୨୦୨୬ ମସିହାର ୨ୟ ତମ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୦୨୬ ମସିହାର ୨ୟ ତମ ଜାତୀୟ ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡି.ଏଲ.ଏସ.ଏ), ଗଜପତି ଦ୍ୱାରା ଆଜି (ଶନିବାର) ସମୟରେ ଗଜପତି ସିଭିଲ କୋର୍ଟ ପରିସରରେ ଏବଂ ଏହି ଜଜଶିପ୍‌ର ଅନ୍ୟାନ୍ୟ ଅଦାଲତ ଯଥା :- ଆର୍‌. ଉଦୟଗିରି , ମୋହନା ଓ…

ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଖୋଲିଲା ପାଞ୍ଚ ଗୋଟି ଆକର୍ଷଣୀୟ ମେଢ଼

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: କଳାକୁଞ୍ଜର ଆକର୍ଷଣୀୟ କଳା ନୈପୁଣ୍ୟରେ ଝଲସିଲା ଭଞ୍ଜନଗର ସହର ଖାଲାସିସାହି। ଦିନେ ଏହି ଭଞ୍ଜନଗର ଖାଲାସିସାହି, ବିଭିନ୍ନ ଆକର୍ଷଣୀୟ କଳାକୁଞ୍ଜ, ବିଭିନ୍ନ ପ୍ରକାରର ବେଶ ଯଥା ମଣିଷ ବାଘ, ପିଲାଖାଇ ଡାହାଣୀ, ମଢ଼ ବେଶ,ଶବର, ସାମୁହିକ…

ଶିକ୍ଷକ ନରସିଂହ ଗୌଡ ନବରତ୍ନ ପୁରସ୍କାରରେ ସମ୍ମାନିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍କଳର ସର୍ବପୁରାତନ ସହର ତଥା ସଂସ୍କୃତିର ପ୍ରାଣ କେନ୍ଦ୍ର କଟକ ସ୍ଥିତ କଳାବିକାଶ କେନ୍ଦ୍ରଠାରେ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓ ଜୟଦେବ ସଂସ୍କୃତି ବିକାଶ ପରିଷଦ ଓ ବିଶ୍ବଦେବ ସମାଜର ମିଳିତ ଆନୁକୂଲ୍ୟରେ ଆୟୋଜିତ ୨୬ତମ ରାଜ୍ୟସ୍ତରୀୟ…

କ୍ୟାନସର ପୀଡ଼ିତଙ୍କ ବାସ ଭବନ ରେ ବିଧାୟକ

 ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ଦେଲେ ପ୍ରତିଶ୍ରୁତି ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମ ପାଇକ ସାହିର ବୁଟୁ ମହାନ୍ତି ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ କ୍ୟାନସର ରୋଗ ରେ ପୀଡ଼ିତ ହୋଇଥିଲେ। ସେ ଦାଦନ ଖଟିବାକୁ…

ଏସବିଆଇ ପେନସନର ଆସୋସିଏସନ ଓ ଏସବିଆଇ ଷ୍ଟାଫ ଆସୋସିଏସନ୍ ପକ୍ଷରୁ ଚିଫ ଜେନେରାଲ ମ୍ୟାନେଜର ଶ୍ରୀ ଭି. ଶ୍ରୀନିବାସ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପେନସନର ଆସୋସିଏସନ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଷ୍ଟାଫ ଆସୋସିଏସନ୍ ପକ୍ଷରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ ଜେନେରାଲ ମ୍ୟାନେଜର ଶ୍ରୀ ଭି. ଶ୍ରୀନିବାସ…

ଥାନା ପରିସର ରେ ଓଡିଶା ପୁଲିସ ଏବଂ ୟୁନିସେଫ୍ ମିଳିତ ସହଯୋଗ ରେ ‘ଯୁଭେଣ୍ଟିକା’ ଅନୁଷ୍ଠିତ।

ବସ୍ତା ::ବାଲେଶ୍ବର ଜିଲ୍ଲା ବସ୍ତା,ସିଂଲା ଓ ରୂପସା ଥାନା ପରିସର ରେ ଓଡିଶା ପୋଲିସ ଏବଂ ୟୂନିସେଫ୍ ମିଳିତ ସହଯୋଗରେ କିଶୋର ,କିଶୋରୀ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ନେଇ ସଚେତନତା କାର୍ଯ୍ଯକ୍ରମ 'ଯୁଭେଣ୍ଟିକା ' ଅନୁଷ୍ଠିତ ହୋଇ ଯାଇଛି,ବସ୍ତା ଥାନାଧିକାରୀ ରଣଜିତ ସାହୁ,ସିଂଲା ଥାନା ଧିକାରୀ…

ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କର “ପାରଳା ଲଲାମ” ପୁସ୍ତକର ପରିଚ୍ଛେଦ ଅଷ୍ଟମ ଶ୍ରେଣୀ ଇତିହାସ ବହିରେ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶିଷ୍ଟ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କର ଲିଖିତ "ପାରଳା ଲଲାମ ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ" ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଏଥିରେ କିଛି ଲୋମହର୍ଷଣ କାହାଣୀ ରହିଛି ଯେଉଁଠି ବ୍ରିଟିଶ ସରକାର ବିରୁଦ୍ଧରେ ସ୍ୱର…

“ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ହିଂସା ଘଟଣା”

ଅରାଜକତା ଆଡ଼କୁ ଗତି କରୁଛି ଓଡ଼ିଶା: ବିଜେଡି ଶାନ୍ତିପ୍ରିୟ ଓଡ଼ିଶା ଅଶାନ୍ତରେ ପରିଣତ ହେଲାଣି ମହିଳା ବିରୋଧୀ ଅପରାଧକୁ ରୋକିବାରେ ସରକାର ବିଫଳ ଅପରାଧୀଙ୍କୁ ସରକାର ରାଜନୈତିକ ସୁରକ୍ଷା ଦେଉଛନ୍ତି ଭୁବନେଶ୍ୱର, ୦୯/୦୫/୨୦୨୬: ରାଜ୍ୟରେ ଦିନକୁ ଦିନ ହିଂସାକାଣ୍ଡ…

ଆଭାସି ମାଧ୍ୟମରେ ମୟୂରଭଞ୍ଜର ନୂତନ TPNODL ସବଷ୍ଟେସନ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

୧୫,୦୦୦ ରୁ ଉର୍ଦ୍ଧ୍ୱ ପରିବାର ହେବେ ଉପକୃତ ଭୁବନେଶ୍ୱର, ୮ ମଇ, ୨୦୨୬: ଗ୍ରାମୀଣ ବିଦ୍ୟୁତକରଣ ବ୍ୟବସ୍ଥାକୁ ସଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (TPNODL) ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଦେଉଳି ଠାରେ ଏକ ନୂତନ ୩୩/୧୧ କେଭି…

ରାଜ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା

ଡବଲ ଇଞ୍ଜିନ ସରକାରର ସଫଳତା କାରଣରୁ ଆସାମରେ ତୃତୀୟଥର ସରକାର ଗଠନ କରିଛି ବିଜେପି:ବୈଜୟନ୍ତ ପଣ୍ଡା  ବିମାନବନ୍ଦରରୁ ଏକ ବିଶାଳ ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟାଳୟକୁ ଆସିଲେ  ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ଶ୍ରୀ ମନମୋହନ ସାମଲ ଉପଢୌକନ ପିନ୍ଧାଇ ଓ ପୁଷ୍ପଗୁଚ୍ଛ…