ବରିଷ୍ଠ କଂଗ୍ରେସ ଓ ବିଜେପି ନେତା ବିଜେଡିରେ ସାମିଲ

"ଆକର୍ଷିତ କଲା ନବୀନଙ୍କ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ" ଭୁବନେଶ୍ୱର(ଶାସକ ପ୍ରଶାସକ) : ଜୟପୁର ବିଧାନସଭା ଏବଂ ବୋରିଗୁମ୍ମା ବ୍ଲକର ବରିଷ୍ଠ କଂଗ୍ରେସ ଓ ବିଜେପି ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି । ସ୍ଥାନୀୟ ବିଜୁ ଯୁବ ଜନତାଦଳ କାର୍ଯ୍ୟାଳୟ ଠାରେ ଦଳର ସାଧାରଣ ସମ୍ପାଦକ ମାନସ…

ଗାଁ ଗାଁ ବୁଲି ଶିକ୍ଷାଦାନ କରୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ

ସୁନ୍ଦରଗଡ଼ - ଜାନୁଆରୀ ୨୭ ତାରିଖରୁ ୟୁଟ୍ୟୁବ କ୍ଲାସ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣି ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ଘରେ ସ୍ମାର୍ଟ ଫୋନ ନଥିବା ଯୋଗୁଁ ଗୁରୁଣ୍ଡିଆ ବ୍ଲକ ଚାନ୍ଦିପୋଷ ପଞ୍ଚାୟତ ଅନ୍ତର୍ଗତ କୁମାକେଲା ଗ୍ରାମର ପିଲା ମାନଙ୍କ…

ଗୁମ୍ମା ବ୍ଲକରେ ଜିଲ୍ଲାପାଳଙ୍କ ଉନ୍ନୟନ ମୂଳକ କାର୍ଯ୍ୟ , ସ୍କୁଲ ପରିଦର୍ଶନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା। ସୂଚନା ଅନୁସାରେ ଶ୍ରୀ ପଣ୍ଡା ଗୁମ୍ମା ବ୍ଲକ ଅନ୍ତର୍ଗତ ଜିବା ଓ ସେରଙ୍ଗରେ ଥିବା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିବା ଜଣାପଡ଼ିଛି।…

କଲେଜ ରୋଡସ୍ଥିତ କାଳୀମନ୍ଦିର ପ୍ରତିଷ୍ଠା ମହୋତ୍ସବ ।

ପଦ୍ମପୁର(ଶାସକ ପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ସହର ର କଲେଜ ରୋଡ ସ୍ଥିତ କାଳୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆସନ୍ତା ମାର୍ଚ୍ଚ ମାସ ରେ କରାଯିବା ପାଇଁ କାଳୀ ମନ୍ଦିର କମିଟି ତରଫରୁ ଜଣାଯାଇଛି lନିମ୍ନ କାର୍ଯ୍ୟକ୍ରମ ସୂଚୀ ଅନୁସାରେ ମନ୍ଦିର ପ୍ରତିଷ୍ଠା ମହୋତ୍ସବ କରାଯିବା ପାଇଁ…

ହାତୀ ଆକ୍ରମଣରେ ଜଣେ ମହିଳା ମୃତ

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ ): ପାଟଣାଗଡ଼ ଉପଖଣ୍ଡର ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ପଞ୍ଚାୟତର "ଲଡଙ୍ଗାଭଟା" ଗାଁର ମାର୍କଣ୍ଡ ସାଣ୍ଡଙ୍କ ସ୍ତ୍ରୀ ପ୍ରତିମା ସାଣ୍ଡକୁ ଗତ ରାତି ଏକ ଘଣ୍ଟା ସମୟରେ ଏକ ବଣୁଆ ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ମୃତ ହୋଇଛି। ହାତୀ ପ୍ରଥମେ ଆସି ଘର ଭିତରକୁ ପଶି…

ଗନ୍ଧମାର୍ଦ୍ଦନ ରେ ପୁଣି ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ

ବରଗଡ :- ଆଜି ସକାଳରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଭୁଲିଆବନ୍ଧ ଗ୍ରାମ ନିକଟରେ ବିଜୁ ଏକ୍ସପ୍ରେସ ୱେ କଡରେ ମାଓବାଦୀ ମାନଙ୍କର ଦ୍ୱାରା ବ୍ୟାନର  ଲଗା ଯାଇଥିବା ଦେଖିବାକୁ ମିଳିଛି । ପଞ୍ଚାୟତ ନର୍ବାଚନ ପୂର୍ବରୁ ହଠାତ  ଏହି ଭଳି ଘଟଣା ଲୋକଙ୍କୁ କିଛିଟା ବ୍ୟସ୍ତ କରୁଥିବାର ଦେଖିବାକୁ…

ପ୍ରଧାନଶିକ୍ଷକ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଶ୍ରୀ ଗୌରଚନ୍ଦ୍ର ଗଜପତି ସଭାକକ୍ଷ ଠାରେ ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାରାଜାଙ୍କ ବାଳକ…

ନିଷିଦ୍ଧାଞ୍ଚଳରେ ମାଛ ମାରୁଥିବା ୪ ଟ୍ରଲର ଜବତ , ୩୨ ଧୀବର ଅଟକ ।

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ଜଙ୍ଗଲ ବିଭାଗ ଓ ମତ୍ସ୍ୟ ବିଭାଗକୁ ମିଳିଛି ବଡ ସଫଳତା । ବର୍ତ୍ତମାନ ଅଲିଭରିଡ଼ଲ କଇଁଚଙ୍କ ର ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଥିବାରୁ ସରକାର ସମୁଦ୍ରକୂଳ ଠାରୁ ୨୦ କି ମି ପର୍ଯ୍ୟନ୍ତ ମାଛଧରା ଉପରେ ରୋକ ଲଗାଇଥିଲା ବେଳେ ଏହାକୁ ଅମାନ୍ୟ…

ନିଶ୍ଚିନ୍ତକୋଇଲି ବିଜୁ ଜନତା ଦଳ ପକ୍ଷରୁ ୨୪ନଂ ଜୋନ୍ ଜିଲ୍ଲାପରିଷଦ କାର୍ଯ୍ୟାଳୟ ଗୃହ ଉଦ୍ଘାଟିତ

ମାହାଙ୍ଗା/ଦେବେନ୍ଦ୍ର ଷଢଙ୍ଗୀ: ନିଶ୍ଚିନ୍ତକୋଇଲି ବଉଳ ବଜାର ନିକଟରେ ରାଜ୍ୟ ପଂଚାୟତିରାଜ,ଆଇନ, ପାନୀୟଜଳ, ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ କରକମଳରେ ବିଜୁ ଜନତା ଦଳ ୨୪ନଂ ଜୋନ୍ ଜିଲ୍ଲାପରିଷଦ କାର୍ଯ୍ୟାଳୟ ଗୃହ ଉଦ୍ଘାଟିତ ହୋଇଯାଇଛି । ୨୪ନଂ ଜୋନରେ ମନ୍ତ୍ରୀ ପ୍ରତାପ…

ମୋ କଲେଜ ଅଭିଯାନ ଅଧୀନରେ ୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତିରେ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ…

ଭୁବନେଶ୍ୱର: ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ଓ ଉନ୍ନତ ମାନର ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ମୋ’କଲେଜ ଅଭିଯାନ ନିରନ୍ତର ପ୍ରୟାସ କରିଚାଲିଛି। ଏହି ଅଭିଯାନ ଅଧୀନରେ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇ ନିଜେ ପାଠ ପଢ଼ିଥିବା ଉଚ୍ଚ…