Sign in
Sign in
Recover your password.
A password will be e-mailed to you.
ଚତୁର୍ଥ ପର୍ଯ୍ୟାୟରେ କାଶିନଗର ଏବଂ ଗୁମ୍ମା ବ୍ଲକ୍ ରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ତ୍ରି-ସ୍ତରୀୟ ପଞ୍ଚାୟତ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଗଜପତି ଜିଲ୍ଲା ଅନ୍ତର୍ଗତ କାଶିନଗର ଏବଂ ଗୁମ୍ମା ବ୍ଲକ୍ ରେ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି। ଏହି ନିର୍ବାଚନରେ କାଶିନଗର ବ୍ଲକର ୨ ଗୋଟି ଜିଲ୍ଲା ପରିଷଦ ଜୋନ୍…
କଂଗ୍ରେସ ତରଫରୁ ମାରାଥନ ପ୍ରଚାର।
ଅସ୍ତରଙ୍ଗ(ଦୁଃଶାସନ ନାୟକ) :ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଯୋନ ଏକ ତରଫରୁ ମଙ୍ଗଳବାର ଦିନ ମାରାଥନ ପ୍ରଚାର କରାଯାଇଅଛି । ଏହି ଉପଲକ୍ଷେ ଦଳ ତରଫରୁ ଏକ ପଥପ୍ରାନ୍ତ ସଭା ଅସ୍ତରଙ୍ଗ ବଜାରରେ କରାଯାଇଥିଲା । ଏଥିରେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ପ୍ରଦେଶ…
“ସିଦ୍ଧାନ୍ତ” ସାହିତ୍ୟ ଅନୁଷ୍ଠାନ ଓ “ଆକାଂକ୍ଷା” ମହିଳା ସଂଗଠନ ପକ୍ଷରୁ “ବିଶ୍ବ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ସିଦ୍ଧାନ୍ତ" ସାହିତ୍ୟ ଅନୁଷ୍ଠାନ ଓ "ଆକାଂକ୍ଷା" ମହିଳା ସଂଗଠନର ମିଳିତ ଆନୁକୂଲ୍ୟରେ "ବିଶ୍ବ ମାତୃଭାଷା ଦିବସ" ଉପଲକ୍ଷେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉପାନ୍ତ ପ୍ରହରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର…
ଘୁ.ଉଦୟଗିରି ବ୍ଲକ ୫ ନମ୍ବର ଜିଲ୍ଲା ପରିଷଦ ଜୋନରେ ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଆଜି ଘୁ.ଉଦୟଗିରି ବ୍ଲକ ୫ ନମ୍ବର ଜିଲ୍ଲା ପରିଷଦ ଜୋନରେ ତ୍ରିସ୍ତରୀୟ ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଯାଇଛି I ଗଣତନ୍ତ୍ରର ଏହି ପବିତ୍ର ପର୍ବରେ କୌଣସି ପ୍ରକାର ବିଶୃଙ୍ଖଳା ହୋଇନଥିବା ଜଣାପଡିଛି I ଆଜିକାର ଏହି ଭୋଟ ଗ୍ରହଣ…
ସ୍ପେଶାଲ ସ୍କ୍ୱାଡ଼ ହାତରେ ଧରା ପଡିଲା ଧଳା ଜହର ବେପାରୀ
ରବି ନାରାୟଣ ସାହୁ (ଖୋର୍ଦ୍ଧା)-- ଦିନକୁ ଦିନ ଖୋର୍ଦ୍ଧା ଓ ଆଖ ପାଖ ଅଞ୍ଚଳରେ ନିଶା କାରବାର ଜୋର ଧରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ର ସ୍ପେଶାଲ ସ୍କ୍ୱାଡ଼ ବାଘମାରି ଥାନା ଅନ୍ତର୍ଗତ ପୋଡାଢ଼ିହ ଗ୍ରାମର ପ୍ରଭାତ ସେଠି(୩୨)ନାମକ ବ୍ୟକ୍ତିଙ୍କ ଠାରୁ ୫୨ଗ୍ରାମ ଧଳା ଜହର ଜବତ…
ପାଟଣାଗଡ଼ କେନ୍ଦୁପତ୍ର ବନଖଣ୍ଡ ବିଭାଗରେ ଚାଲିଛି ଫରେଷ୍ଟର ମାନଙ୍କର ଏକଛତ୍ର ଶାସନ !!
ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ ) ପ୍ରତେକଙ୍କୁ ଜଣା ଯେ କେନ୍ଦୁପତ୍ରକୁ ସବୁଜ ହୀରା ବୋଲି କୁହାଯାଇଥାଏ |ପ୍ରତିବର୍ଷ କେନ୍ଦୁପତ୍ରରୁ ରାଜ୍ୟସରକାର କୋଟି କୋଟି ଟଙ୍କାର ମୁନଫା ପାଇଥାଏ | ପୁଣି ସାରା ବିଶ୍ୱରେ ଓଡ଼ିଶା ପାଟଣାଗଡ଼ ବନଖଣ୍ଡର କେନ୍ଦୁପତ୍ର ଅତି ଉଚ୍ଚ ଉର୍ନ୍ନତ ମାନର ବୋଲି ସର୍ବତ୍ର…
ସାଂସଦ ନୋମିନି ଙ୍କର ମାଡରେ ଲହୁଲୁହାଣ ବିଜେଡି କର୍ମୀ
ସରିଲା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ଚତୁର୍ଥ ପର୍ଯାୟ
ବରଗଡ଼ ଜିଲ୍ଲାରେ ହୋଇଛି ୮୪. ୮୭ପ୍ରତିଶତ ମତଦାନ
ବରଗଡ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ରେ ମତଦାନ କରାଯାଇଥିଲା । ଏହି ନିର୍ବାଚନ ଅବସରରେ ସୋହେଲାର ପଣ୍ଡକିପାଳି…
ପ୍ରଥମ ନିର୍ବାଚନ କମିଶନ୍ ଶ୍ରୀ ଦେବେନ୍ଦ୍ର ମିଶ୍ର ଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ପ୍ରଥମ ନିର୍ବାଚନ କମିଶନ୍ ଶ୍ରୀ ଦେବେନ୍ଦ୍ର ମିଶ୍ର ଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ନିମନ୍ତେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହା ୱିନର ଆସୋସିଏସନ୍ ର ମୁଖ୍ୟ ଉପଦେଷ୍ଟା ଶ୍ରୀ ଉମାନାଥ ମିଶ୍ର ଙ୍କ ନେତୃତ୍ୱ ତଥା ଓଡ଼ିଶା ମୋ…
କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲରେ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ବିଜ୍ଞାନ ମହୋତ୍ସବ ଆରମ୍ଭ
ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲରେ ଆଜାଦି କା ଅମୃତ ମହୋତ୍ସବ ପାଳନର ଅଂଶବିଶେଷ ସ୍ୱରୂପ ବିଜ୍ଞାନ ସର୍ବତ୍ର ପୂଜ୍ୟତେ ଶୀର୍ଷକ ସପ୍ତାହ ବ୍ୟାପୀ ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାରଙ୍କ…
ଖୋର୍ଦ୍ଧା ଜିଲ୍ଲାପାଳ ଙ୍କୁ ଉତ୍କଳ ସାମ୍ବାଦିକ ସଙ୍ଘର ଦାବି ପତ୍ର
ରବି ନାରାୟଣ ସାହୁ/ ଖୋର୍ଦ୍ଧା-କାର୍ଯ୍ୟରତ ସାମ୍ବାଦିକମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଆକ୍ରୋଶ ଓ ଆକ୍ରମଣର ଶିକାର ହେଉଛନ୍ତି।୨୨ବର୍ଷର ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ କିଛି ଆଇନ ପ୍ରଣୟନ ନକରିବା ଦୁଃଖଦାୟକ ଘଟଣା…