ବାଳ ମୁକୁନ୍ଦ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳ ମୁକୁନ୍ଦ କେନ୍ଦ୍ର , ଶ୍ରୀରାସିକରାଜ ମନ୍ଦିର ( ପରିଚ୍ଛା ମଠ) ଠାରେ ସକାଳୁ ପ୍ରଥମେ ପ୍ରାର୍ଥନା ଏବଂ ଜଗଦଗୁରୁ ଶ୍ରୀକୃପାଳୁ ମହାରାଜ ଜୀଙ୍କ ଆରତୀ ପରେ ନାମସଂକୀର୍ତ୍ତନ ସହ ମନ୍ଦିର ବେଢ଼ା ପରିକ୍ରମା କରାଯାଇଥିଲା।
ସନ୍ଧ୍ୟାରେ ବାଳ ମୁକୁନ୍ଦ ସତସଙ୍ଗ ରାଜଗୁରୁ ସାହି ସ୍ଥିତ ପ୍ରଜ୍ୟୋତିଙ୍କ ଘରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଳ ସତସଙ୍ଗୀ ମାନେ ଯୋଗଦେବା ସହ ଆଭାସୀ ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ପଞ୍ଜାବ (ଭାଟିଣ୍ଡା) ରୁ ଦୀପକ ଓ ପ୍ରତିକକୁ ତାଙ୍କର ଆଗମନକୁ କେନ୍ଦ୍ର ତରଫରୁ ସ୍ୱାଗତ କରାଯାଇଥିଲା। କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ପ୍ରତିଦିନ ସନ୍ଧ୍ୟାରେ ନିଜ ଘରେ ପରିବାର ସହ ସତସଙ୍ଗ କରିବାକୁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.