ବିଶ୍ୱ ରେଡ୍ କ୍ରସ ଦିବସ ଅବସରରେ ରକ୍ତଦାନ ଶିବିର, ୨୧ ୟୁନିଟ୍ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର, ୮/୨୬(ପ୍ରକାଶ କୁମାର ହାତୀ ): ସୁବର୍ଣ୍ଣପୁର ଜିଲ୍ଲା ରେଡ୍ କ୍ରସ ସୋସାଇଟୀ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ରେଡ୍ କ୍ରସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଭା ଏବଂ ଏହା ପରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ…

ସାଂସଦ ପ୍ରତିନିଧି ଙ୍କ ସ୍କୁଲ ପରିଦର୍ଶନ

ସୁବର୍ଣ୍ଣପୁର ୮!୫(ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବାଙ୍କୀପାଳି ହାଇସ୍କୁଲ କୁ ବଲାଙ୍ଗୀର ସାଂସଦ ଙ୍କ ପ୍ରତିନିଧୂ ସାନନ୍ଦ କୁମାର ମେହେର ପରିଦର୍ଶନ ରେ ଆସିଥିଲେ | ଏହି ଅବସରରେ ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକ ଓ କର୍ମଚାରି ଏବଂ ସ୍କୁଲ…

ଗାଙ୍ଗପୁର ଥାନାରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ: ଥାନା ଏବଂ ହାଜତ ବୁଲି ଦେଖିଲେ ଛାତ୍ରୀ

ବେଲଗୁଣ୍ଠା:୮/୫-(ଶିବରାମ ଚୌଧୁରୀ )-ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ରୋକିବା ଏବଂ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ‘ମହିଳା ଓ ଶିଶୁ ଅପରାଧ ଶାଖା' ପକ୍ଷରୁ ଓଡ଼ିଶାର ସମସ୍ତ ଥାନାରେ ‘ଜୁଭେଣ୍ଟିକା’ ନାମକ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ…

ସମାଧାନ ସମାରୋହ-୨୦୨୬ ( ବିଶେଷ ଲୋକ ଅଦାଲତ)

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମସ୍ତ ଅଧିବକ୍ତା , ମକଦ୍ଦମାକାରୀ ଓ ସାଧାରଣ ଜନସାଧାରଣଙ୍କୁ ଏହିମାଧ୍ୟମରେ ସୂଚିତ କରାଯାଉଛି ଯେ, ‘ସହଭାଗୀ ନ୍ୟାୟ' ଓ 'ଲୋକଙ୍କ ନିକଟରେ ନ୍ୟାୟିକ ସେବା'କୁ ପ୍ରୋତ୍ସାହନ ଦେବା ନିମନ୍ତେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ "ସମାଧାନ…

ପ୍ରୋଜେକ୍ଟ “କୌଶଳ 2.0” ଶୁଭାରମ୍ଭ : ସ୍ଥାନୀୟ ଯୁବକ ଯୁବତୀଙ୍କୁ କୌଶଳମୂଳକ ପ୍ରଶିକ୍ଷଣ ଓ ରୋଜଗାର ସୁଯୋଗ ଦେବ ଆଦିତ୍ୟ…

କାଶୀପୁର ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କଂସାରୀଗୁଡାସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନେରୀ ପ୍ରକଳ୍ପ ପକ୍ଷରୁ ସ୍ଥାନୀୟ ଯୁବକ ଯୁବତୀଙ୍କ କୌଶଳ ବିକାଶ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଏହାର ପ୍ରମୁଖ ସିଏସଆର (CSR) ପଦକ୍ଷେପ “ପ୍ରୋଜେକ୍ଟ କୌଶଳ 2.0”ର…

କ୍ଷତ୍ରୀୟବରପୁର ଆଞ୍ଚଳିକ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ରେଡକ୍ରସ ଦିବସ ପାଳିତ

କ୍ଷତ୍ରୀୟବରପୁର-୮/୫:-(ଶିବରାମ ଚୌଧୁରୀ )-କ୍ଷତ୍ରୀୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକମହାବିଦ୍ୟା ଳୟରେ ଯୁବ ରେଡକ୍ରସ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ରେଡକ୍ରସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଗିରୀଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ…

‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ: ଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କଲେ ପୋଲିସ ଡିଜି

ବେଲଗୁଣ୍ଠା:୮/୫-(ଶିବରାମ ଚୌଧୁରୀ )-ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ରୋକିବା ଏବଂ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ‘ମହିଳା ଓ ଶିଶୁ ଅପରାଧ ଶାଖା' ପକ୍ଷରୁ ବେଲଗୁଣ୍ଠା ଥାନା ପରିସରରେ ‘ଜୁଭେଣ୍ଟିକା’ ନାମକ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ…

ବସୁଧା କାଗଜକଲମରେ, ବୁନ୍ଦେ ପାଣି ପାଇଁ ନଦୀ ଭରସା

ପରିଆ ଗ୍ରାମ ଆମ୍ବେଦକର ନଗରରେ ଜଳ ସଙ୍କଟ ଚରମସୀମାରେ, ପ୍ରଶାସନର ନୀରବତାକୁ ନେଇ ତୀବ୍ର ଅସନ୍ତୋଷ ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ସରକାର ଗାଁ ଗାଁକୁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ବସୁଧା ଯୋଜନା କାର୍ଯ୍ୟକରୀ କରୁଥିବାବେଳେ…

ଜିଲ୍ଲା ସ୍ତରୀୟ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ

ପାରାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶୁକ୍ରବାର ) ଗଜପତି ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡି ରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ ହୋଇଥିଲା। ମାନବବାଦି ସମାଜସେବକ ଜେନ୍ ହେନରୀ ଡୁନଣ୍ଟଙ୍କ ସମ୍ମାନରେ ତାଙ୍କ ଜନ୍ମଦିବସରେ ପ୍ରତି ବର୍ଷ ମଇ ଆଠ…

ଏମଭି–୭୯ ଥାନାରେ “ଜୁଭେଣ୍ଟିକା” କାର୍ଯ୍ୟକ୍ରମ ଆରମ୍ଭ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଓଡ଼ିଶା ପୋଲିସ ଓ ୟୁନିସେଫ୍‌ଙ୍କ ମିଳିତ ସହଯୋଗରେ ଆୟୋଜିତ ରାଜ୍ୟବ୍ୟାପୀ “ଜୁଭେଣ୍ଟିକା” କାର୍ଯ୍ୟକ୍ରମ ଆଜି ଅପରାହ୍ନ ୩ଟା ୪୫ ମିନିଟ୍ ସମୟରେ ସାରା ଓଡ଼ିଶାର ସମସ୍ତ ଥାନା ସହ ଏମଭି–୭୯ ଥାନା ପରିସରରେ ଏକାସାଥିରେ ଶୁଭାରମ୍ଭ ହୋଇଛି। ଏହି…