ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଟାଉନ୍ ଥାନାରେ ଥାନାର ସମ୍ମିଳନୀ କକ୍ଷ ଠାରେ ଆଜି ( ଶୁକ୍ରବାର ) ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଓଡ଼ିଶା ପୋଲିସ ଓ ୟୁନିସେଫ ସହଯୋଗରେ ମହିଳା ଏବଂ ଶିଶୁ ବିରୋଧୀ ଅପରାଧ ଶାଖା…

ପ୍ରାଚିର ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ : ସରକାରୀ ଜମିରୁ ଗୃହ ଉଚ୍ଛେଦ ପରେ ଫିଟିବ ରାସ୍ତା ନିର୍ମାଣର ବାଟ,

ଓଡ଼ଗାଁ, ୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ଅନ୍ତର୍ଗତ ପଶୁ ଡାକ୍ତରଖାନା ସମ୍ମୁଖ ଖଜୁରିଆ ରାସ୍ତାରୁ ନିର୍ମାଣାଧୀନ ଅଟଳ ବସ୍‌ଷ୍ଟାଣ୍ଡକୁ ସଂଯୋଗ କରୁଥିବା ନୂତନ ରାସ୍ତା ନିର୍ମାଣକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ରାସ୍ତା…

ଓଡ଼ଗାଁ ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ

ଓଡ଼ଗାଁ, ୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପରିସରରେ ଶୁକ୍ରବାର ଅପରାହ୍ନରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଅଙ୍ଗନବାଡି କର୍ମୀ ଏବଂ କୈଶୋରୀ ମାନଙ୍କ ସହିତ ହେଉଥିବା ସାଇବର କ୍ରାଇମ, କୈଶୋରୀ ବାଳିକା ମାନଙ୍କ ପ୍ରତି ହେଉଥିବା ଅପରାଧ ଓ ତାର…

ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ

ବିଗୁଡିଛି ଆଇନ ଶୃଙ୍ଖଳା ପରିସ୍ଥିତି; ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜୁ ଯୁବ-ଛାତ୍ର ଜନତା ଦଳ ଭୁବନେଶ୍ୱର, ୦୮/୦୫/୨୦୨୬: ଓଡ଼ିଶାରେ ଦିନକୁ ଦିନ ବିଗୁଡୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି, ବୃଦ୍ଧି ପାଉଥିବା ଅପରାଧ ଏବଂ ସାଧାରଣ ଜନତାଙ୍କ ମନରେ ସୃଷ୍ଟି ହେଉଥିବା ଭୟ ଓ ଅସୁରକ୍ଷାର…

ଡିଏଭି ପରିସରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

ଝାରସୁଗୁଡ଼ା/ ୦୮/୦୫/୨୦୨୬: ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳନ ଅବସରରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ବରେ ଆୟୋଜିତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ହେନରୀ ଡୁନାଣ୍ଟଙ୍କ…

ଜିଲ୍ଲା ରେଡକ୍ରସ ଶାଖା, ବଲାଙ୍ଗିର ପକ୍ଷରୁ ବିଶ୍ୱ ରେଡକ୍ରସ ଦିବସ ଅନୁଷ୍ଠିତ

ବଲାଙ୍ଗିର (୦୮/୦୫): ରେଡକ୍ରସ ଆନ୍ଦୋଳନର ପ୍ରତିଷ୍ଠାତା ସାର୍ ଜନ୍ ହେନ୍ରୀ ଡୁନାଣ୍ଟଙ୍କ ୧୯୮ତମ ଜନ୍ମଜୟନ୍ତୀ ଉପଲକ୍ଷେ ଆଜି ଜିଲ୍ଲା ରେଡକ୍ରସ ଶାଖା, ବଲାଙ୍ଗିର ପକ୍ଷରୁ ମିଶନ ଶକ୍ତି ଭବନରେ ବିଶ୍ୱ ରେଡକ୍ରସ ଦିବସ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ…

ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ବଲାଙ୍ଗିର (୦୮/୦୫): ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ପ୍ରଥମେ ସେ ମାତୃ ଓ ଶିଶୁ ବିଭାଗକୁ ଦେଖିଥିଲେ, ପରେ ଓପିଡି ଓ ଡାଇଲେସିସ ବିଭାଗରେ ଯାଇ ରୋଗୀ ସେବା ଓ ଅନ୍ୟାନ୍ୟ…

ବିଭିନ୍ନ ଥାନାରେ ‘ଜୁବେନ୍ତିକା’ କାର୍ଯ୍ୟକ୍ରମ : କିଶୋର ବାଳକ-ବାଳିକାଙ୍କୁ ସୁରକ୍ଷା ଓ ସଚେତନତାର ବାର୍ତ୍ତା

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ କିଶୋର ବାଳକ ଓ ବାଳିକାମାନଙ୍କ ସୁରକ୍ଷା, ସଚେତନତା ଓ ପୋଲିସ ପ୍ରତି ଭୟମୁକ୍ତ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ‘ଜୁବେନ୍ତିକା’ ନାମକ ବିଶେଷ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଶୁକ୍ରବାର କାଶୀପୁର ବ୍ଲକ ବିଭିନ୍ନ ପୋଲିସ…

ଅବକାରୀ ଚଢାଉରେ ତ୍ରାହି ତ୍ରାହି ଡାକିଲେଣି ନିଶା ମାଫିଆ। ନିଶା ବେପାରୀ ସରୋଜ ନାୟକ ଗିରଫ

୫୬ ଗ୍ରାମ ହେରୋଇନ ସହ ବାଇକ ଜବତ ଜଗତସିଂହପୁର,ତା-୦୮-୦୫-୨୦୨୬/ସୁମନ୍ତକୁମାରଦାସ: ବିରିଡି ଥାନା ଅନ୍ତର୍ଗତ ମାଣିତିରି ଅଞ୍ଚଳର ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା। ଯାଞ୍ଚ ପରେ ତାଙ୍କ ପାଖରୁ ୫୬ ଗ୍ରାମର ହେରୋଇନ୍, ଏକ ଆଣ୍ଡ୍ରଏଡ ଫୋନ ଏବଂ ନିଶା…

ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ଦ୍ଵାରା ଜିଲ୍ଲାର ବିଭିନ୍ନ…

ଜିଲ୍ଲା ରେ ୬୯୦ କୋଟି ବ୍ୟୟ ଅଟକଳ ର ୯୯ ପ୍ରକଳ୍ପ ର ଶିଳାନ୍ୟାସ ଓ ଭିତ୍ତି ପ୍ରସ୍ତର ସ୍ଥାପନ ଜଗତସିଂହପୁର,ତା-୦୮-୦୫-୨୦୨୬/ସୁମନ୍ତକୁମାରଦାସ: ଆଜି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଜଗତସିଂହପୁର ଜିଲ୍ଲାରେ ବୃହତ୍ ପାନୀୟ ଜଳ…