ବାଲିକୁଦା:ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କରିଥିଲେ ମନ୍ତ୍ରୀ ଓ ସାଂସଦ

0

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ୨ଟି ପଞ୍ଚାୟତରେ ମନ୍ତ୍ରୀ ଓ ସାଂସଦ ଙ୍କ ୮ଟି ପ୍ରକଳ୍ପ ର ଶିଳାନ୍ୟାସ l ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ର ଵୋରିକିନା ଓ ତିତିରା ପଞ୍ଚାୟତ ରେ ଜଳ ସଂପଦ ସୂଚନା ଲୋକ ସଂପର୍କ ଵିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ,ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ୍ ଅଥିତି ଭାବେ ଯୋଗ ଦେଇ ଵୋରିକିନା ପଞ୍ଚାୟତ ନୂତନ ଗୃହ ନିର୍ମାଣ, ମିଶନ ଶକ୍ତି ଗୃହ ବରମୋଡା଼ପଡା ଢ଼ଳେଇ ରାସ୍ତା ,ଦୁଆଗୋଠେରେସ୍ୱର ମନ୍ଦିର ରାସ୍ତା ,ଉନ୍ନୟନ ମୂଳକ କାର୍ଯ୍ୟ ଆଦିର ଶିଳାନ୍ୟାସ କରିଥିଲେ l ମନ୍ତ୍ରୀ ଏବଂ ସାଂସଦ ଙ୍କ ସମେତ ବ୍ଲକ୍ ଅଧ୍ୟକ୍ଷ ପ୍ରକାଶ ପ୍ରଧାନ ,ବିଡ଼ିଓ ଡ଼. କଲ୍ୟାଣ ସ୍ୱର ଦସ ,ଜିଲ୍ଲା ପରିଷଦ ରୁନିଲତା ବେହେରା ,ପ୍ରତିମା ସ୍ବାଇଁ ,ଜଟାଧାରୀ ଦାସ ପ୍ରମୁଖ ଉପସ୍ଥିତ ରହିଥିଲା।

Leave A Reply

Your email address will not be published.