କାଳ ବୈଶାଖୀର ତାଣ୍ଡବ :କାଳିଯାଇ ପିଠରୁ ଦର୍ଶନ ସାରି ଫେରୁଥିବା ବେଳେ ଡଙ୍ଗା ବୁଡି ଜଣେ ନିଖୋଜ

0

ଚିଲିକା :(ସେକ କୌଶର )ଆଜି ଦିନ 3.30 ମିନିଟ ରେ ଚିଲିକା ହ୍ରଦ ରେ ହଠାତ କାଳ ବୈଶାଖୀ ଆସିବା ଯୋଗୁଁ ବାଲୁଗାଁ ନିକଟବର୍ତୀ ମା କାଳିଜାଇ ପୀଠରୁ ଦର୍ଶନ କରି ଏକ ଯାତ୍ରୀବାହୀ ଡ଼ଙ୍ଗା ବାଲୁଗାଁ ଫେରିବା ବାଟରେ ଡ଼ଙ୍ଗା ଟି ପାଣି ରେ ଓଲଟି ଯାଇଥିଲା। ଫଳରେ ଜଣେ ଯାତ୍ରୀ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ଜଣକ କାଳିଜାଇ ପୀଠରେ ଵେବସାୟ କରୁଥିବା ଜଣାପଡିଛି । ସେ ସେହି ଯାତ୍ରିବାହୀ ଡ଼ଙ୍ଗାରେ ଫେରୁଥିଲେ । ତାଙ୍କ ଘର ବାଲୁଗାଁ ମଠପୁର ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି ।ଆଉ ସବୁ ଯାତ୍ରୀ ଙ୍କୁ ଉଦ୍ଧାର କରl ଯାଇଛି । ଉଦ୍ଧାର କରା ଯାଇଥିବା ଯାତ୍ରୀ ମାନେ ବାଲୁଗାଁ ସରକାରୀ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.