିଟରରେ ପାଣି ଗରମ କରୁଥିବା ସମୟରେ…
କେନ୍ଦୁପତ୍ର କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଡ଼ିଏଫ୍ଓଙ୍କ ସହିତ ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘର…
ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) : ନୂତନ ଭାବେ ପାଟଣାଗଡ କେନ୍ଦୁପତ୍ର ଡିଭିଜନରେ ଯୋଗଦେଇଥିବା ଡ଼ିଏଫ୍ଓଙ୍କ ସହିତ ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘର ସୌଜନ୍ୟମୂଳକ ସାକ୍ଷାତକାର ସମୟରେ କେନ୍ଦୁପତ୍ର କର୍ମଚାରୀମାନଙ୍କ ସମସ୍ୟା ଏବଂ ଏହାର ସମାଧାନ କରିବା ପାଇଁ ଆଲୋଚନା ହୋଇଥିଲା ।…