” ବିଧାୟକ ସରୋଜ ମେହେରଙ୍କ ନିର୍ବାଚନୀ ପ୍ରଚାର ବେଳେ,ରଜାଘର ବିଫଳତା ସାମନା କରିବାକୁ ପଡୁଛି “

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ )- ରଜା ଘରେ ଦୀର୍ଘବର୍ଷ ଶାସନ କଲେ ଆଉ କିଛି କଲେ ନାହିଁ !ମୁଇଁ ଆସିଲା ପରେ ସମସ୍ୟା ଗୁଡ଼ାଲା ! ତାପରେ କାମ କରିବି ବୋଲି ଭାବିଲାକେ କରୋନା କଥାସୁନା ଆସିଲା !ଫେରବି ଖୁସି ରୁହ ସବୁ କାମର ଟେଣ୍ଡର ହେଇଛେ!     ଆଜି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ସରୋଜ…

ଦୁର୍ନୀତି ଅଭିଯୁକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ: ଆଇ.ଏ.ଏସ୍. ବିନୋଦ କୁମାର ଚାକିରୀରୁ ବିଦା

ଭୁବନେଶ୍ବର: ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିନୋଦ କୁମାରଙ୍କୁ ଚାକିରୀ ରୁ ବରଖାସ୍ତ କରିଛନ୍ତି।ଶ୍ରୀ କୁମାର ଙ୍କୁ ଚାକିରୀ ରୁ ବରଖାସ୍ତ କରିବା ପାଇଁ…

ମହାନ ସ୍ୱତନ୍ତ୍ରତା ସଂଗ୍ରାମୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୧୧୫ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଆ ସାହିତ୍ୟ ଜଗତର ପ୍ରଥିତଯଶା ସାହିତ୍ୟିକ,କାଳଜୟୀ ସ୍ରଷ୍ଟା ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୧୧୫ ତମ ଜନ୍ମ ବାର୍ଷିକୀ ଶ୍ରୀମତୀ ନନ୍ଦିନୀ ଶତପଥୀ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ସୁପର୍ନୋ ଶତପଥୀଙ୍କ…

ବିଳମ୍ବିତ ରାତ୍ରରେ ୨୨ଟି ଛେଳି ଚୋରି

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଡ଼ଙ୍ଗୀ)-ଗତକାଲି ରାତ୍ରର ବିଳମ୍ବିତ ପ୍ରହରରେ ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ଗ୍ରାମପଂଚାୟତ ମୁରଦାବାଦ ଗ୍ରାମର ଜଣକ ଗୁହାଳ ଘରୁ କେହି ଦୁର୍ବୃତ୍ତ ୨୨ଟି ଛେଳି ଚୋରି କରି ନେଇଥିବାର ଅଭିଯୋଗ ହୋଇଛି । ମୁରୁଦାବାଦ ଗ୍ରାମର ବିଜୟ କୁମାର ପରିଡ଼ା ଓ ରଞ୍ଜନ କୁମାର…

ଭିଜିଲାନ୍ସ ହାତରେ ଧରାପଡିଗଲେ ଟିପିଏନଓ ଡ଼ିଏଲର ବାଙ୍ଗିରିପୋସି କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବେହେରା ।

ବାରିପଦା(ଦିଲ୍ଲୀପ ମହାନ୍ତି )- ଲାଞ୍ଚ ନେବାବେଳେ ବାରିପଦା ଭିଜିଲାନ୍ସ ହାତରେ ଧରାପଡିଗଲେ ବାଙ୍ଗିରିପୋଷୀ ଇଲେକ୍ଟ୍ରିକ ବିଭାଗର କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ବେହେରା। ସୁଚନା ମୁତାବକ ବାଙ୍ଗିରିପୋଷୀ ବ୍ଲକର ନୁଆବସାଣ ଅଞ୍ଚଳର ଅସିତ ସାହୁ ନାମକ ଜଣେ ଗ୍ରାହକଙ୍କ ଘରକୁ ୬ଟି ଖୁଣ୍ଟ ସହ ବିଦ୍ୟୁତ…

ସୂଚନା ଓ ଲୋକସମ୍ପର୍କ ବିଭାଗରେ ଅବସରକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର : ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗରୁ ଗତକାଲି ସରକାରୀ ଚାକିରୀରୁ 5 ଜଣ ଅଧିକାରୀ ଏବଂ କର୍ମଚାରୀଙ୍କ ଅବସର ଗ୍ରହଣ ପରିପ୍ରେକ୍ଷୀରେ ଆଜି ଅପରାହ୍ଣରେ ବିଭାଗୀୟ କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅଧିକାରୀ…

ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟର ୧୯୭୪ ବ୍ୟାଚ ପୂର୍ବତନ ଛାତ୍ର ସଂସଦର ଗୁରୁ ଛାତ୍ର ବନ୍ଧୁ ମିଳନ

ଜଗତସିଂହପୁର / ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତରେ ଥିବା ସର୍ବପୁରାତନ ବାୟା ଅବଧୂତ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ୧୯୭୪ ବ୍ୟାଚ ମାଟ୍ରିକ ପୂରାତନ ଛାତ୍ର ସଂସଦର ସ୍ଥାନୀୟ କୁଟିର ମଠ ପରିସରରେ ପୂରାତନ ଛାତ୍ର ରମେଶ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ରରେ ଗୁରୁଛାତ୍ର…

ରସୁଲପୁର ଗ୍ରାମରେ ରୁକୁସାନାଙ୍କ ପ୍ରଚାର ଆରମ୍ଭ

ଜଗତସିଂହପୁର / ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବିରିତୋଳ ଗ୍ରାମପଞ୍ଚାୟତ ରସୁଲପୁର ଗ୍ରାମରେ କଂଗ୍ରେସ ସରପଞ୍ଚ ପ୍ରାର୍ଥନୀ ରୁକୁସାନା ବେଗମ ଓ ସମିତିସଭ୍ୟ ପ୍ରାର୍ଥୀନୀ ନମିତା ପ୍ରଧାନ ଘର ଘର ବୁଲି ନିର୍ବାଚନ ପ୍ରଚାର ଆରମ୍ଭ କରିଥିବାବେଳେ ନିଜ ନିଜ ସପକ୍ଷରେ ଭୋଟ ଭିକ୍ଷା…

ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

ପଦ୍ମପୁର(ଶାସକ ପ୍ରଶାସକ)- ପଞ୍ଚାୟତ ହାଇସ୍କୁଲ ପୁରେନା ପରିସରରେ ଖେଳ ଶିକ୍ଷକ ଶ୍ରୀମାନ ପୀତବାସ ପଟେଲ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।ଏ ପରିପ୍ରେକ୍ଷୀରେ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀମାନ ରେଣୁଧର ସାହୁ ଙ୍କ ସଭାପତିତ୍ବରେ ଏକ ସଭା ର ଆୟୋଜନ କରାଯାଇଥିଲା…

ହୃଦଘାତରେ ଛାତ୍ରଙ୍କ ମୃତ୍ୟୁ

ଜଗତସିଂହପୁର / ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ବ୍ଲକ ରାଜସ୍ୱ ଗ୍ରାମରେ ରହୁଥିବା ବନଜ ଭୂୟାଁ ଙ୍କ ପୁଅ ଆଶୁତୋଷ ଭୂୟାଁ (କାନ୍ହା ୧4) ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ସୂଚନା ମୁତାବକ କାହ୍ନଙ୍କ ର ଆଜି ଜନ୍ମ ଦିନ ଥିଲା. ସେ ରାହାମା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ୯ ମ…