Sign in
Sign in
Recover your password.
A password will be e-mailed to you.
ଧନସରା ଗ୍ରାମ ରାସ୍ତା ଭୁଶୁଡ଼ି ଥିବା ସମୀକ୍ଷା କଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଖାରଡା ପଞ୍ଚାୟତ ଅନ୍ତର୍ଗତ ଧନସରା ଗ୍ରାମ ର ମୁଖ୍ୟ ରାସ୍ତା ଓ ଲାଗିରହିଥିବା ପାଚେରୀ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ନେଇ ସ୍ଥାନୀୟ ସରପଞ୍ଚ ଅଖିଳ ପାତ୍ର ଓ ଗ୍ରାମ ବାସି ବିଧାୟକ ଙ୍କୁ ଅବଗତ କରିବା ସଙ୍ଗେ…
ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:ପଡିଆ, ୦୯/୦୪ : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଗିରିକାନପଲ୍ଲୀ ପଞ୍ଚାୟତ ସଦର ମହକୁମାରେ ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସମର କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଗିରିକାନପଲ୍ଲୀ, ପଡିଆ ଓ ପଡୋଶୀ…
ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ଉଦଯାପିତ ।
କେନ୍ଦ୍ରାପଡ଼ା:୦୯.୦୫(ପ୍ରଫୁଲ୍ଲ କୁମାର ମଲ୍ଲ) କ୍ରୀଡା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଆୟୋଜିତ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗର ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ପଟ୍ଟାମୁଣ୍ଡାଇସ୍ଥିତ ହରିହରନନ୍ଦ ଆଶ୍ରମ ବିଦ୍ୟାଳୟ ଖେଳ ପଡ଼ିଆରେ…
ଝାରସୁଗୁଡାରେ ଅବକାରୀ ଚଢ଼ାଉ : ୩୦ କେଜି ଭାଙ୍ଗ ଜବତ, ଜଣେ ଗିରଫ
ଝାରସୁଗୁଡା, ୯ ମେ : ଝାରସୁଗୁଡା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବିଶେଷ ଚଢ଼ାଉରେ ୩୦ କେଜି ଭାଙ୍ଗ ଜବତ କରାଯାଇଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ପ୍ରମୋଦ ଶ୍ରୀବାସ ।
ଅବକାରୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଝାରସୁଗୁଡା ଅବକାରୀ ଟିମ ଦ୍ୱାରା…
ଅପରେସନ୍ ‘ନେତ୍ର’ରେ ବଡ଼ ସଫଳତା : ନକଲି ଡିଇଏଫ କାରଖାନା ଠାବ, ୭ ଅଭିଯୁକ୍ତ ଗିରଫ
ଝାରସୁଗୁଡ଼ା : ଝାରସୁଗୁଡ଼ା ପୋଲିସର ଅପରେସନ୍ ‘ନେତ୍ର’ ଅଧୀନରେ ଏକ ବଡ଼ ସଫଳତା ମିଳିଛି। ସହରର ସିରିଆବଗିଚା ଅଞ୍ଚଳରେ ଚାଲୁଥିବା ଏକ ନକଲି ଡିଜେଲ ଏକ୍ସଜଷ୍ଟ ଫ୍ଲୁଇଡ୍ (ଡିଇଏଫ) ପ୍ରସ୍ତୁତ କାରଖାନା ଉପରେ ସଦର ଥାନା ପୋଲିସ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଛି। ଏହାସହ ବିପୁଳ ପରିମାଣର…
ପୁଣି ଘୁ.ଉଦୟଗିରିରେ ହାତୀ ଆତଙ୍କ, ରୋଷେଇ ଘର ଭାଙ୍ଗିଦେଲା ଦନ୍ତା
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ପୁଣି କିଛି ଦିନର ବ୍ୟବଧାନ ପରେ ଘୁ.ଉଦୟଗିରି ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଗ୍ରେସିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ୧ ନମ୍ବର ୱାର୍ଡର ଜଡାମାହା ଗ୍ରାମରେ ରାତ୍ରି ସମୟରେ ଏକ ଦନ୍ତା ହାତୀ ପ୍ରବେଶ କରି ନିଦ୍ରାବତି ପ୍ରଧାନଙ୍କ ରୋଷେଇ ଘର ଭାଙ୍ଗି…
୨କ୍ଵିଣ୍ଟାଲ ୭୨ କେଜି ଗଂଜେଇ ସହ ଗାଡ଼ି ଜବତ, ମାଫିଆ ଫେରାର।
ସୁବର୍ଣ୍ଣପୁର , ୯!୫(ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବେହେରାମାଲ ପଂଚାୟତ ଲଙ୍ଗଳକଟା ଗ୍ରାମ ର ଚାଷ ଜମିକୁ ଯାଇଥିବା ରାସ୍ତା ରେ ଗଂଜେଇ ବୋଝାଇ ଗାଡି ଛାଡି ଗଂଜେଇ ମାଫିଆ ମାନେ ଫେରାର ହୋଇଛନ୍ତି।ଗଂଜେଇ ମାଫିଆ ମାନେ ଏକ ହ୍ୟୁଣ୍ଡାଇ କ୍ରେଟା କାର…
ନୀଳଗିରିରେ ଜନ ଆକ୍ରୋଶ ମହିଳା ପଦଯାତ୍ରା।
ନୀଳଗିରି, ୯/୫,: ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କ ନେତୃତ୍ୱ ତଥା ନୀଳଗିରି ନଗର ମଣ୍ଡଳ ତରଫରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୀଳଗିରି ସହରରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅପରାହ୍ନ ୪.୩୦ ମିନିଟ ସମୟରେ ଆରମ୍ଭ ହୋଇଥିବା ବେଳେ ଡାକ ବଙ୍ଗଳା ପରିସରରେ ୫ ଘଟିକା ସମୟ ରେ ଏକ ମହିଳା ସଭା…
ସ୍ନୋୱାର୍ଲଡ ଚିଙ୍ଗୁଡ଼ି ପ୍ଲାଣ୍ଟ ପକ୍ଷରୁ ମେଗା ରକ୍ତଦାନ ଶିବିର।
ନୀଳଗିରି, ତା ୮।୫(); ନୀଳଗିରି ଉପକଣ୍ଠ ନୂଆଗାଁ ଗ୍ରା:ପ ବାହାଳ ମୌଜାରେ ଥିବା ସ୍ନୋୱାର୍ଲଡ ମେରାଇନ ଏକ୍ସପର୍ଟ ପ୍ରାଇଭେଟ ଲିମିଟେଡ଼ ଚିଙ୍ଗୁଡ଼ି ପ୍ଲାଣ୍ଟ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ପୂର୍ବାହ୍ନ ୧୦ ଘଟିକା ସମୟରେ ପ୍ଲାଣ୍ଟ ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ…
ଭଞ୍ଜନଗରରେ ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ: ୧୯୮ଟି ମାମଲାର ସଫଳ ସମାଧାନ ସହ ୩୭.୮୦ ଲକ୍ଷରୁ ଅଧିକ ଅର୍ଥ ଆଦାୟ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସିଭିଲ୍ କୋର୍ଟ ପ୍ରାଙ୍ଗଣରେ ଆଜି ଅର୍ଥାତ୍ ମେ ମାସ ୯ ତାରିଖ ଶନିବାର ଦିନ ଦ୍ୱିତୀୟ ଜାତୀୟ ଲୋକ ଅଦାଲତ-୨୦୨୬ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା…